Viral Audio Call – ତ ସହ ରାତିରେ ଶୋଇଛି ,ତ ମା ସହ ବି ଶୋଇବି ଭାଇରଲ ହେଲା ଯୁବକ ଓ ଯୁବତୀଙ୍କ ଅଶ୍ଳୀଳ କଥାବାର୍ତା ! ଦେଖନ୍ତୁ ଏହି Viral ଭିଡ଼ିଓ ଟିକୁ….

ଯଦି ଆମେ 30 ବର୍ଷ ପଛକୁ ଚାଲିଯିବା ତାହାଲେ ବର୍ତ୍ତମାନ ସମାଜ ପରି ନଥିଲା, ଜଣେ ଜଣଙ୍କ ପ୍ରତି ସନମାନ ମନଭାବ ଥିଲା। କିନ୍ତୁ ଯଦି ଆମେ ବର୍ତ୍ତମାନ କଥା ଦେଖିବା, ତେବେ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତି, ହତ୍ୟା, ମାଡ଼ପିଟ ଓ ଗଣ୍ଡଗୋଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଏହା ବ୍ୟତୀତ ବର୍ତ୍ତମାନ ସମାଜରେ ଏକ ବଡ଼ ସମସ୍ୟା ହେଉଛି, ପାରିବାରିକ ସମସ୍ୟା, ଯଦି ପରିବାର ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିବ, ତାହାଲେ ଅନ୍ୟ ପ୍ରତି କେଉଁଠୁ ସନମାନ ଆସିବ, ତେବେ ଏ ପ୍ରକାର ଘଟଣା ସମାଜରେ ଦେଖିବା ପାଇଁ ମିଳିଥାଏ।

 

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କକୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ।ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି।

ତେବେ ବନ୍ଧୁଗଣ ଏଭଳି କରିବା ଫଳରେ ଆରମ୍ଭ ହୋଇଯାଏ ସମ୍ପର୍କରେ ଫାଟ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ। ଅନେକ ଫୋଟୋ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ।


ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣାର ଅଶ୍ଳୀଳ ଅଡିଓ ରେକର୍ଡ ଯାହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି, ଯାହା ଆମେ ଆପଣମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ଘଟଣାଟି ହେଉଛି,ଜଣେ ସ୍ବାମୀ ଆଉ ସ୍ତ୍ରୀ ଉଭୟ ଙ୍କୁ ମଧ୍ୟରେ କୌଣସି କାରଣ ରୁ ଏହି ପରକୀୟା ପ୍ରୀତି ଉଠିଛି ।ଆଉ ଏହାର ଅଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆ ରେ ଭାଇରାଲ୍ ହେଉଛି ।ଏହି ଅଡିଓ କ୍ଲିପ ରେ ଶୁଣିବା କୁ ମିଳୁଛି କି ସ୍ତ୍ରୀ ଜଣକ ସ୍ବାମୀ ଙ୍କ ନାଁରେ ଆଉ ଜଣେ ଝିଅ ଙ୍କ ସହ ସମ୍ପର୍କ ରଖିଥିବା ର ଅଭିଯୋଗ ଆଣିଥିଲେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ;

 

ଘଟଣା ଅନୁସାରେ ବିବାହର ବର୍ଷେ ପରେ ମହିଳାଙ୍କ ଝିଅଟିଏ ଜନ୍ମ ହୋଇଥିଲା କିନ୍ତୁ ସ୍ତ୍ରୀର ମାନ୍ୟତା ଦେବାକୁ ଚାହୁଁନି ସ୍ଵାମୀ । କାରଣ ସ୍ଵାମୀ ଅନ୍ୟ ସ୍ତ୍ରୀ ସହ ବାହାରେ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳା । ତେଣୁ ଅସହ୍ୟ ହୋଇ ମହିଳା କମିଶନଙ୍କ ଦ୍ଵାରସ୍ଥ ହେବା ପରେ ଦୁହିଁଙ୍କ ସହ ମତିରେ ଡିଭୋର୍ସ ହୋଇଥିଲା ।
କିନ୍ତୁ ଝିଅଟିଏ ଥିବାରୁ ସ୍ତ୍ରୀଙ୍କୁ ଟଙ୍କା ସ୍ଵାମୀ ଦେବାର ଥିଲା । ହେଲେ ଏପର୍ଯ୍ୟନ୍ତ ଟଙ୍କା ଦେଇ ନାହାନ୍ତି, ଆଉ ଏବେ ଟଙ୍କା ଦେବେ ନାହିଁ ବୋଲି ମନା କରି ଦେଇଛନ୍ତି । ସେଥି ପାଇଁ ଏବେ ନ୍ୟାୟ ପାଇବା ପାଇଁ ମହିଳା ଜଣକ ଦାବି କରିଛନ୍ତି ।ଆଉ ଅନ୍ୟ ମହିଳାଙ୍କ ସଂପର୍କରେ ଅଛି ବୋଲି ସ୍ତ୍ରୀ ଯାଇକି ଥାନାରେ ଅଭିଯୋଗ କରିବାରୁ ସ୍ଵାମୀ ସ୍ତ୍ରୀଙ୍କୁ ମାରି ଦେବେ ବୋଲି ଧମକ ଦେବା ସହିତ ଝିଅର ମାଆ କହିଥିଲେ କି ତୁ ଯଦି ଥାନାକୁ ଯିବୁ ତୋତେ ତ ଝିଅକୁ ମୁ ମାରି ଦେବାକୁ ଧମକ ଦେଇଥିଲେ ।