Teeth Recipe – ଏହି ଗୋଟିଏ ଜିନିଷ ମିଶେଇ ଥରେଦାନ୍ତ ଘଷାନ୍ତୁ… ମାତ୍ର ୩ ଦିନରେ ଦାନ୍ତ କ୍ଷୀର ଭଳି ଚମକିବ…
ତେବେ ଏକ ମନୁଷ୍ୟ ଦୈନନ୍ଦିନ ଜୀବନ ରେ ଖାଇବା, ପିଇବା ଏବଂ କାର୍ଯ୍ୟ କରିବା ସହିତ ତା ସୋନ୍ଦର୍ଯ୍ୟ କୁ ମଧ୍ୟ ରଖି ଥାଏ, କାରଣ ସୁନ୍ଦର ଓ ପରିଷ୍କାର ନ ରହିଲେ ସମାଜ ରେ ଲୋକ ମାନେ କେହି ପସନ୍ଦ କରିବେ ନାହିଁ | ତେବେ ଆମ ଫେସ ରେ ଦାନ୍ତ ମଧ୍ୟ ସୋନ୍ଦର୍ଯ୍ୟ କୁ ଦୁଇ ଗୁଣ କରି ଥାଏ ଯାହା ଏକ ଚମକ ଦେଇ ଥାଏ ତେଣୁ କରି ଦାନ୍ତ କୁ ପରିଷ୍କାର ରଖିବା ବହୁତ ଜରୁରୀ ହୋଇ ଥାଏ | ତେବେ ଗୁଟକା, ସିଗାରେଟ, ପାନ ଓ ମଦ ଖାଇବା ଦ୍ୱାରା ମଧ୍ୟ ଆମ ଦାନ୍ତ ନଷ୍ଟ ହୋଇ ଯାଇ ଥାଏ ଆଉ ବହୁତ ଖରାପ ଦେଖା ଯାଇଥାଏ |
ଏହା ଦ୍ୱାରା ଦାନ୍ତ ରେ ଜଲଦି ବ୍ୟାଟେରୀଆ ସଂକ୍ରମଣ ହୋଇ ଥାଏ ଆଉ ଦାନ୍ତ ଆମର ଝଡ଼ି ଯାଇଥାଏ | ପରେ ପରେ ପୁଣି ଦାନ୍ତ କଳା ପଡ଼ି ଯିବାର ମଧ୍ୟ ଦେଖା ଯାଏ | ଦାନ୍ତ ଯଦି ହଳଦିଆ ପଡ଼ିଯିବ ଦୁର୍ଗନ୍ଧ ବାହରିବ ତେବେ ଏହାଦ୍ୱାରା ଆମେ ଅନେକ ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇ ଥାଉ, ଆମେ କାହା ସାମ୍ନାରେ ଠିକସେ କଥା ହୋଇ ପାରୁନା କି ହସି ମଧ୍ୟ ପାରୁନା | ତେବେ କିନ୍ତୁ ଆଜି ଏଭଳି ଏକ ଘରୋଇ ସହଜ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ |
ଆବଶ୍ୟକ ସାମଗ୍ରୀ :-
ଲୁଣ, ହଳଦୀ ଏବଂ ବେକିଂ ସୋଡ଼ା |
ପ୍ରସ୍ତୁତି ପ୍ରଣାଳୀ :-
ତେବେ ପ୍ରଥମେ ଏକ ପାତ୍ର ନିଅନ୍ତୁ ଆଉ ସେଥିରେ ଅଧା ଚାମଚ ହଳଦୀ, ଅଧା ଚାମଚ ଲୁଣ ଏବଂ ଅଧା ଚାମଚ ବେକିଂ ସୋଡ଼ା ନିଅନ୍ତୁ | ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଆଉ ଏହାର ପେଷ୍ଟ ପ୍ରସ୍ତୁତ ହୋଇ ଯିବା ପରେ ଆପଣଙ୍କ ବ୍ରସ ସାହାଯ୍ୟ ରେ ଏହି ପେଷ୍ଟ କୁ ନେଇ ଦାନ୍ତ କୁ ଘଷନ୍ତୁ |
ତେବେ ଏଭଳି ଭାବେ ଆପଣ ଙ୍କୁ ଦିନରେ ଦୁଇ ଥର କରିବା ପାଇଁ ପଡ଼ିବ ଥରେ ସକାଳେ ଉଠି କରନ୍ତୁ ଏବଂ ଆଉ ଥରେ ରାତିରେ ଶୋଇବା ପୂର୍ବରୁ ଏଭଳି ଭାବେ ବ୍ରସ କରନ୍ତୁ | ଏହି ଉପଚାର କି ପ୍ରୟୋଗ କରନ୍ତୁ ଦେଖିବେ ମାତ୍ର କିଛି ଦିନ ମଧ୍ୟରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ ଏବଂ ପାଟି ରୁ ସବୁ ଦୁର୍ଗନ୍ଧ ମଧ୍ୟ ଦୂର ହୋଇ ଯିବ | ଆପଣ ଏହି ଘରୋଇ ଉପଚାର କୁ ନିହାତି ଭାବରେ କରନ୍ତୁ ଯାହା ଏହାର ରେଜଲ୍ଟ ବା ଫାଇଦା ମିଳିବ ଆପଣ ନିଜେ ହିଁ ଜାଣି ପାରିବେ |