ଭାଇରାଲ ଭିଡିଓ Viral ଭିଡ଼ିଓ – ଜ଼ମାଟୋ ( ZOMATO ) ବୟ ଙ୍କୁ ଘରକୁ ଡାକି ଯୁବତୀ କଲେ ଏମିତି….ଭିଡ଼ିଓ ନିଆଁ ଭଳି ହେଉଛି VIRAL ……ଦେଖନ୍ତୁ Viral ଭିଡ଼ିଓ ଟିକୁ…

ଆମେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକି ବେଳେ ବେଳେ ଏତେ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ କି ବିଶ୍ୱାସ ମଧ୍ୟ କରି ହୁଏ ନାହିଁ | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ପିଲା ମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ ଯାହାକି ସେମାନେ ହିଁ ପାଠ ପଢ଼ି ଦେଶ ର ଭବିଷ୍ୟତ କୁ ଉଜ୍ଜଳ କରିବେ | ସେମାନେ ପାଠ ଆହରଣ କରିବା ପାଇଁ ସ୍କୁଲ କଲେଜ ଆଦି ଯାଇଥାନ୍ତି ଆଉ ସେଠି ମନ ଦେଇ ପାଠ ପଢିଥାନ୍ତି |

କିନ୍ତୁ ଆଜିକାଲି ଯୁଗରେ ପାଠ କମ ପ୍ରେମ ଅଧିକ ଦେଖିବା ପାଇଁ ମିଳୁଛି, ସ୍କୁଲ କୁ ଆଉ କଲେଜ କୁ ପିଲା ପାଠ ପଢିବା ପାଇଁ ଯାଉଛନ୍ତି ସତ କିନ୍ତୁ ଅଧିକାଂଶ ପିଲା ପାଠ ପଢିବା ବାହାନ ରେ ଅନ୍ୟ ଦୁଷ୍ଟାମୀ କାର୍ଯ୍ୟ ଯେତେ ସବୁ କରିବା ପାଇଁ ଯାଉଛନ୍ତି |

ଆଜିକାଲି ପ୍ରାୟ ପିଲା ନିଜର ହିତାହିତ ଜ୍ଞାନ କୁ ହଜାଇ ବସୁଛନ୍ତି ଯାହାକି ପାଠ ପଢିବା ବୟସ ରେ ପ୍ରେମ କରୁଛନ୍ତି ଆଉ ପ୍ରେମ କରି ଏଭଳି କିଛି କାର୍ଯ୍ୟ କରୁଛନ୍ତି ଯାହାକି ଖୁବ ନିନ୍ଦନୀୟ ଅଟେ |

ତେବେ ପ୍ରାୟ ସମୟରେ ଏଭଳି କିଛି ଖବର ନିହାତି ଭାବରେ ଭାଇରାଲ ହୋଇ ଥାଏ ଯାହାକି ଏବେ ମଧ୍ୟ ଏକ ଖବର ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଠି ଦେଖିବା ପାଇଁ ମିଳିଛି କି ଉଭୟ ଯୁବକ ଓ ଯୁବତୀ କିପରି ଲୁଚି ଲୁଚି ପ୍ରେମ କରୁଛନ୍ତି, ତେବେ ଆସନ୍ତୁ ପୁରା ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |ଏହା ହେଉଛି ଏକ ଜମାଟ ବୟ ର ଭିଡ଼ିଓ ଯାହାକି ଆପଣ ଜାଣି ଥିବେ କି ଜମାଟ ବୟ ମାନେ ଲୋକ ମାନଙ୍କୁ ଖାଇବା ଯୋଗାଇ ଥାଆନ୍ତି | ଆପଣ ଦେଖି ଥିବେ କି ଅନେକ ସମୟରେ ହଷ୍ଟେଲ ଓ ମେସ ରେ ରହିଥିବା ପିଲା ମାନେ ଖାଇବା ଅର୍ଡର କରିଥାନ୍ତି ଆଉ ଯାହାକି ଏହି ଜମାଟ ବୟ ମାନେ ତାଙ୍କ ରୁମ ରେ ନେଇ ଖାଇବା ପହଞ୍ଚାଇ ଦେଇ ଥାଆନ୍ତି |

କିନ୍ତୁ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ଜମାଟ ବୟ ଖାଇବା ଅର୍ଡର ଦେବା ପାଇଁ ଆସି ନାହାଁନ୍ତି ବରଂ ଖାଇବା ଦେବା ବାହାନା ରେ ଏକ ଯୁବତୀ ଙ୍କୁ ପ୍ରେମ କରିବା ପାଇଁ ଆସିଛନ୍ତି |


ଭିଡ଼ିଓ ରେ ସ୍ପଷ୍ଟ ଦେଖିବାକୁ ମିଳିଛି କି ଏକ ଜମାଟ ବୟ ଏକ ମେସ କୁ ଆସୁଛନ୍ତି ଆଉ ଏକ ଯୁବତୀ ଜଣଙ୍କ ସେହି ରୁମ ଭିତରୁ ବାହାରି ଜମାଟ ବୟ ଙ୍କୁ ମଧ୍ୟ ରୁମ ଭିତରକୁ ଟାଣି ନେଉଛନ୍ତି |

ଏହାପରେ ସେହି ରୁମ ଭିତରେ କିଛି ସମୟ ଉଭୟ ରହିବା ପରେ ଦୁଇ ଜଣ ବାହାରକୁ ଆସି ଥିଲେ ଆଉ ଜମାଟ ବୟ କୁ ବିଦା କଲା ବେଳେ ଯୁବତୀ ତାଙ୍କୁ ଏକ କିସ୍ସ ମଧ୍ୟ ଦେଇ ଥିଲେ | ଏହି ସବୁ ଦୃଶ୍ୟ ସିସି ଟିଭି ରେ ରେକର୍ଡ ହୋଇ ଯାଇଛି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ