ଦେଖନ୍ତୁ ଭିଡ଼ିଓ – ଟ୍ରକ୍ ଭିତରେ ଗାଡ଼ି ଚଳାଉ ଥିବା ସମୟରେ ରୋମାନ୍ସ କରୁଥିଲେ ପ୍ରେମୀ ଯୁଗଳ, ଲୁଚି କରି ଭିଡ଼ିଓ ଭାଇରାଲ କଲେ ହେଲପର…

ପୁଣି ଭାଇରାଲ ହେଲା ପ୍ରେମିଯୁଗଳଙ୍କ ଆଉ ଏକ ଭିଡିଓ। ଆପଣ ମାନେ ଜାଣି ପାରୁଥିବେ ଅଧିକାଂଶ ଦିନ କିପରି ଭାବରେ ସୋସିଆଲ ମିଡିଆରେ ଅନେକ ପ୍ରେମୀ ଯୁଗଳ ମାନଙ୍କର ଭିଡିଓ ଭାଇରାଲ ହେଉ ଥିବାର ଦେଖିବାକୁ ମିଳୁଛି।ତାପରେ ବି ସଚେତନ ହେଉ ନାହାନ୍ତି କିଛି ଅମାନିଆ ଯୁବକ ଯୁବତୀ। ଏମାନେ କିପରି ଭାବରେ ନିଜ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ତାହା ସେସବୁ ଘଟଣାରୁ ସ୍ପଷ୍ଟ ହୋଇ ଯାଉଛି। ତେବେ ଏଠାରେ ଏକ ପ୍ରଶ୍ନ ଉଠେ ଯେ, ବର୍ତ୍ତମାନ ଅଧିକାଂଶ ଯୁବକ ଯୁବତୀ ପରସ୍ପରକୁ ଯେଉଁ ପ୍ରେମ କରି ବସୁଛନ୍ତି ତାର ବାସ୍ତବତା କଣ ଅଟେ ?

ପ୍ରକୃତରେ ତାହା ସେମାନଙ୍କ ପାଇଁ ଏକ ଶାରିରୀକ ଆକର୍ଷଣ ଏବଂ ଶାରିରୀକ ମିଳନ ର କେନ୍ଦ୍ରବିନ୍ଦୁ ଅଟେ। ନିଜକୁ ଅନୈତିକ ଭାବରେ ଉପଭୋଗ କରିବା ପାଇଁ ଏବଂ ଅନୁଭବ ପାଇବା ପାଇଁ ସେମାନେ ସେମାନେ ବିବାହ ପୂର୍ବରୁ ଏସବୁ ଅନୈତିକ କାର୍ଯ୍ୟ ଅନୈତିକ ଭାବରେ କରିବାକୁ ପଛାଉ ନାହାନ୍ତି। ଯାହାକୁ ନେଇ ସମାଜରେ ଦିନକୁ ଦିନ ଅନେକ ନିନ୍ଦନୀୟ ଘଟଣା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।

ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯାହାକୁ ଦେଖିଲେ ଆପଣ ସ୍ପଷ୍ଟ ହୋଇଯିବେ ଯେ ଏହି ଯୁବକ ଯୁବତୀ ଙ୍କୁ ଜବାନୀ ର ରଙ୍ଗ କିପରି ଘାରିଛି।

ତେବେ ଭାଇରାଲ ହୋଇଥିବା ଏହି ଭିଡିଓ ଟିରେ ଯୁବକ ଜଣଙ୍କ ଏକ ଭାରି ଯାନ ଚଳାଉ ଥିବା ବେଳେ ଯୁବତୀ ଜଣଙ୍କ ତାଙ୍କ ପାଖରେ ବସିଛନ୍ତି। ଆଉ ଗାଡ଼ି ଚଳାଇବା ସମୟରେ ହିଁ ସେମାନେ ରୋମାନ୍ସ କରୁ ଥିବାର ଦେଖିବାକୁ ମିଳିଛି। ସେମାନେ ଅଶ୍ଳୀଳ କାର୍ଯ୍ୟ କରୁଥିବାର କ୍ୟାମେରା ରେ ରେକର୍ଡ ହୋଇଛି। ସେମାନଙ୍କର ଏହି କାରନାମା କୁ କେହି ଜଣେ ରେକର୍ଡ କରିଥିବାର ଜଣା ପଡୁଛି। ଏହାକୁ ରେକର୍ଡ କରିବା ପରେ ସେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି।ତେବେ ଆଜିର ପ୍ରେମୀ ଯୁଗଳ ମାନେ ଏମିତି କିଛି ନିନ୍ଦନୀୟ କାର୍ଯ୍ୟ କରିବାକୁ କୌଣସି ସ୍ଥାନ କାଳ ପାତ୍ର କୁ ବିଚାର ନକରିବା ଦୁଃଖର ବିଷୟ।

ବେଳେବେଳେ ସେମାନେ ଏମିତି କିଛି ସ୍ଥାନକୁ ପ୍ରେମ ପାଇଁ ଉଚିତ୍ ସ୍ଥାନ ବୋଲି ଭାବି ନେଉଛନ୍ତି ତାହା କେତେ ସୁରକ୍ଷିତ ସେଥିପ୍ରତି ସେମାନେ ଆଦୌ ଦୃଷ୍ଟି ଦେଉ ନାହାନ୍ତି। ତେବେ କୁହା ଯାଇ ପାରେ ଯେ ପ୍ରେମର ବାସ୍ତବ ସଂଜ୍ଞା କୁ ଭୁଲି ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଏହିଭଳି କିଛି ପ୍ରେମୀ ଯୁଗଳ ଏକ ଖରାପ୍ ଆଖ୍ୟା ଦେବାରେ ଲାଗିଛନ୍ତି।ଆଉ ଏମାନଙ୍କ ଠାରୁ କଣ ଶିଖିବେ ଆଗାମୀ ଯୁବପିଢି।

ତେବେ ଏଭଳି କାର୍ଯ୍ୟ କରିବା ପୂର୍ବରୁ ନିଜର ପାରିପାର୍ଶ୍ବିକ ସ୍ଥିତି ଉପରେ ଧ୍ୟାନ ଦେବାକୁ ଆମର ଅନୁରୋଧ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।