ସ୍ତ୍ରୀ କଲା ସ୍ବାମୀ ଆଗେ ରୋମାନ୍ସ Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ ।

ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ ।ତାହାଲେ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଯାତ୍ରା କୁ ନେଇକି ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାକୁ ଲାଗୁଛି । ଆଉ ଯାହା ଦେଖିବାକୁ ମିଳିଛି କି ଯାତ୍ରା ର ଏହି ମହା ମଞ୍ଚରେ ସ୍ତ୍ରୀ ସ୍ୱାମୀ ଆଗରେ ରୋମାନ୍ସ କରିବାକୁ ଲାଗିଛନ୍ତି ଇଷ୍ଟର୍ଣ୍ଣ ଅପେରା ରେ ମୁଖ୍ୟ ଭୂମିକା ରେ ଥିବା ହିରୋ ଆଉ ହିରୋଇନ ମାନେ ।

ଆଉ ତାଙ୍କର ଏହି ଭଳି ଯାତ୍ରା ର ମହା ମଞ୍ଚରେ ଅଭିନୟ କୁ ଦେଖି ସମସ୍ତ ଦର୍ଶକ ମାନେ ମଧ୍ୟ ତାଙ୍କ ଆଡକୁ ବେଶ ଆକୃଷ୍ଟ ହେବାକୁ ଲାଗିଛନ୍ତି । ତାହା ସହିତ ସମସ୍ତଙ୍କ ର ମନରେ ଏକ ସ୍ୱତନ୍ତ୍ର ଜାଗା ମଧ୍ୟ ବନେଇ ପାରିଛନ୍ତି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା ।

ତେବେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯେଉଁ ଥିରେ ଦେଖା ଯାଇଛି ଓଡ଼ିଆ ଯାତ୍ରା ଜଗତର ବେଶ ଜଣା ଶୁଣା ଚେହେରା । ଯାହାକୁ ଓଡିଶା ର ଦର୍ଶକ ମାନେ ବେଶ ଭଲ ପାଇବା ଦେବାର ଦେଖାଯାଏ ।

ତେବେ ଆମେ କହୁଛୁ ଓଡ଼ିଆ ଯାତ୍ରା ଜଗତ ର ନିଜର ଅଭିନୟ ଓ କଳା ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିଥିବା ଯାତ୍ରା ଜଗତର ଅଭିନେତା ରତି ଙ୍କ ବିଷୟରେ । ଯିଏ ନିଜର ଅଭିନୟ ମାଧ୍ୟମ ରେ ଦର୍ଶକଙ୍କ ମନକୁ ଜିତିଥାନ୍ତି । ତେବେ ଇଷ୍ଟର୍ଣ୍ଣ ଅପେରା ରେ ଅଭିନୀତ ତାଙ୍କର ଏକ ଯାତ୍ରାର ସିନ୍ ଭାଇରାଲ ହେବାରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ଆଉ ସେଥିରେ ଅଭିନେତ୍ରୀ ହେଉଛନ୍ତି ମିତୁନା। ଯେଉଁଥିରେ ଅଭିନେତ୍ରୀ ଜଣକ ବିବାହ କରିବା ପରେ କୌଣସି କାରଣ ବଶତଃ ସ୍ୱାମୀ କୁ ଛାଡି ଦେଇଛନ୍ତି। ଆଉ ସ୍ୱାମୀ ଆଉ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ଅନ୍ୟ ପଟେ ପ୍ରଥମ ସ୍ତ୍ରୀ ତାର ସ୍ୱାମୀ ଆଗରେ ଅନ୍ଯ ପୁରୁଷଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ତେବେ ଲୋକେ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।