ଭିଡିଓ କୁ ମହିଳାମାନେ ନିଶ୍ଚୟ ଦେଖନ୍ତୁ ସିସିଟିଭି ରେ ରେକର୍ଡ ହୋଇଥିବା ଦୃଶ୍ୟ ଅନ୍ୟମାନଙ୍କ ପାଇଁ ସେୟାର କରନ୍ତୁ
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଧ୍ୟାନ ସହକାରେ ନିଶ୍ଚିତ ରୂପରେ ଦେଖିବା ଦରକାର କାରଣ ହୁଏତ ଏପରି କିଛି ଘଟଣା ଆପଣ ମାନଙ୍କ ସହ ଘଟିଥିବ କି ଯଦି ଆପଣଙ୍କୁ କେହି କେବେ କିଛି ପଚାରୁଛି ତେବେ ଆପଣ ଟିକେ ସତର୍କ ରହିବା ଦରକାର ।ଆପଣ ମାନେ ତ ଜାଣନ୍ତି କି ଆମ ଦେଶରେ ପ୍ରତ୍ୟେକ ଲୋକମାନେ ବହୁତ ଭାବଗ୍ରାହୀ ଅର୍ଥାତ କୌଣସି ବ୍ୟକ୍ତିଙ୍କ ସହିତ ସେମାନେ ବହୁତ ସହଜରେ ମିଶିଯାଆନ୍ତି ।
ବିଶେଷ କରି ମହିଳା ମାନଙ୍କ କଥା ଯଦି କହିବା ତେବେ ସେମାନେ ବହୁତ ସହଜରେ ହିଁ ଜଣେ ବ୍ୟକ୍ତିକୁ ଅପଣାର କରିବାର କ୍ଷମତା ରଖିଥାନ୍ତି । ଏହା ସହିତ କୌଣସି ବ୍ୟକ୍ତି ତାଙ୍କ ସହିତ କଥା ହେଲେ ସେମାନେ ତାହା ସହ କଥା ହେବାରେ କୌଣସି ପ୍ରକାର ଦ୍ୱନ୍ଦ ରଖନ୍ତି ନାହିଁ । ମାତ୍ର ଏଥିରୁ ସେମାନେ ନିଜକୁ ଟିକେ ଦୂରେଇ ରଖିବା ଦରକାର , କାରଣ ବେଳେବେଳେ ଏହି ପ୍ରକାର କଥା ସେମାନଙ୍କ ପାଇଁ ବହୁତ ବଡ ସମସ୍ୟା ହୋଇପାରେ ।
ଆମ ମାନଙ୍କ ସାମ୍ନାରେ ଏବେ ଏପରି କିଛି କଥା ସାମ୍ନାକୁ ଆସିଛି , ଯାହା ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ୟ୍ୟ ହୋଇଯିବେ । ସୂଚନା ଅନୁ,ସାରେ ଜମେ ବୃଦ୍ଧ ମହିଳା ଜଣ ରାସ୍ତାରେ ଫୋନରେ କାହା ସହ କଥା ହୋଇ ଯାଉଥିଲେ ସେହି ସମୟରେ ସ୍କୁଟିରେ ଯାଉଥିବା ଏକ ବ୍ୟକ୍ତି ତାଙ୍କ ପାଖରେ ଯାଇକରି ଗାଡି କୁ ଅଟକାଇଥିଲା ଏହା ପରେ ସେହି ମହିଳାଙ୍କୁ ଗୋଟିଏ ଠିକଣା ବିଷୟରେ ପଚାରିଥିଲା ।
ତେବେ ମହିଳା ଜଣକ ଯେତେବେଳେ ସେହି ବ୍ୟକ୍ତିକୁ ତାର ଠିକଣା ବାବଦରେ କହୁଥିଲେ ବ୍ୟକ୍ତି ଜଣକ ସେହି ସମୟରେ ମହିଳାଙ୍କର ବେକରେ ଥିବା ସୁନାଚେନଟିକୁ ଚୋରି କରିନେଇଥିଲା ଏବଂ ପଷେଇଥିଲା ।
ବୃଦ୍ଧ ମହିଳା ଜଣକ ବହୁତ ଚେଷ୍ଟା କରିଥିଲେ ତାହାକୁ ଅଟକାଇବା ପାଇଁ ମାତ୍ର ସେହି ବ୍ୟକ୍ତିଟି ତାଙ୍କୁ ଧକ୍କା ମାରିଥିଲା ଏବଂ ମହିଲା ଜଣକ ତଳେ ପଡିଯାଇଥିଲେ ତାହା ପରେ ବ୍ୟକ୍ତିଟି ଚୋରି କରି ପଲେଇଥିଲା ।
ତେଣୁ କରି ଆପଣ ମାନେ ସର୍ବଦା ସାବଧାନ ରୁହନ୍ତୁ ଏବଂ ଆଗରୁ ଆସୁଥିବା ବିପଦକୁ ଟିକେ ଧ୍ୟାନ ସହକାରେ ନଜର ରନ୍ତୁ । ଅର୍ଥାତ ଯେଉଁ ବ୍ୟକ୍ତିକୁ ଜାଣିନାହାନ୍ତି ତା ସହିତ ଦୂରରେ ରହିକରି କଥା ହୁଅନ୍ତୁ ନଚେତ କେତେବେଳେ ଯେ ଆପଣ ମାନଙ୍କ ସହତ କଣ ଘଟିବ ତାହା କେହି କହିପାରିବେ ନାହିଁ ।
ବିଶେଷ କରି ମହିଳା ମାନେ ତ ନିସ୍ଚିତ ରୂପରେ ସର୍ବଦା ସାବଧାନ ରହିବା ଦରକାର । କାରଣ ସେମାନେ ଅନ୍ୟ ଅଜଣା ବ୍ୟକ୍ତିଙ୍କ ସହିତ ବହୁତ ସହଜରେ କଥା ହୋଇଯାଆନ୍ତି ଏବଂ ଅନ୍ୟର ଶିକାର ମଧ୍ୟ ପାଲଟିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।