ଦେଖନ୍ତୁ ଭିଡ଼ିଓ – ବିଚ ରାସ୍ତାରେ ପୋଲିସ ବାବୁ ଙ୍କ ରାସଲୀଳା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ….

ବାସ୍ତବିକ୍ ଭାବରେ କିଛି ଏମିତି ଅବିଶ୍ୱଶନୀୟ ଘଟଣା ବେଳେବେଳେ ଆମ ଚତୁର୍ପାର୍ଶରେ ଘଟିଯାଏ ଯାହା ଆମକୁ ଚକିତ କରିଥାଏ। କାରଣ ଏହାକୁ ସହଜରେ ବିଶ୍ୱାସ କରିବା ସମ୍ଭବ ନୁହଁ। ଏବଂ ଏହା ସମାଜର ଏକ ଏଭଳି ଦିଗକୁ ଇଙ୍ଗିତ କରିଥାଏ ଯାହା ମଣିଷକୁ ଏକ ଅପ୍ରୀତିକର ପରିସ୍ଥିତିକୁ ଏବଂ ଅସୁରକ୍ଷିତ ବାତାବରଣ ମଧ୍ୟକୁ ଠେଲି ଦେଇଥାଏ। ଯାହା ସଭ୍ୟ ଶିକ୍ଷିତ ସମାଜରେ ଗ୍ରହଣୀୟ ନୁହେଁ। କାରଣ ଆମେ ଜାଣିଛୁ ନିଜର ମାନବିକତା ଏବଂ ଉଦାରତା ବଳରେ ହିଁ ଆମେ ଜଣଙ୍କୁ ନିଜର ଅନୁଭବ ଦେଇଥାଉ। ମଣିଷ ହୋଇ ନିଜର ମାନସିକତା ସେହିଭଳି ଭାବରେ ପ୍ରଦର୍ଶନ କରିବା ନିହାତି ଆବଶ୍ୟକ ଯାହା ସମାଜକୁ ଏକ ସୁସ୍ଥ ଏବଂ ସୁନ୍ଦର୍ ବାତାବରଣ ଦେଇଥାଏ।

କିନ୍ତୁ ବେଳେବେଳେ ପ୍ରତ୍ୟେକ୍ଷ ରେ ହେଉ କିମ୍ବା ପରୋକ୍ଷରେ ଆମେ କିଛି ଏମିତି କାର୍ଯ୍ୟ ସଂସ୍ପର୍ଶରେ ଆସିଥାଉ ଯାହା ଆମକୁ ସୁଚେଇ ଦେଇଥାଏ ଯେ ପ୍ରକୃତରେ ଏହିଭଳି କିଛି ଘଟଣା କେତେ ପ୍ରଯୁଜ୍ୟ ଅଟେ ମଣିଷ ପକ୍ଷରେ। ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଆମ ସମାଜର ସୁରକ୍ଷା ପାଇଁ ନିୟୋଜିତ ଥିବା ସୁରକ୍ଷା କର୍ମୀ ବା ପୋଲିସ୍ ବାବୁ ଜଣଙ୍କ ବିଷୟରେ।

ଯିଏକି ତାଙ୍କର ନିଜର ମୌଳିକ ଧର୍ମକୁ ଭୁଲି ନିଜକୁ ଏକ ଭୁଲ୍ ମାର୍ଗରେ ପରିଚାଳିତ କରି କିପରି ଅପଦସ୍ତ ହେବା ସହିତ ଚାକିରି ରୁ ମଧ୍ୟ ବାହାରି ଯାଇଛନ୍ତି ଆପଣ ଜାଣିଛନ୍ତି ଲକ୍ ଡାଉନ୍ ସମୟରେ କିପରି ଭାବରେ ପୋଲିସ୍ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ଲୋକଙ୍କୁ ସଚେତନ କରାଇବାରେ।

ତେବେ କରନା ମହାମାରୀ ଭଳି ବିପଦ ସମୟରେ ସମସ୍ତେ ଘରେ ରହି ଏହି ଗୁରୁତର ସଂକ୍ରମଣ ବିରୋଧରେ ଲଡେଇ କରୁଥିବା ବେଳେ ପୋଲିସ କର୍ମଚାରୀ ମାନେ ସବୁବେଳେ ଲୋକେ ମାନଙ୍କ ସୁରକ୍ଷା ପାଇଁ ଦିନ ରାତି ନିଜର କର୍ତ୍ତବ୍ୟ ଜାରି ରଖିଥିଲେ। ସେମାନେ ଲୋକଙ୍କୁ ସେବା ଯୋଗାଇ ଦେଉଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଅନେକ ମହାନତା ପୂର୍ଣ୍ଣ କାମକରି ଲୋକ ଲୋଚନକୁ ମଧ୍ୟ ଆସିଥିଲେ ଏବଂ ପ୍ରଶଂସାର ପାତ୍ର ମଧ୍ୟ ହୋଇଥିଲେ।

ତେବେ ଏହି ସମୟରେ ଅନେକ କିଛି ଘଟଣା ଯାହା ପୋଲିସ୍ ସହିତ ଜଡିତ ତାହା ସଂସ୍ପର୍ଶରେ ଆପଣ ଅଳ୍ପ ବହୁତ୍ ଆସିଥିବେ। ସେହିପରି କିଛି ଦିନ ତଳେ ପେରୁ ରେ ଘଟିଥିଲା ଏମିତି ଏକ ଘଟଣା ଯେଉଁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ଏହି ଘଟଣାରେ ପୋଲିସ କର୍ମଚାରୀ ଜଣଙ୍କ କୋଭିଡ ନିୟମକୁ ଉଲ୍ଲଂଘନ କରିଥିବା ଜଣେ ଯୁବତୀଙ୍କୁ ନିୟମ ଭାଙ୍ଗିବା ନିମନ୍ତେ ଦଣ୍ଡ ଦେବା କିମ୍ବା ଫାଇନ ଆଦାୟ କରିବା ପରିବର୍ତ୍ତେ ତାଙ୍କ ସହ ଚୁମ୍ବନ କରିଥିଲେ।

ପ୍ରଥମେ ଯୁବତୀଙ୍କ ନିକଟକୁ ଯାଇ ଅଳ୍ପ ସମୟ ତାଙ୍କ ସହ କଥାବାର୍ତ୍ତା ହେବା ପରେ ତାଙ୍କ ସହ ଚୁମ୍ବନ କରିଥିଲେ।ଆଉ ଏହି ସମୟର ଦୃଶ୍ୟ ସେଠାରେ ଲାଗିଥିବା ସି ସି ଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା। ଆଉ ଭିଡିଓ ପରେ ସାମ୍ନାକୁ ଆସିବା ପରେ ଉକ୍ତ ପୋଲିସ୍ କର୍ମଚାରୀ ଜଣଙ୍କ ଚିହ୍ନଟ ହୋଇଥିଲେ ଏବଂ ତାଙ୍କୁ ଚାକିରି ରୁ ନିଲମ୍ବିତ କରା ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।