ଭାଇରାଲ ହେଉଛି ଏହି ପୋଲିସ ବାବୁଙ୍କ Singing ଭିଡିଓ …… ଶୁଣିଲେ ଅର୍ଜିତ୍ ଙ୍କୁ ଭୁଲିଯିବେ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ଡାନ୍ସ ଓ ଗୀତ ର କିଛି ମନଛୁଆ ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ତାହେଲେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆପଣ ମାନଙ୍କର ଇଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କ ସାମ୍ନା କୁ ଆସିଛି ସେଥିରେ ମଧ୍ୟ ସେହି ଭଳି ମନଛୁଆ ଗୀତ ଗାଉଥିବା ଜଣେ ପୋଲିସ କର୍ମଚାରୀ ଙ୍କୁ ଦେଖିବାକୁ ମିଳିଛି । ଆଉ ସେହି ପୋଲିସ କର୍ମଚାରୀ ଜଣକ ସିଙ୍ଗର ଅର୍ଜିତ୍ ସିଂ ଭଳି ଗାଇବାକୁ ଲାଗିଛନ୍ତି। ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା।

ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ଯୁଗ ଆଜି କାଲି ବହୁତ ଆଗକୁ ଯିବାକୁ ଲାଗିଲାଣି ।ଆଉ ଯେଉଁଠି କୁହାଯାଉଛି କି ସୋସିଆଲ ମିଡ଼ିଆ ଜରିଆରେ ଲୋକ ମାନେ ନିଜ ନିଜର ଟେଲେଣ୍ଟ କୁ ଲୋକ ମାନଙ୍କର ସାମ୍ନା କୁ ଆଣି ଲୋକ ମନାକଙ୍କର ପ୍ରସଂଶା ମଧ୍ୟ ସାଉଁଟିବାକୁ ଲାଗିଛନ୍ତି ।

ତାହା ଛଡା କୁହାଯାଉଛି କି ଆଜି କାଲି ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଆଜି କାଲି ଏକ୍ଟିଭ ରହୁଛନ୍ତି ।ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ପୋଲିସ କର୍ମଚାରୀ ଜଣକ ଖାକି ପୋଷାକ ପିନ୍ଧି ଗାଇବାକୁ ଲାଗିଛନ୍ତି ଏକ ମନଛୁଆଁ ଗୀତ ।ଆଉ ଯେଉଁଠି ରଜତ ରାଠୋର ନାମକ ପୋଲିସ କର୍ମଚାରୀ ଜଣଙ୍କ ଖାକି ପୋଷାକ ରେ ଅର୍ଜିତ ସିଂ ଙ୍କ ଗୀତ କୁ ଗାଇବା ପାଇଁ ଲାଗିଛନ୍ତି ବ୍ୟକ୍ତି ଜଣଙ୍କ ।

ଆଉ ଯେଉଁଠି କୁହାଯାଉଛି କି ବ୍ୟକ୍ତି ଜଣଙ୍କ ଦିଲ୍ଲୀ ପୋଲିସ ରେ କାର୍ଯ୍ୟ ରତ ଅଛନ୍ତି ଆଉ ଯୁବକ ଜଣଙ୍କ । ଆଉ ତାଙ୍କର କଣ୍ଠରେ ଦେଖିବାକୁ ମିଳିଛି ଯେମିତି ସରସ୍ବତୀ ସ୍ୱୟଂ ବିରାଜ ମାନ କରିଛନ୍ତି ବୋଲି । ଆଉ ଏହି ଭଳି ମନକୁ ଛୁଇଁ ନେଲା ଭଳି ଗୀତ କୁ ଆପଣ ମାନେ ମଧ୍ୟ ଶୁଣିଲେ ପ୍ରସଂଶା ନ କରି ରହି ପାରିବେ ନାହିଁ ।ତାହା ସହିତ କୁହାଯାଉଛି କି ଅର୍ଜିତ ସିଂ ଙ୍କ ଭଳି ବ୍ୟକ୍ତି ଜଣ ଙ୍କ ପ୍ରଫେସନାଲ ସିଙ୍ଗର ନୁହଁନ୍ତି କିନ୍ତୁ ଏଭଳି ଗୀତ ଗାଇବା ପାଇଁ ଲାଗିଛନ୍ତି ପୋଲିସ ବାବୁ ଜଣଙ୍କ ଯାହାକୁ ଆପଣ ମାନେ ଶୁଣିଲେ ବେଶ ଖୁସି ହୋଇଯିବେ ବୋଲି କୁହା ଯାଉଛି । ଆଉ ଏହି ଭଳି ଗୀତ ଗାଇବାର ପ୍ରତିଭା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି ।