Jyotisa Shastra – ତୃତୀୟ ମାଣବସା ଗୁରୁବାର ରେ ଏହି ୪ଟି ରାଶିରେ ମାଡ଼ି ଆସିବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁବେଳେ ସମସ୍ତ ଙ୍କର ରାଶି ଫଳ ସମାନ ଥାଏ l ତେଣୁ ଏହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅନୁସାରେ ସେମାନଙ୍କ ସମସ୍ତ କାର୍ଯ୍ୟ ସାଧନା ହୋଇ ଥାଏ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l

କିନ୍ତୁ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ଏହି ରାଶି ର ମହିଳା ମାନେ ସବୁବେଳେ ଖୁସି ରେ ରହି ଥାନ୍ତି l କିନ୍ତୁ ଏମିତି କିଛି ରାଶି ଗୁଡିକ କାଲି ପାଖରୁ ମହା ବିପଦ l

ବନ୍ଧୁ ଗଣ ଏହିପରି ଏକ ଶୁଭଦେବୀ ମାତା ଲକ୍ଷ୍ମୀ ଙ୍କର ର ଗତି ହୋଇଛି l ଏହି ଗତି ଆସନ୍ତା ବର୍ଷ ପାଖରୁ ପାଖରୁ ଅନେକ ବର୍ଷ ପର୍ଯ୍ୟନ୍ତ ପୁରା ବଦଳି ଯିବ l ଏହି ରାଶି ରେ ସମସ୍ତ ଦେବତା ମାନେ ସବୁବେଳେ ନିଜର ଶୁଭ ସମୟ ଅନୁସାରେ ହୋଇ ଚାଲିଥଏ l କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ l ତେବେ ଚାଲନ୍ତୁ ଜାଣିବା କଉଁ ରାଶି ଗୁଡ଼ିକ ମାତା ଲକ୍ଷ୍ମୀ ଙ୍କର କୁ ପ୍ରଭାବ ପଡିବ ଓ କେମିତି ପ୍ରଭାବ ପଡିବ l

1, ମିଥୁନ ରାଶି :- ଏହି ରାଶି ର ଲୋକ ମାନଙ୍କର ଲୋକ ପ୍ରିୟତା ହ୍ରାସ ହେବ l ଘରେ କଳହ ଲାଗି ରହିବ l ଧନ ହାନି ହେବା l ପାଇ ଥିବା ଧନ ର କ୍ଷୟ ହେବା l ପରିବାର ଜଞ୍ଜାଳ ଲାଗି ରହିବ l ଏହା ର ପ୍ରତି କାର ପାଇଁ ଗାଈ କୁ ସବୁଜ ଘାସ ଖାଇବା ପାଇଁ ଦେବ l

2, କର୍କଟ ରାଶି :-ଏହି ରାଶି ର ଲୋକ ମାନଙ୍କର ଅପମାନ ଯୋଗ ରହିଛି l ଶାରୀରିକ ପୀଡା ହେବ l ଅନେକ ପ୍ରକାର କ୍ଷତି ହେବ l ପ୍ରତିକାର ପାଇଁ ଗରିବ ଲୋକ ଙ୍କୁ ଧନ ଦାନ କରନ୍ତୁ l

3, ମୀନ ରାଶି :-ଏହି ରାଶି ର ଲୋକ ଙ୍କର ଧନ ହାନି ହେବ l ପରିବାର ବିଶୃଙ୍ଖଳା ହେବ l ରାସ୍ତା ରେ ଦୁର୍ଘଟଣା ହେବ l ପ୍ରତିକାର ପାଇଁ ମଙ୍ଗଳ ବାର ଦିନ ହନୁମାନ ଚାଳିଶା ପଢନ୍ତୁ l

4, ବିଛା ରାଶି :-ମାନସିକ ଚାପ ବଢିବ l ଶାରୀରିକ କଷ୍ଟ ହେବ l ପ୍ରତିକାର ପାଇଁ ଅସହାୟ ବ୍ୟକ୍ତି କୁ ସହାୟତା କାର l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।