ଦେଖନ୍ତୁ ଭିଡିଓ ! ଭାଇରାଲ ହେଲା ଏହି କୁନି ଝିଅର ପୁଚୁକି ଗାଲି ଗୀତ ! ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ …..ଗୀତଟି ଭଲ ଲାଗିଲେ ନିଶ୍ଚିତ ସେୟାର କରିବେ…..

ବନ୍ଧୁଗଣ ସିନେମା ପ୍ରାୟତଃ ଅଧିକାଂଶ ଲୋକଙ୍କ ପସନ୍ଦ। ଏହାର ବିଷୟବସ୍ତୁ ଅନେକାଂଶରେ ଆମ ସମାଜର ନିଚ୍ଛକ ବାସ୍ତବତା କୁ ପରି ଚିତ୍ରଣ କରିଥାଏ।ଆଉ ସିନେମା ରେ ଥିବା ସଙ୍ଗୀତ ଆହୁରି ଆମକୁ ମନୋରଞ୍ଜନ ର ସୁରାକ ଯୋଗାଇଥାଏ ଏବଂ ଆମକୁ ସେଥିରେ ବାନ୍ଧି ରଖିଥାଏ।ତେବେ ବନ୍ଧୁଗଣ ଆପଣ ମାନେ ଯଦି ନବେ ଦଶକର ଦର୍ଶକ ହୋଇଥିବେ ତେବେ ଆପଣ ମାନେ ପ୍ରାୟତଃ ସେ ସମୟର ଏଭର୍ ଗ୍ରୀନ ଗୀତ ମାନଙ୍କ ସଂସ୍ପର୍ଶରେ ଆସିଥିବେ।

ଯାହା ଆଜି ମଧ୍ୟ ତାର ଲୋକପ୍ରିୟତା ଏବଂ ସ୍ୱତନ୍ତ୍ରତା ବଜାୟ ରଖିଛି।ତେବେ ସେହି ସମୟରେ ଓଡ଼ିଆ ସିନେମା ର ପୁଚୁକି ଗାଲି ଗୀତ ଆପଣ ମାନେ ନିଶ୍ଚୟ ଶୁଣିଥିବେ।

ଏହା ଦର୍ଶକ ମାନଙ୍କ ମନକୁ ବେଶ୍ ଛୁଇଁଥିଲା।କିନ୍ତୁ ଏବେ ଆଉ ଓଡ଼ିଆ ସିନେମା ରେ ପୂର୍ବ ଭଳି ଗୀତ ଶୁଣିବାକୁ ମିଳୁନାହିଁ। ସେଥିପାଇଁ ଓଡ଼ିଆ ସିନେମା ଦର୍ଶକ ମାନେ ହିନ୍ଦୀ ଗୀତ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏବଂ ହିନ୍ଦୀ ଗୀତ ର ତାଳେ ତାଳେ ନିଜକୁ ଝୁମେଇ ନେଉଛନ୍ତି।ତେବେ ଏବେ ଏକ କୁନି ଝିଅର ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ।

ସୋସିଆଲ ମିଡିଆରେ ଏବେ ଏହି କୁନି ଝିଅର ବେଶ୍ ଚର୍ଚ୍ଚା ରହିଛି। କାରଣ ସେ କୁନି ଝିଅଟି ପୂଚୁକି ଗାଲୀ ଗୀତକୁ ଗାଇ ଏହାକୁ ଜୀବନ୍ତ କରିବା ସହ ମନେ ପକାଇ ଦେଇଛନ୍ତି। ଆପଣ ଦେଖନ୍ତୁ କିଭଳି ଭାବରେ ସେ ଏହି ଗୀତକୁ ଗାନ କରୁଛନ୍ତି। କୁନି ଝିଅଟି ମୁହଁରେ ତାର ଏହି ସ୍ୱର ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ଏହା ଶ୍ରୁତି ମଧୁର ମଧ୍ୟ ହୋଇଛି। ଯାହାକୁ ଦେଖି ଏବଂ ଶୁଣି ବାସ୍ତବରେ ଏକ ଅଜଣା ଖୁସି ସୃଷ୍ଟି ହେଉଛି ମନ ଭିତରେ।

ତେବେ ଆପଣ ଥରେ ଦେଖନ୍ତୁ କିପରି ଭାବରେ ଏହି କୁନି ଝିଅଟି ଏହି ଗୀତକୁ ବୋଲିଛନ୍ତି, ପୁଚୁକି ଗାଲୀ ଫେଶନ ବାଲି, ଚାଲି ତ ବମ୍ବେ ଦିଲ୍ଲୀ, ମୋ ବୋପା ଲୋ.., ଏହିଭଳି ପଦ ପରେ ପଦ ତାଙ୍କ କ୍ଷୀଣ ସ୍ଵରରେ ଗାଇ ଚାଲିଛନ୍ତି।ତେବେ ଆପଣ ମାନଙ୍କୁ କହି ରଖୁଛୁ କି ଏହି ଗୀତଟି ନବେ ଦଶକର ଓଡ଼ିଆ ଫିଲ୍ମ୍ ର ଗୀତ, ଯେଉଁଥିରେ ଅଭିନୟ କରିଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଜଣେ ଲୋକପ୍ରିୟ ଅଭିନେତ୍ରୀ।

ସେହି ସମୟର ପ୍ରତ୍ୟେକ ଟି ଗୀତ ଦର୍ଶକ ମାନଙ୍କ ମନକୁ ଛୁଇଁଲା ଭଳି ହେଉଥିଲା। ଏକ ସୁନ୍ଦର ଶବ୍ଦ ସଂଯୋଜନା ମଧ୍ୟରେ ଏହାକୁ ପ୍ରସ୍ତୁତ କରା ଯାଉଥିଲା। ଯାହା ଶ୍ରୁତି ମଧୁର ହେବା ସହିତ ମନୋରଞ୍ଜନ ଧର୍ମୀ ମଧ୍ୟ ହେଉଥିଲା।ତେବେ ଏବେ ଏହି କୁନି ପିଲାର ଭିଡିଓ ବହୁତ ମାତ୍ରାରେ ସୋସିଆଲ ମିଡିଆରେ ସେୟାର ହେବା ସହିତ ଲାଇକ ମଧ୍ୟ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।