ସାମ୍ନାକୁ ଆସିଲା GUJJAR FAMILY RESCUE ଛାତିଥରା ଭିଡ଼ିଓ… ଭିଡ଼ିଓ ଦେଖିଲେ ଆପଣ ବି ସେଲ୍ୟୁଟ କରିବେ…c

ଆମେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ଦେଖିବାକୁ ପାଇଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ବେଳେ ବେଳେ ନିଜର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟି ଯାଇଥାଏ!

ଯାହା ଦ୍ୱାରା ବ୍ୟକ୍ତି ଙ୍କର ଜୀଵନ ମଧ୍ୟ ଚାଲି ଯାଏ | ତେବେ ଅନେକ ଦୁର୍ଘଟଣା ସାମ୍ନା କୁ ଆସିଥାଏ କିନ୍ତୁ କିଛି ଦୁର୍ଘଟଣା ଏତେ ଯେ ଭୟଙ୍କର ଥାଏ ଯାହାକୁ କଳ୍ପନା ମଧ୍ୟ କରି ହୁଏ ନାହିଁ |

ତେବେ ସବୁଠାରୁ ପ୍ରାକୃତିକ ବିପର୍ଯୟ ଭୟଙ୍କର ରହି ଥାଏ, ମନୁଷ୍ୟ ପାଖରେ ଯେତେ ବୁଦ୍ଧି ଜ୍ଞାନ କୌଶଳ ଥାଉ ନା କାହିଁକି କିନ୍ତୁ ପ୍ରାକୃତିକ ବିପର୍ଯୟ ସାମ୍ନାରେ ସେ କିଛି ହେଲେ କରି ପାରିବ ନାହିଁ ସବୁବେଳେ ତା ସାମ୍ନାରେ ମୁଣ୍ଡ ନୁଆଇଁବ |

ତେବେ ଅନେକ ସମୟରେ ଲୋକ ମାନଙ୍କୁ ବନ୍ୟା ବାତ୍ୟା ର ସାମ୍ନା କରିବା ପାଇଁ ପଡ଼ି ଥାଏ ଆଉ ବେଳେ ଣେ ଏହା ଏତେ ଭୟଙ୍କର ହୋଇ ଥାଏ କି ଯାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ | ସେଭଳି ଏକ ବନ୍ୟା କୁ ନେଇ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ଖୁବ ଭୟଙ୍କର ରହିଛି |

ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଚାରିଆଡେ ଯେମିତି ବନ୍ୟା ପାଣି ମାଡ଼ି ଆସୁଛି ଆଉ ମଣିଷ ଜୀବ ଜନ୍ତୁ ସମସ୍ତେ ନିଜ ଜୀଵନ କୁ ବଞ୍ଚାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି |

ସେହି ବନ୍ୟା ର ସୁଅ ଏତେ ପ୍ରଖର ରହି ଥିଲା କି ଯାହାକି ଏହି ବନ୍ୟା ର ସୁଅ ରେ ଯଦି ଗୋଟିଏ ମଣିଷ ପଡ଼ି ଯିବ ତେବେ ସେ ସେହି ସୁଅ ରେ କୁଆଡେ ଯେ ହଜି ଯିବ ତାର କୌଣସି ସନ୍ଧାନ ମିଳିବ ନାହିଁ ଏବଂ ସେଥିରେ ଜୀଵନ ଚାଲି ଯିବାର ମଧ୍ୟ ସମ୍ଭାବନା ରହିଛି |

ଏହା ସହିତ ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ବନ୍ୟା ର ସୁଅ ଚାଲି ଥିବା ସମୟରେ ଏକ ସ୍ୱାମୀ ଓ ସ୍ତ୍ରୀ ସେହି ବନ୍ୟା ପାଣିର ଏକ ଉଚ୍ଚ ସ୍ଥାନରେ ଠିଆ ହୋଇଛନ୍ତି | ଆଉ ନିଜ ଜୀଵନ କୁ କିପରି ବଞ୍ଚାଇବେ ତାହାର ବାଟ ଖୋଜୁଛନ୍ତି କିନ୍ତ ଚାରି ଆଡେ କେବଳ ବନ୍ୟା ର ପାଣି ମାଡ଼ି ଚାଲିଛି |

ତେବେ ଏହି ବନ୍ୟା ର ସୁଅ ରେ ଲୋକ ମାନେ କିପରି ଫସି ରହିଛନ୍ତି ତାହା ଏଠାରେ ଦେଖିବା ପାଇଁ ମିଳିଛି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଭୟଙ୍କର ଘଟଣା ଟି କେଉଁ ସ୍ଥାନର ତାହା ସଠିକ ଭାବେ ଜଣା ପଡ଼ି ନାହିଁ କିନ୍ତୁ ଏହି ଦୃଶ୍ୟ ଟିକୁ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।