ଓଡ଼ିଆ ଅଭିନେତ୍ରୀ VARSHA PRIYADARSHINI ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…
ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ।ଅନେକ ସମୟରେ ଆପଣ ମାନେ ଅନେକ ଫିଲ୍ମ ଏକ୍ଟର ମାନଙ୍କୁ ନେଇକି କିଛି କଥା ମଧ୍ୟ ଭାଇରାଲ ହୋଇଥାଏ ।
ତେବେ ଆଜି ଆମେ ଯାହାଙ୍କ ବିଷୟରେ କହିବା ପାଇଁ ଯାଉଛୁ ସେ ହେଉଛନ୍ତି ଫିଲ୍ମ ଜଗତର ଜଣେ ବହୁତ ବଡ଼ ଜଣା ଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟରେ । ଓଡ଼ିଆ ଫିଲ୍ମ ଜଗତକୁ ଆଗକୁ ନେବା ପାଇଁ ଯେଉଁ କେତେଜଣ ଫିଲ୍ମ ଅଭିନେତା ଅଭିନେତ୍ରୀ ମାନେ ଚେଷ୍ଟା ଜାରି ରଖିଥିଲେ ସେମାନଙ୍କର ମଧ୍ୟରୁ ବର୍ଷା ପ୍ରିୟଦର୍ଶିନୀ ଅନ୍ୟତମ । ତାହେଲେ ତାଙ୍କ ବିଷୟରେ ଅଧିକ ଜାଣିବା ।
ତେବେ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ ଫିଲ୍ମ ଇଣ୍ଡୋଷ୍ଟ୍ରି ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ, ଅନେକ ଓଡ଼ିଆ ଫିଲ୍ମ କରି ସେ ଓଲିଉଡ ଇଣ୍ଡୋଷ୍ଟ୍ରି ର ନାଁ ରଖିଛନ୍ତି ତାହା ସହିତ ତାଙ୍କର ମନୋଛୁଆଁ ଅଭିନୟ ଜରିଆରେ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବନେଇ ପାରିଛନ୍ତି ବୋଲି କୁହାଯାଉଛି ।
ତେବେ ବର୍ଷା ପ୍ରିୟଦର୍ଶିନୀ ଙ୍କର ନାଁ କହିଲେ ଲୋକ ମାନେ ଅଭିନୟ ଜଗତ କୋଠା ବୁଝିଥାନ୍ତି ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଜାଣିବା ସେହି ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟରେ ।
ବର୍ଷା ପ୍ରିୟଦର୍ଶିନୀ ଙ୍କର ଏଜ ଓ ଫେମିଲି –
ଅଲିଉଡ ର ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ 7 ଅଗଷ୍ଟ 1984 ରେ ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଉଛି ।ଆଉ ଯାହା କୁହା ଯାଉଛି କି ,କି ବର୍ଷା ପ୍ରିୟଦର୍ଶିନୀ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଫେମିଲି ଙ୍କ ସହିତ ସେ କଟକ ରେ ରହୁଥିବା ନେଲେ ଅନୁଭବ ମହାନ୍ତି ଙ୍କୁ ସେ ବିବାହ ମଧ୍ୟ କରିଥିଲେ ।
ବର୍ଷା ପ୍ରିୟଦର୍ଶିନୀ ଙ୍କର ଏଜୁକେଶନ –
ଯାହା କୁହାଯାଉଛି କି ବର୍ଷା ପ୍ରିୟଦର୍ଶିକି କଟକ ରେ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ ଆଉ ସାଇଲାବାଲ ମହିଳା କଲେଜ ରେ ମଧ୍ୟ ତାଙ୍କର ଶିକ୍ଷା କରିଥିଲେ ।ଯାହା କୁହାଯାଉଛି କିଓଡ଼ିଆ ସହିତ ଅନେକ ବଙ୍ଗଳା ଫିଲ୍ମ ରେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି । ଆଉ ଯାହା କୁହାଯାଉଛି କି
2001 ମସିହା ରେ ବର୍ଷା ପ୍ରଥମେ ଅଭିନୟ ଜଗତରେ ପାଦ ଦେଇଥିଲେ । ଆଉ ତାହା ପରେ ଅନେକ ଓଡ଼ିଆ ଫ୍ଲିମ ରେ କମ କରି ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି ବର୍ଷା ପ୍ରିୟ ଦର୍ଶିନୀ । ତେବେ ଏହା ଥିଲା ଓଡ଼ିଆ ଏକ୍ଟର ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟରେ ସମସ୍ତ କଥା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।