ବାଃ ବାଃ ପୋଲିସ ଭାଈ ! ବ୍ୟାଗ୍ ଭର୍ତ୍ତି ଟଙ୍କା ପାଇଲେ ପୁଣି ଫୋନ୍ କରି ଫେରାଇ ଦେଲେ !ଦୟାକରି ପୋଲିସ ଭାଈଙ୍କର ଏହି ମହାନ୍ କାମ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

ସେ ହେଉଛନ୍ତି ଜଣେ ସାମାନ୍ୟ ହୋମଗାର୍ଡ ହେଲେ କାମ କରିଛନ୍ତି ମହାନ , ତେବେ ସେହି କାମଟି କରିଥିବାରୁ ବେଶ ଚର୍ଚ୍ଚାରେ ପ୍ରତାପ ଖଡୁଆଳ । ତେବେ କଥାଟି ହେଉଛି କି ସେହି ଦିନ ପ୍ରତାପଙ୍କର ରସୁଲଗଡରେ ଡିୟୁଟି ରହିଥିଲା ତେବେ ସେ ଡିୟୁଟି କରିବା ସମୟରେ ଏକ ବସ ସେଇ ପଟେ ପାସ କରି ବରମୁଣ୍ଡା କୁ ଯାଇଥିଲା । ସେହି ବସଟି ରସୁଲଗଡ ଛକରେ ଯେତେବେଳେ ଅଟକିଥିଲା ସେହି ସମୟରେ ସେହି ବସରୁ ଜଣେ ବ୍ୟକ୍ତି ବାହାରି କରି ଆସିଥିଲେ ଏବଂ ସେହି ପ୍ରତାପଙ୍କର ହାତରେ ଏକ ବ୍ୟାଗ ଦେଇକରି ଯାଇଥିଲେ ଏବଂ କହିଥିଲେ କି ଏହି ବ୍ୟାଗଟି ହଜିଯାଇଛି ତାପରେ ସେହି ବ୍ୟକ୍ତିଟି କୁଆଡେ ପଳେଇଗଲେ ।

ଅନ୍ୟପଟେ ପ୍ରତାପ ଯେତେବେଳେ ସେହି ବ୍ୟାଗ ଖୋଲିଲେ ତ ଦେଖିଲେ କି କିଛି ଟଙ୍କା ରହିଛି ଏବଂ ଆବଶ୍ୟକୀୟ ଡକୋମେଣ୍ଟ ମଧ୍ୟ ରହିଛି ଏହା ଦେଖିବା ପରେ ସେହି ବ୍ୟାଗରେ ରହିଥିବା ଫୋନ ନମ୍ବରରେ ସେ ସେହି ବ୍ୟକ୍ତିକୁ ଫୋନ କରିଥିଲେ ଏବଂ ବ୍ୟାକ୍ତି ଜଣକ ଠିକଣା ପଚାରିବାରୁ ମଧ୍ୟ କହିଥିଲେ କି ସେ ରସୁଲଗଡ ଛକରେ ଅଛନ୍ତି ସେହିଟାରୁ ଆସି ବ୍ୟାଗ ନେଇପାରିବେ ।

ସେ ହେଉଛନ୍ତି ଜଣେ ହୋମ ଗାର୍ଡ ବେତନ ଅନୁସାରେ କମ ଟଙ୍କା ପାଇଥାନ୍ତି ଏବଂ ସେହି ଟଙ୍କାରେ ସେ ନିଜର ପରିବାର ପେଟ ପୋଷିଥାନ୍ତି ତେବେ ଏପରି ଏତେ ଗୁଡାଏ ଟଙ୍କା ଦେଖି ତାହାକୁ ଲୋଭ ନକରି ମଧ୍ୟ ସେ ସେହି ଲୋକଙ୍କୁ ଫେରାଇଦେଲେ ।

 ଏହା ସହିତ ଏହା ମଧ୍ୟ କହିଥିଲେ କି ତାଙ୍କର ବାପା ମା ତାଙ୍କୁ ଶିକ୍ଷା ଦେଇଛନ୍ତି କି ପର ଟଙ୍କା ଉପରେ କେବବେି ଲୋଭ କରିବା ଠିକ ନୁହେଁ । ପ୍ରତାପ ଯେତେବେଳେ ସେହ ଲୋକଙ୍କୁ ତାଙ୍କର ଟଙ୍କା ଫେରାଇଥିଲେ ସେ ଲୋକେ ଟି ବହୁତ ଖୁସି ହୋଇଯାଇଥିଲେ ଏବଂ ଖୁସିରେ ତାଙ୍କ ଆଖିରୁ ଲୁହ ମଧ୍ୟ ବାହାରିଥିଲା ।

ଆପଣ ମାନେ ଭାବିପାରୁଥିବେ କି ଏବେକା ସମୟରେ ମଧ୍ୟ ଆମ ଦେଶରେ ମାନବିକତା ଭଳି ଗୋଟିଏ କଥା ଲୋକମାନଙ୍କ ମଧ୍ୟରେ ଲୁଚି ରହିଛି ତେବେ କିଛି ଏପରି ପ୍ରକୃତିର ଲୋକମାନେ ମଧ୍ୟ ରହିଛନ୍ତି କି ଯେଉଁମାନେ ଖରାପ କାମ କରିଥାନ୍ତି ମାତ୍ର ଦୁନିଆରେ ଭଲ ଏବଂ ମନ୍ଦ ଦୁଇଟି ପ୍ରକୃତିର ଲୋକମାନେ ରହିଛନ୍ତି ।

ତେଣୁ ଏହି ହୋମଗାର୍ଡଙ୍କର ଏପରି କାମ ଆଜି ଜଣେଇ ଦେଉଛି କି ସେ କେତେ ସର୍ଚ୍ଚୋଟ , ଏତେ ଟଙ୍କା ପାଖରେ ଦେଖି ମଧ୍ୟ ସେ କେବେବ ଲୋଭ କରିନଥିଲେ ବରଂ ନିଜର ପଇସା ନୁହେଁ ଅନ୍ୟ କାହାର ଟଙ୍କା ଭାବି ସେ ଠିକ ବ୍ୟକ୍ତି ପାଖରେ ସେହି ଟଙ୍କା କୁ ଫେରାଇ ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।