Traditional Tharu Sakhiya Nach… ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video
ଏକ ସୁନ୍ଦର୍ ମନୋରଞ୍ଜନ ପୂର୍ଣ୍ଣ ଡାନ୍ସ ର ଭିଡିଓ ବିଷୟରେ ଆଜି ଜାଣିବା । ଅନେକ ସମୟରେ ଆପଣ ଅନେକ ପ୍ରକାରର ଡାନ୍ସ ଭିଡିଓ ଗୁଡ଼ିକୁ ଦେଖିବାକୁ ପାଉଥିବେ। ତେବେ ସୋସିଆଲ ମିଡିଆରେ ଏହିପରି ଭାବରେ ଅନେକ ଯୁବପିଢି ତାଙ୍କର ଜବରଦସ୍ତ ଡାନ୍ସ ଭିଡିଓ ସବୁକୁ ଲୋକଙ୍କୁ ଦେଖାଇ ଆକର୍ଷିତ କରିଥାନ୍ତି। ଲୋକେ ସେମାନଙ୍କୁ ଦେଖିବାକୁ ମଧ୍ୟ ଭଲ ପାଆନ୍ତି ଏବଂ ଦେଖି ଖୁସି ହୁଅନ୍ତି। ସେସବୁ ଭିଡିଓ ବହୁତ୍ ଭାଇରାଲ ମଧ୍ୟ ହେବାରେ ଲାଗିଥାଏ। ତେବେ ଏହାକୁ ନେଇ ଅନେକ ପ୍ରକାର ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିଥିବେ। ଅନେକ ସମୟରେ କିଛି ଯୁବକ ଯୁବତୀଙ୍କ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।
ସେହିପରି ଏକ ସୁନ୍ଦର୍ ଆଉ କ୍ୟୁଟ ଡାନ୍ସ ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଯେଉଁଠି ଆପଣ ଦେଖିବାକୁ ପାଇବେ କିଛି ଆଦିବାସୀ ଯୁବତୀ ତାଙ୍କର ପାରମ୍ପରିକ ରୀତିରେ ସୁନ୍ଦର ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳିଛି। ସେମାନେ ମାଦଳ ବାଜୁଥିବା ତାଳେ ତାଳେ ଏକ ଗୀତରେ ସୁନ୍ଦର୍ ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି।
ତେବେ ସେମାନଙ୍କ ଡ୍ୟାନ୍ସର ଶୈଳୀ ଏତେ ସୁନ୍ଦର ଓ ନିଆରା ହୋଇଥିଲା ଆପଣ ଦେଖିଲେ ଆପଣ ମାନଙ୍କୁ ବହୁତ ଖୁସି ଲାଗିବ। ତେବେ ସେମାନେ ଏକ ଭିନ୍ନ ଜବରଦସ୍ତ ଅନ୍ଦାଜ୍ ରେ ଡ୍ୟାନ୍ସ କରୁଛନ୍ତି । ତେବେ ସେଠାରେ ନାଚୁଥିବା ଯୁବତୀ ମାନଙ୍କ ସହିତ ଅନ୍ୟ ସଦସ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ଦେଖୁଥିଲେ।
ସମସ୍ତେ ଏହି କାର୍ଯ୍ୟକ୍ରମକୁ ବେଶ୍ ଆନନ୍ଦ ଉତ୍ସାହର ସହିତ ଦେଖୁଛନ୍ତି। ଉକ୍ତ ଯୁବତୀ ମାନଙ୍କୁ ଏଭଳି ଡ୍ୟାନ୍ସ ଦେଖି ଦର୍ଶକ ମାନେ ବହୁତ ପ୍ରସଂଶା କରିଛନ୍ତି। ଗୀତର ତାଳେ ତାଳେ ସେମାନେ ଯେମିତି ନୃତ୍ୟ ପରିବେଷଣ କରୁଛନ୍ତି ତାହା ଦେଖିଲେ ଆପଣ ବି ଅବାକ୍ ହୋଇଯିବେ ଏବଂ ଖୁସି ମଧ୍ୟ ହେବେ।ଯାହା ଦେଖିବାକୁ ବହୁତ୍ ଆକର୍ଷଣୀୟ ଲାଗୁଛି।ବହୁତ୍ ସୁନ୍ଦର୍ ଭାବରେ ସେମାନେ ଦମଦାର ନୃତ୍ୟ ପରିବେଷଣ କରୁଛନ୍ତି। ଯାହାକୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ମାନେ ବେଶ୍ ଉପଭୋଗ କରୁଛନ୍ତି ଏବଂ ଖୁସି ହେଉଛନ୍ତି।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା କେଉଁ ସ୍ଥାନରେ ଏଭଳି ଡ୍ୟାନ୍ସ ଦେଖିବା ପାଇଁ ମିଳିଛି ତାହା ଏଠାରେ ସ୍ପଷ୍ଟ କରାଯାଇ ନାହିଁ। ଏଠାରେ ଏହି ଝିଅ ମାନଙ୍କର ଏହି ଡାନ୍ସ ର ପ୍ରତିଭାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ପ୍ରଶଂସା କରିବେ। ଏହି ଡାନ୍ସ କୁ ବହୁତ୍ ଲୋକେ ଦେଖି ପସନ୍ଦ କରୁଛନ୍ତି।
ଏହି ଭିଡିଓ କୁ ଏକ ୟୁ ଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରା ଯାଇଛି। ଏଭଳି ମଜାଦାର ଡାନ୍ସ ଭିଡିଓକୁ ଏବେ ସୁଦ୍ଧା ଅନେକ ଲୋକ ଦେଖି ସାରିଲେଣି।ଏତେ ସଂଖ୍ୟାରେ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଏହି ଭିଡିଓ ଟି ଦେଖିଲେ ଆପଣ ଜାଣି ପାରିବେ ଯେ ଏହି ଡାନ୍ସ କେତେ ମନୋରଂଜନ ପୂର୍ଣ୍ଣ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।