ଦେଖନ୍ତୁ shocking ଭିଡ଼ିଓ- ବିବାହିତା ମହିଳା ଙ୍କୁ ପ୍ରେମରେ ପ୍ରତାରଣା କରି ଫସିଲେ ଟୁଙ୍ଗୁରୁ.. ରୁଟି ସନ୍ତୁଳା ଖାଇ ଖାଇ ଜେଲ ଭିତରେ ବର୍ଷାକୁ ଝୁରୁଛି Tunguru Bhola

ଆପଣଙ୍କର ମନେଥିବ ଗତ କିଛି ମାସ ପୂର୍ବେ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଭୋଳଙ୍କ ପ୍ରେମ ମାମଲା ସାରା ଓଡିଶାରେ ଚର୍ଚ୍ଚାରେ ଥିଲା । ଅନେକ ଦିନ ପରେ ଏବେ ଟୁଙ୍ଗୁରୁ ଭୋଳ ପୁଣି ଲୋକ ଲୋଚନକୁ ଆସିଛି । ଏବେ ଟୁଙ୍ଗୁରୁ ଭୋଳ ଜେଲ ଯାଇଛି । ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛି ଟୁଙ୍ଗୁରୁ ଭୋଳ ଆଉ ଏବେ ଜେଲର ଚାରି କାନ୍ଥ ଭିତରେ ଟୁଙ୍ଗୁରୁ ରହିଛି ।

ଏବେ ତା ଆଖିରୁ ବାହାରୁଛି ପଶ୍ଚାତାପର ଲୁହ କାହିଁକି ବର୍ଷାକୁ ପ୍ରେମ କରୁଥିଲି ।ତା ଜୀବନରେ ସ୍ଵାମୀ ଥାଇ କି ମୁଁ ତା ସହ ସମ୍ପର୍କ ରଖିଲି । ବର୍ଷାର ଛୁଆ ଥାଇ ବି ମୁଁ ତା ସହ ରାତି କଟେଇଲି । ଏସବୁ ଭାବି ଭାବି ଏବେ ଟୁଙ୍ଗୁରୁ ଭୋଳ ଜେଲରେ କାନ୍ଦୁଛି ।

ତେବେ ଯାହା ସୂଚନା ମିଳୁଛି ରାତିରେ ଟୁଙ୍ଗୁରୁ ଖାଇଛନ୍ତି ରୁଟି ଆଉ ସନ୍ତୁଳା । ଏହି ଖାଦ୍ୟ ତାକୁ ଜେଲରେ ମିଳିଛି । ହଁ ଆଜ୍ଞା ଓଡିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଏବେ ବର୍ଷାଙ୍କ ପାଇଁ ଜେଲ ଯାଇଛି । ଆଉ ଜେଲରେ ରାତିରେ ସେ ଖାଇଛି ରୁଟି ଆଉ ସନ୍ତୁଳା ।ଦୁଷ୍କର୍ମ ଅଭିଯୋଗରେ ଭରତପୁର ଥାନା ପୋଲିସ ଟୁଙ୍ଗୁରୁକୁ ଗିରଫ କରିଛି ବର୍ଷାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଥାନାରେ ଏତଲା ହୋଇଥିଲା ।

ଯଦି ଦେଖିବା କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଏବଂ ବର୍ଷାଙ୍କ ପ୍ରେମ ସମ୍ପର୍କକୁ ନେଇ ଓଡିଶା ଉଠୁ ଥିଲା ପଡୁ ଥିଲା । ବର୍ଷା ଭରତପୁର ଥାନା ଆଗରେ ଆସି ଧାରଣା ଦେଇଥିଲେ । ସେ କହିଥିଲେ ଟୁଙ୍ଗୁରୁ ତାଙ୍କ ସହ ପ୍ରତାରଣା କରିଛି ।

ଅଟୋରେ ବସାଇ ପ୍ରେମ କରୁଥିଲା ଆଉ ଯେବେ ତାର ମନ ଭରି ଗଲା ସେବେ ବର୍ଷାଙ୍କୁ ସେ ଛାଡି ପଳାଇଲା । ଏବେ ମୁଁ ତାକୁ ବାହା ହେବି କହି ଥାନା ଆଗରେ ଧାରଣା ଦେଇ ଥିଲେ ବର୍ଷା । ତେବେ ବର୍ଷାଙ୍କ ଏଭଳି ଅଭିଯୋଗ ପରେ କ୍ୟାମେରା ଆଗକୁ ଆସିଥିଲା ଟୁଙ୍ଗୁରୁ ଭୋଳ ।

ଆଉ କହିଥିଲେ ବର୍ଷା ତାଙ୍କୁ ତାଙ୍କ ଘରେ କିଡନାପ କରି ରଖିଥିଲେ । ଆଉ ଏହାର କିଛି ଦିନ ପରେ ବର୍ଷା ଆଉ ଟୁଙ୍ଗୁରୁଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ଭିଡିଓ ଭାଇରାଲ ହୋଇଥିଲା ।ଯାହା ପରେ ବର୍ଷା ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଆଉ ଅଭିଯୋଗକୁ ଭିତ୍ତି କରି ପୋଲିସ ଟୁଙ୍ଗୁରୁକୁ ଗିରଫ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।