Viral video – ମୋ ସ୍ୱାମୀ କହୁଛି ଶାନ୍ତନୁ ତା’ ପୁଅ, କିନ୍ତୁ ରାତିରେ ସେ ଟୋକା ମୋ ଉପରେ ଶୋଇ ସବୁ କରୁଛି… ଏନେଇ ମହିଳା ଜଣଙ୍କ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ …

ବିବାହ ଏକ ପବିତ୍ର ବନ୍ଧନ, ତେବେ ଯେତେବେଳେ ଜଣେ ଝିଅ ବିବାହ କରିଥାଏ ସେ ନିଜ ପରିବାରକୁ ଛାଡି ଏକ ଭିନ୍ନ ଦୁନିଆକୁ ଆସିଥାଏ। ।ତେବେ ସେତେବେଳେ ତାର ସବୁଠୁ ନିଜର ସେ ସ୍ୱାମୀକୁ କରିଥାଏ, ବିବାହ ପୂର୍ବରୁ ବହୁତ ଆଶା ଓ ଆକାଂକ୍ଷା ନେଇ ନୂଆ ଜୀବନ ଗଡ଼ିବା ପାଇଁ ସ୍ୱାମୀର ସବୁକିଚିକୁ ଆଦରି ନେଇ ଥାଏ ।କେବେ କିଛି ହେଲେ ବି ଆହା ପଡେ ବି ଖୀ ନଥାଏ, ହେଲେ ଆଜି ସେହି ସ୍ତ୍ରୀ ଆଜି ନିଜ ସ୍ୱାମୀ ପାଖରେ ହିଁ ସୁରକ୍ଷିତ ନୁହେଁ ।

ଯେଉଁ ସ୍ୱାମୀ ସ୍ତ୍ରୀ ପାଖକୁ ଆସୁଥିବା ପ୍ରତି ବିପଦକୁ ଆଜି ନିଜେ ସାମ୍ନା କରିଥାଏ ସେ ଯଦି ନିଜେ ରକ୍ଷକ ନହେଇ ଭକ୍ଷକ ସାଜେ ତାହେଲେ ସେହି ସ୍ତ୍ରୀ କୋଉଠି ନିଜକୁ ସୁରକ୍ଷିତ ମନେ କରିବ ।

ଯେତେବେଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେଇଥାନ୍ତି ତ ପରସ୍ପରକୁ 7 ଜନ୍ମ ପାଇଁ ସାଥି କରିଥାନ୍ତି ହେଲେ ଏହି ଗୋଟିଏ ଜନ୍ମରେ ତ ସ୍ତ୍ରୀ ନିଜ ସ୍ୱାମୀର କଷଣ ତଳେ ଚାପି ଯାଉଛି ।ତାହେଲେ ସତରେ କଣ ଏହା ହେଉଛି ସ୍ୱାମୀ ସ୍ତ୍ରୀ ବନ୍ଧନର ବାସବିକତା ।ଯେଉଁ ସମ୍ପର୍କ ଆମ ଦୁନିଆରେ ନୀତି ଦିନ ଯୋଡି ହେଉଛି ଯାହା ନାଁରେ ଯେତେ ଉତ୍ସବ ହେଉଛି ଆଉ ତା ଭିତରେ ଏହି କଲଙ୍କର ଦାଗ ରହିଛି ।

ତେବେ ଏତେ ଦବୁ କଥା କହିବାର ଅର୍ଥ ହେଉଛି ଆଜିର ଆମ ସମାଜରେ ଘଟୁଥିବା ଘଟଣା ।ଯାହାର ଭୟା ବହତା ଦିନକୁ ଦିନ ବଡିବାରେ ଲାଗିଛି ।ଜଣେ ଝିଅ ନିଜକୁ ଆଜି କୋଉଠି ବି ସୁରକ୍ଷିତ ମନେ କରୁ ନାହିଁ ।ତେବେ ଏବେ ଜାଣି ରଖନ୍ତୁ ଆଜିର ଏହି ଘଟଣା ଯାହା ଶୁଣିଲେ ଆପଣଙ୍କ ରୋମ ତାଙ୍କୁରି ଉଠିବ ।

ତେବେ ଘଟଣା ଅନୁଯାୟୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଅନ୍ୟ ପୁରୁଷ ସହିତ ଗୋଟିଏ ବେଡରେ ଶୋଇବା ପାଇଁ ଜୋର ଜବରଦସ୍ତ କରୁଥିବାରୁ ମହିଳା ଏ ସବୁ ସହ୍ୟ ନକରିପାରି ଥାନାର ଅଭିଯୋଗ କରିଛନ୍ତି ।ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ରାଗଖାଇପୁର ଗ୍ରାମର ପଣ୍ଡା ସାହିରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ରାଗଖାଇପୁର ଗ୍ରାମର ସରୋଜ ସୁନ୍ଦରଗଡ଼ ଜିଲ୍ଲାର ଶାନ୍ତନକୁ ନିଜର ପୁଅ ବୋଲି କହୁଥିଲା ଏବଂ ଶାନ୍ତନକୁ ଘରକୁ ଆଣି ସ୍ତ୍ରୀଙ୍କୁ କହୁଥିଲା ଶାନ୍ତନୁ ଙ୍କୁ ଖୁସି କରେଇବା ପାଇଁ | ତେବେ ରାତିରେ ଗୋଟିଏ ବେଡ଼ ଉପରେ ସୋରଜ ଓ ତାଙ୍କର ସ୍ତ୍ରୀ ଏବଂ ଶାନ୍ତନୁ ଏକାଠି ଶୋଉ ଥିଲେ | ଏହାପରେ ରାତିସାରା ଉଭୟ ସରୋଜ ଏବଂ ସାନ୍ତନୁ ଜଣେ ପରେ ଜଣେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ |

ଏହାଛଡ଼ା ତାଙ୍କର 5 ବର୍ଷର ଛୁଆଁ କଥା ନ ଭାବି ତାକୁ ଖଟ କୋଡ଼କୁ ଠେଲି ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ସୋରଜଙ୍କ ସ୍ତ୍ରୀ | ତାହା ସହିତ ସରୋଜଛାତ ଉପରେ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି ଶାନ୍ତନୁଙ୍କ ମାଙ୍କ ସହିତ ଏବଂ ଖରାପ ସମ୍ପର୍କ ରଖୁଥିବା ବେଳେ ଶାନ୍ତନୁଙ୍କୁ ତାଙ୍କୁ ଶୋଷଣ କରିବା ପାଇଁକି ଛାଡି ଦିଅନ୍ତି ବୋଲି କହିଛନ୍ତି । ତେବେ ଦୀର୍ଘ 3 ମାସ ଧରିକି ଏହିଭଳି କଷ୍ଟ ପାଇବା ପରେ ଆଉ ସହି ନ ପାରି ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସରୋଜଙ୍କ ସ୍ତ୍ରୀ । ଯେଉଁ ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।