ଶୀତ ଦିନେ ସ୍କିନ ଶୁଖି ଯିବା ସହିତ ଫାଟି ଯାଇଥାଏ, ଶୀତ ଦିନେ Dry Skin ର ଘରୋଇ ଉପଚାର କରନ୍ତୁ ୧୦୦% ଗ୍ୟାରେଣ୍ଟି
ଶୀତ ଦିନେ ସ୍କିନ ଶୁଖି ଯିବା ସହିତ ଫାଟି ଯାଇଥାଏ । ଆଜି ଆମେ ଏହାର ଘରୋଇ ଉପଚାର ବିଷୟ ରେ ଜାଣିବା । ଏହା ସହିତ ଏହାର କାରଣ ଓ ଲକ୍ଷଣ ବିଷୟ ରେ ମଧ୍ୟ ଆଲୋଚନା କରିବା ।ତେବେ ଆସନ୍ତୁ ଜାଣିବା। ଶୀତ ଦିନେ ବାୟୁମଣ୍ଡଳ ଶୁଷ୍କ ରହିଥାଏ ଓ ସେହି ହିସାବ ରେ ଆମକୁ ସେତିକି ମାତ୍ରା ରେ ପାଣି ପିଇବାକୁ ପଡ଼ିଥାଏ ।
କିନ୍ତୁ ଆମେ ସେତିକି ମାତ୍ରା ରେ ପାଣି ପି ନଥାଉ ଯାହା ଫଳରେ ଆମର ଡ୍ରାଏ ସ୍କିନ ହୋଇଥାଏ। ଶୀତ ଦିନେ ଥଣ୍ଡା ଅଧିକ ପଡୁ ଥିବାରୁ ଆମେ ପାଣି କମ୍ ସେବନ କରୁ ତେଣୁ ଆମ ର ଡ୍ରାଏ ସ୍କିନ ହୋଇଥାଏ।
ଏହା ସହିତ ଯଦି ଆପଣ ଶୀତ ଦିନେ ଅଧିକ ମାତ୍ରା ରେ ଆମିଷ ଖାଇଥାନ୍ତି ପନିପରିବା ତୁଳନା ରେ ଏହା ଦ୍ଵାରା ମଧ୍ୟ ଡ୍ରାଏ ସ୍କିନ ହୋଇଥାଏ । କାରଣ ପନିପରିବା ରେ ଅଧିକ ମାତ୍ରା ରେ ପାଣି ବା ଜଳୀୟ ଅଂଶ ରହିଥାଏ । ଏହା ସହିତ ଯଦି ଆପଣ କୌଣସି ରୋଗ ରେ ଆକ୍ରାନ୍ତ ହୋଇ ଥାଆନ୍ତି ଓ ଏଥିପାଇଁ ଆପଣ ମେଡ଼ିସିନ୍ ଖାଉ ଥାଆନ୍ତି ତେବେ ମଧ୍ୟ ଆପଣଙ୍କ ସ୍କିନ ଡ୍ରାଏ ହୋଇଥାଏ ।
ତେବେ ଅଧିକାଂଶ ଲୋକ ମାନଙ୍କ ର ଶୀତ ଋତୁ ରେ ଡ୍ରାଏ ସ୍କିନ ହୋଇଥାଏ ଓ ଯାହା ଫଳରେ ତାଙ୍କ ସ୍କିନ ଫାଟି ଥାଏ ଓ ବେଳେ ବେଳେ ସେଥିରୁ ରକ୍ତ ସ୍ରାବ ମଧ୍ୟ ହୋଇଥାଏ । କିଛି ଲୋକ ମାନଙ୍କୁ ଏହି କାରଣ ରୁ ଜ୍ଵର ବା ଥଣ୍ଡା କାଶ ହୋଇଥାଏ।ତେବେ ଏହା ଥିଲା କିଛି ଲକ୍ଷଣ ଏବେ ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ବିଷୟ ରେ ।
ତେବେ ଏହାର ସ୍ଥାୟୀ ଉପଚାର ପାଇଁ ଆପଣ ନିଜର ଦୈନିକ ଜୀବନ ଓ ଖାଦ୍ୟପେୟ ଅଭ୍ୟାସ କୁ ଠିକ୍ ରଖିବେ ବା ନିୟନ୍ତ୍ରଣ ରଖିବେ। ଏହା ଦ୍ବାରା ଆପଣ ଙ୍କ ର ଏହି ସମସ୍ୟା ଦୂର ହେବ । ତେବେ ଏହି ଡ୍ରାଏ ସ୍କିନ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତିଦିନ ଗୋଟିଏ ଗ୍ରାମ ର ଚୂନ ଖାଆନ୍ତୁ।
ଚୂନ ଖାଇବା ଦ୍ବାରା 70 ରୁ ଅଧିକ ରୋଗ ଭଲ ହୋଇଥାଏ ତେବେ ଆପଣ ଯେଉଁ ଚୂନ ପାନ ରେ ବ୍ୟବହାର କରନ୍ତି ସେହି ଚୂନ ର ସେବନ ପ୍ରତିଦିନ କରନ୍ତୁ । ଏହି ଚୁନ ର ସେବନ ଆପଣ କେମିତି ବି କରି ପାରିବେ ଯେମିତି କି ପାଣି ରେ ମିଶାଇ କିମ୍ୱା ତରକାରୀ ମିଶାଇ ।
ଦିତୀୟ ରେ କିଛି ଘରୋଇ ସାମଗ୍ରୀ ମାଧ୍ୟମ ରେ ଏକ ତେଲ ପ୍ରସ୍ତୁତ କରନ୍ତୁ ।ଏହି ତେଲ ଟି ନଡ଼ିଆ ତେଲ , ଗୋଟିଏ ଚାମଚ୍ ମହୁ ଓ ଗୋଟିଏ ଚାମଚ୍ କମଳା ଲେମ୍ବୁ ରସ ମିଶାଇ ଏହି ତେଲ ପ୍ରସ୍ତୁତ କରନ୍ତୁ। ଏହି ତେଲ କୁ ଶୋଇବା ପୁର୍ବରୁ କିମ୍ବା ଗାଧୋଇବା ପୂର୍ବରୁ ଦେହରେ ଲଗାନ୍ତୁ । କାରଣ ଅନ୍ୟ ସମୟ ରେ ଲଗାଇବା ଦ୍ଵାରା ଧୂଳି କିମ୍ବା ଅନ୍ୟ ପାଟିକିଲ ଶରୀର ରେ ଲାଗିଥାଏ ଯାହା ଫଳରେ ଇଚିଙ୍ଗ ହୋଇଥାଏ ।
ତେଣୁ ଗାଧୋଇବା ପୂର୍ବରୁ କିମ୍ବା ଶୋଇବା ପୁର୍ବରୁ ଏହି ତେଲ ର ବ୍ୟବହାର କରନ୍ତୁ ଏହାକୁ ବ୍ୟବହାର କରିବା ଏକ ସୂତା କପଡା ଏହି ତେଲ ରେ ବୁଡାଇ ଦେହ ସାରା ସେହି କପଡା ରେ ପୋଛନ୍ତୁ। ତେବେ ଏହା ଥିଲା କିଛି ଘରୋଇ ଉପଚାର ଡ୍ରାଏ ସ୍କିନ ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।