ଭାଇରାଲ Audio Call : ତମ ଛାତି size କେତେ ? ଆଜି ଘରକୁ ରାତିରେ ଆସ ମୁଁ ତମକୁ ମାର୍କ ୧୦୦ % ଦେବୀ,ଛାତ୍ରୀଙ୍କ ଅଶ୍ଳୀଳ କଥାବାର୍ତ୍ତା ହେଲା ରସିକିଆ ସାର …ଶୁଣନ୍ତୁ audio call….
ବର୍ତ୍ତମାନ ଆଜିକାଲି ବିଭିନ୍ନ ପ୍ରକାରର ଅନଲାଇନ ଟେକ୍ନୋଲୋଜି ବାହାରିଲାଣି, ଯାହା ଫଳରେ କି ଏହା ମାଧ୍ୟମରେ ସବୁ କିଛି ସମ୍ଭବ ହୋଇ ପାରୁଛି। ଏହି ଟେକ୍ନୋଲୋଜି ଦ୍ୱାରା କିଛି ଲୋକ ମାନେ ଖୁବ କମ ସମୟ ଭିତରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଉଛନ୍ତି। କିନ୍ତୁ ଏସବୁର ସୁଵିଧା ସ୍ୱତେ ମଧ୍ୟ ସମାଜରେ ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଏହି ଟେକ୍ନୋଲୋଜିର ଫାଇଦା ଉଠାଇ ଏହାର ଦୁର୍ବ୍ୟବହାର କରି ଥାଆନ୍ତି ଓ ଅନ୍ୟ ମାନଙ୍କୁ ହଇରାଣ ହରକତ କରି ଥାଆନ୍ତି। ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ।
ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ ଏହା କେଉଁ ପ୍ରକାର ନୈତିକତା ପୂର୍ଣ୍ଣ କାର୍ଯ୍ୟ କଲାପ ଆମ ସଭ୍ୟ ଶିକ୍ଷିତ ସମାଜର।
ବେଳେବେଳେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ତେବେ କେବଳ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ସେମାନଙ୍କୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।
ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି।ତେବେ ଏଭଳି ଅପରାଧୀ ବା ନର ରୂପୀ ରାକ୍ଷସ ମାନଙ୍କ ପାଇଁ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।
ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।ଏବେ ନିକଟରେ ଏକ ଘଟଣା ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ପ୍ରସାରିତ ହେଉଛି ଏବଂ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଦେଖିବାକୁ ମିଳିଛି କିଛି ଅପ୍ରୀତିକର ଘଟଣା।ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଏକ ଅଡ଼ିଓ କୋଲ ରେ କଥା ହେଉଥିବାର ଭିଡ଼ିଓ ଟି |
ତେବେ ଭିଡ଼ିଓରେ ମହିଳା ଜଣଙ୍କ ଏଭଳି ଭାବରେ କଥା ହେଉଛନ୍ତି ସାର୍ ଙ୍କ ସହିତ ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ମଧ୍ୟ ବୁଲେଇଯିବ । ଭାଇରାଲ ହେଉଥିବା ଅଡ଼ିଓଟିରେ ଦେଖିବାକୁ ମିଳିଛି ମହିଳା ଜଣଙ୍କ ପାଖକୁ ସାର୍ ଜଣଙ୍କ ଫୋନ କରିଛନ୍ତି | ଆଉ ମହିଳା ଜଣଙ୍କ ବିବାହିତା ହେଲେ ମଧ୍ୟ ସ୍ୱାମୀ ଥାଉ ଥାଉ ଅନ୍ୟ ଯୁବକଙ୍କ ସହିତ ଖରାପ କଥା ବାର୍ତ୍ତା କହିବାକୁ ଲାଗିଛନ୍ତି ।
ଆଉ ଭାଇରାଲ ହେଉଥିବା ଅଡ଼ିଓ ଟିରେ ସାର୍ ଜଣକ ତାଙ୍କୁ କେବେ ଡାକୁଛନ୍ତି ତାଙ୍କ ଘରକୁ କରିବା ପାଇଁ ବୋଲି ପଚାରି ବାରୁ ସାର୍ ଜଣଙ୍କୁ ଏବେ ଆସିବା ପାଇଁ କହିଛନ୍ତି | ଯେହେତୁ ରାତି ହୋଇ ଯାଇଛି ତେଣୁ ସେ ଯାଇ ପାରିବେ ନାହିଁ ବୋଲି କହିବାରୁ ସେ କହିଛନ୍ତି କି ଦିନରେ ଗଲେ ଲୋକ ମାନେ ଦେଖିବେ ତେଣୁ ରାତିରେ ଗଲେ କେହିବି ଦେଖି ପାରିବେ ନାହିଁ ।ଏହିଭଳି ଖରାପ ମିନିଙ୍ଗରେ କଥାବାର୍ତ୍ତା ହେଉଥିବାର ଅଡ଼ିଓଟି ଶୁଣିବାକୁ ମିଳିଛି , ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।