NEW TWIST — ମୁଁ ଏକାବେଳେ ୧୦ ଜଣ ଟୋକାଙ୍କୁ ଶାନ୍ତି କରେଇବି, ଯିଏ ଯାହା କରୁଛ କର,ଏମିତି କହିଲେ ନିଶା ମହାରଣା … ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ଆମ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ପ୍ରତିଦିନ ଭାଇରାଲ ହୋଇ ଥାଏ ଯାହାକି ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସେ ଖୁବ ନିନ୍ଦା ଅନୁଭବ ହୋଇ ଥାଏ |
ଅନେକ ଭିଡ଼ିଓ ଭାଇରାଲ ହୋଇ ଥାଏ କିନ୍ତୁ ସେଥିରେ କିଏ ଭଲ ନେଇ ଥାଏ ତ ପୁଣି କିଏ ଆଉ ଖରାପ ଆକାର ରେ ନେଇ ଥାଏ | ଆମ ସମାଜ ରେ କିଛି ଏଭଳି ଯୁବ ପିଢ଼ି ମଧ୍ୟ ଅଛନ୍ତି ଯେଉଁ ମାନେ ଭଲ ଶିକ୍ଷା ଦେଉ ଥିବା ବେଳେ ଆଉ କିଛି ତାଙ୍କ କାର୍ଯ୍ୟ ଦ୍ୱାରା ସମାଜ କୁ ଖୁବ ଖରାପ ପ୍ରଭାବ ପକାଇ ଥାଏ |
ତେବେ ଏହି କିଛି ଦିନ ତଳେ ଏକ ନାଁ ଖୁବ ଭାଇରାଲ ହେବାରେ ଲାଗିଛି ସେ ହେଉଛନ୍ତି ନିଶା ମହାରଣା ଯିଏ କି ବହୁତ ଛୋଟ ଡ୍ରେସ ପିନ୍ଧି ଫଟୋ ଉଠାଇ ଏବଂ ତାଙ୍କର କିଛି ଅଶ୍ଳୀଳ କଥା ଦ୍ୱାରା ଖୁବ ଭାଇରାଲ ହୋଇ ଥିଲେ |
ତାଙ୍କର ଅଶ୍ଳୀଳ କଥାକୁ ନେଇ ଅମେକ ସମାଜ ସେବୀ ତାଙ୍କୁ ପ୍ରଶ୍ନ କରି ଥିଲେ ଆଉ ଖୁବ ନିନ୍ଦା ମଧ୍ୟ କରି ଥିଲେ | କିନ୍ତୁ ସେ ସବୁକୁ ସେ ଖାତିର କରି ନଥିଲେ ଏବଂ ତାର ସିଧାସଳଖ ପ୍ରତିକ୍ରିୟା ମଧ୍ୟ ସେ ରଖି ଥିଲେ | ବର୍ତ୍ତମାନ ସମୟରେ ସେ ପୁଣି ମିଡ଼ିଆ ସାମ୍ନାକୁ ଆସିଛନ୍ତି ଆଉ କିଛି ଏଭଳି କହିଛନ୍ତି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି |
ନିଶା କହିଛନ୍ତି କି ମ୍ୟାରେଜ୍ କଥା ସିଏ କିଛି ଭାବି ନାହାଁନ୍ତି ଏ କଥା ମଧ୍ୟ ସେ କହିଛନ୍ତି କି ଏତେ ସବୁ ପାଲା ଦେଖିବା ପରେ ମୋତେ କିଏ ବାହା ହେବା ପାଇଁ ରାଜି ହେବ | ଏହା ସହିତ ନିଶା କହିଛନ୍ତି ଯେ ମୁଁ ଯାହାକୁ ଭଲ ପାଇଥିଲି ସିଏ ଆଜି ବି ମୋ ସହିତ ଅଛନ୍ତି, କିନ୍ତୁ ସେ ଯାହାକୁ ପ୍ରେମ କରୁଛନ୍ତି ତାଙ୍କୁ ବିବାହ କରିବା କେତେ ଠିକ୍ ହେବ ସେ ବିଷୟରେ ନିଶା କିଛି ବି ଭାବି ନାହାଁନ୍ତି |
ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ନିଜେ ବିବାହ ପାଇଁ ପ୍ରସ୍ତାବ ଦେଇ ଥିଲେ କିନ୍ତୁ ନିଶା ତାଙ୍କୁ ବିବାହ ପାଇଁ ମନା କରି ଦେଇ ଥିଲେ କାରଣ ସେ ଚାହାଁନ୍ତି ନାହିଁ କି ତାଙ୍କ ପାଇଁ କୌଣସି ପରିବାର ନଷ୍ଟ ହୋଇ ଯାଉ |
ତାଙ୍କ ଚାଲି ଚଳଣି ଆଉ କଷ୍ଟ୍ୟମ କୁ ଦେଖି ହୁଏତ ସମସ୍ତେ ବରଦାସ୍ତ କରି ପାରିବେ ନାହିଁ ତେଣୁ ସେ ଯେମିତି ଅଛନ୍ତି ସେମିତି ରହିବେ ବୋଲି କହିଛନ୍ତି | ସେ ଏହା ମଧ୍ୟ କହିଛନ୍ତି କି ତାଙ୍କର ସବୁ କାମ ପାଇଁ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ସାଥ ଦେଇଛନ୍ତି ତେଣୁ କରି ସେ ସବୁବେଳେ ତାଙ୍କ ବୟଫ୍ରେଣ୍ଡ ଙ୍କ ସହିତ ରହିବେ ଯାହାକି ତାଙ୍କର ଏଭଳି କିଛି କଥା ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।