ହେ ଭଗବାନ ! ଉଥାପ୍ପା ପାଇଁ IPL ହେଲା କାଳ । ବଲ ରେ ଲାଳ ଲଗାଇ ଖେଳ ଖେଳିଲେ ଉଥାପ୍ପା, ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓ…..

ଏବେ ଜାଣି ଥିବେ ସମସ୍ତେ ଆମ ଦେଶର ଏବେ IPL ବା ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ଖେଳ ଚାଲିଛି I ଏହି IPL ଖେଳ ରେ ବହୁତ ରାଜ୍ୟ ରୁ ଖେଳାଳି ମାନେ ଆସି ଥାନ୍ତି ଏହି ଖେଳ କୁ l ଏହି ଖେଳାଳି ମାନଙ୍କ ମଧ୍ୟରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଭାରତ ର ଏହି ଦୁଇ ଦିନ ଭିତରେ ରାଜସ୍ଥାନ ଓ କୋଲକାତା ମଧ୍ୟରେ ରେ IPL ଖେଳ ହୋଇ ଥିଲା l ଏଥିରେ କୋଲକାତା ସୁପର ଉଭର ଖେଳି ଏହି ମ୍ୟାଚ ରେ ଖେଳି ସେ ଜିତି ଥିଲେ l

ଏହି କ୍ରିକେଟ ଖେଳ ରେ ସିସିଆଇ କୋଭିଡ 19 ନିୟମ ଲାଗୁ କରି ଥିଲେ ଏହି 12 ତମ ଆଇପିଏଲ ଖେଳ ରେ l ଏହି ଖେଳ ରେ ଜଣେ ଖେଳାଳି ସମସ୍ତ ଙ୍କର ଆଗରେ କୋଭିଡ 19 ନିୟମ କୁ ଉଲ୍ଲଘଂନ କରି ଛନ୍ତି l ଏହା ଏବେ ସାରା ଦେଶ ରେ ସୋସିଆଲ ମେଡ଼ିଆ ରେ ଅଧିକ ମାତ୍ରାରେ ଭାଇରଲ ହେବା ରେ ଲାଗିଛି l

ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଥିଲେ। କୋଲକାତାର ବ୍ୟାଟିଂ ବେଳେ ରାଜସ୍ଥାନ ରୟାଲ୍ସର ରବିନ ଉଥାପ୍ପା ନିୟମକୁ ଉଲ୍ଲଙ୍ଘନ କରି ବଲ୍‌ରେ ଲାଳ ମାରିଥିବା ଭିଡିଓ ସାମ୍ନାକୁ ଆସିଛି।ଏହି ଖେଳ ରେ ସେ ରାଗି ଯାଇ ଏହି ଭଳି କରି ଛନ୍ତି ବୋଲି ଜଣା ପଡିଛି l

କୋଲକାତା ବ୍ୟାଟିଂ କରୁଥିବା ବେଳେ ତୃତୀୟ ଓଭର୍‌ର ୫ମ ବଲରେ ସୁନୀଲ ନାରିନ ବଲ ଉଚ୍ଚକୁ ମାରିଦେଇଥିଲେ। ଏହା ଏକ କ୍ୟାଚ୍ ଥିଲେ ମଧ୍ୟ ଉଥାପ୍ପା ଧରି ପାରି ନଥିଲେ। ଏହାପରେ ସେ ବଲକୁ ଧରି ମଝି ପଡ଼ିଆରେ ଏହା ଉପରେ ଲାଳ ମାରିଥିବା ଦେଖିବାକୁ ମିଳିଥିଲା।

ସେ ଏହି ଖେଳ ରେ କୋଲକାତା ପାର୍ଟି କୁ ହରେଇ ବେ ବୋଲି ଭାବି ଥିଲେ କିନ୍ତୁ ସେ ଦଳ ର ଲୋକ ମାନେ ଏମିତି ଖେଳି ଲେ ରାଜସ୍ଥାନ ର ପାର୍ଟି କୁ ହରେଇ ଦେବା ଭଳି ଲାଗୁ ଥିଲା ତେଣୁ ସେ ରାଗ ରୁ ଏମିତି କରି ଛନ୍ତି ବୋଲି ଜଣା ପଡି ଛି l ଏହି ଭିଡ଼ିଓ ଏବେ ସୋସିଆଲ ମେଡ଼ିଆ ରେ ବହୁ ପରିମାଣ ରେ ଭାଇରଲ ହେବ ରେ ଲାଗିଛି l

ଏହି ଭଳି ନିୟମ ଉଲ୍ଲଘଂନ କଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଆଇପିଏଲ ରୁ ବା ଇଣ୍ଡିଆନ ପ୍ରିମିୟମ ଲିଗ ରୁ କୌଣସି ପ୍ରକାର ଅଭିଯୋଗ ଏ ପର୍ଯ୍ୟନ୍ତ ଆସି ନାହିଁ l ଏଥି ରେ ସିସିଆଇ କିଛି କହି ନାହାନ୍ତି l ଏହା ଏବେ ସୋସିଆଲ ମେଡ଼ିଆ ରେ ଭାଇରଲ ହୋଇଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।