Braking News – ସ୍ତ୍ରୀକୁ କହିଲା ଗୋପାଳ ମୁଁ ମାରିଛି ଆକୁ ତୁ ମାରିବୁ ତାକୁ ଓ କାହିଁକି ଏମିତି କହିଲା ଗୋପାଳ ? ଦେଖନ୍ତୁ ଭିଡ଼ିଓ…
ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାର ର ଖବର ଭାଇରାଲ ହେବାରେ ଲାଗୁଛି ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇ ଥାଏ | ତେବେ ବର୍ତ୍ତମାନ ସମୟରେ ଗୋଟିଏ ଖବର ଖୁବ ଚର୍ଚ୍ଚା ର ବିଷୟ ପାଲଟି ଥିଲା ଯାହାକି ଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି | ଏହାପରେ ପରେ ଗୋପାଳ ଦାସଙ୍କୁ ଜେଲ ହୋଇ ଥିଲା ଆଉ ଅନେକ ଦିନ ଧରି ତଦନ୍ତ ପରେ ହିଁ ଜଣା ପଡିଥିଲା କି ନିଜ ବ୍ୟକ୍ତିଗତ ମାମଲା ପାଇଁ ସେ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରିଛନ୍ତି |
ତେବେ ଏହା ବି କିନ୍ତୁ ସତ ଯେ ଗୋପାଳ ର ବ୍ରେନ ପାଖରେ କମ୍ପୁଟର ମଧ୍ୟରେ ହାର ମାନି ଯାଇଛି କାରଣ ଯେତେ ଚେଷ୍ଟା କଲେ ମଧ୍ୟ ହତ୍ୟା ପଛରେ ପ୍ରକୃତ ରହସ୍ୟ କଣ ରହିଛି ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ପାରିନାହିଁ |
ତେବେ ବର୍ତ୍ତମାନ ସମୟରେ ଗୋପାଳ ଙ୍କୁ ନେଇ ପୁଣି ଏକ ଖବର ସାମ୍ନା କୁ ଆସିଛି | ତେବେ ଜେଲ ମଧ୍ୟରେ ଥିବା ମଧ୍ୟରେ ସେ ତାଙ୍କର ବଡ଼ ଭାଇ ଙ୍କ ସହ ଦୁଇ ଥର ଦେଖା କରି କଥା ହୋଇଛନ୍ତି ଏବଂ ଯାହା ସୂଚନା ରହିଛି କି ସେ ତାଙ୍କର ସ୍ତ୍ରୀ ସହ ଫୋନ ରେ ବି କଥା ହେଉଛନ୍ତି | ତେବେ ସେ ଫୋନ ରେ ସ୍ତ୍ରୀ ସହ ଏହିପରି କିଛି କଥା ହୋଇଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ସେ କହିଛନ୍ତି କି, ମୁଁ ୟାକୁ ମାରିଚି ତୁ ତାକୁ ମାରିବୁ |
ମୋ ପିଲା ଓ ପରିବାର କୁ କେହି ହଇରାଣ କରୁଛନ୍ତି କି, ଯଦି କେହି ହଇରାଣ କରୁଥିବେ ତେବେ ମୋତେ କହିବୁ ଗୋପାଳ ର ବଳ କଣ ତାହା ତାଙ୍କୁ ଦେଖାଇ ଦେବ ଏବଂ ମୋ ପିଲା ଙ୍କ ପାଠ ପଢ଼ାରେ ଯେପରି କିଛି ସମସ୍ୟା ନହୁଏ | ତେବେ ଏଭଳି କିଛି କଥା ଏବେ ଗୋପାଳ ତାଙ୍କ ସ୍ତ୍ରୀ ଙ୍କୁ ଫୋନ ରେ କହୁଛନ୍ତି ଯାହାକି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି କି ଜେଲ ରେ ରହି ଗୋପାଳ ତାଙ୍କ ସ୍ତ୍ରୀ କୁ କାହାକୁ ମାରିବା କଥା କହୁ ଥିଲେ |
ଏହା ସହିତ ଗୋପାଳ ଏକ ହତ୍ୟା କରି ଜେଲ ରେ ଅଛନ୍ତି କିନ୍ତୁ ତାଙ୍କ ମନରେ ଅନୁତାପ ନାହିଁ ବେସ ଖୁସିରେ ସେ ଅଛନ୍ତି | ତେବେ ଏହି ଖବର ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |