ଟ୍ରାକ୍‌ରେ ଆସୁଥିଲା ଟ୍ରେନ୍‌ ! ହଠାତ୍‌ ପାହାଡ ଉପରୁ ଖସି ପଡ଼ିଲା ବିରାଟ ବିରାଟ ପାହାଡ ଖଣ୍ଡ, ଟ୍ରେନରେ ଥିଲେ ୨ ହଜାରରୁ ଅଧିକ ଯାତ୍ରୀ, ଆଉ ତା’ପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

ଆମ ସମାଜ ରେ ଯାହା ବି ଘଟି ଥାଏ ତାହା ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅବଗତ ହୋଇ ପାରି ଥାଉ, ଯାହା ଦ୍ୱାରା ଆମେ ଆମ ସତର୍କ ବା ସଚେତନ ହୋଇ ପାରି ଥାଉ | ଏଣୁ ସୋସିଆଲ ମିଡ଼ିଆ ଆଜି କାଲି ଯୁଗ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି | କିନ୍ତୁ ବେଳେ ବେଳେ ଏହା ଦ୍ୱାରା କିଛି ଏପରି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଭୟଙ୍କର ହେବା ସହିତ ଆଶ୍ଚର୍ଯ୍ୟ ଜନକ ମଧ୍ୟ ହୋଇ ଥାଏ | ଆମେ ଯେତେ ବେଳେ ଯାନ ଆଦି ଚଳାଉଛନ୍ତି ସେତେ ବେଳେ ଅନେକ ଦୁର୍ଘଟଣା ତ ନିହାତି ଭାବରେ ହେବ, କିନ୍ତୁ ଆଜି ଯେଉଁ ଦୁର୍ଘଟଣା ବିଷୟ ରେ କହିବୁ ତାହା କୌଣସି ଉଭୟ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ହୋଇ ନାହିଁ |

ଯଦି କୌଣସି ଅନ୍ୟମନସ୍କ ଯୋଗୁଁ ଦୁର୍ଘଟଣା ହୁଏ ତେବେ କାହାକୁ ଦୋଷ ଦେଇ ହୁଏ, କିନ୍ତୁ ଯଦି ପ୍ରାକୃତିକ ବିପର୍ଯୟ ଦ୍ୱାରା କୌଣସି ଦୁର୍ଘଟଣା ହୁଏ ତେବେ କାହାରିକୁ ମଧ୍ୟ ଦୋଷ ଦେଇ ହୁଏ ନାହିଁ ତାହା ଭାଗ୍ୟ ର ବିଧାନ ବୋଲି ଆମେ ମାନି ନେଇ ଥାଉ |

ତେବେ ସେଭଳି ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ନିହାତି ଭାବରେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇ ଯିବେ, ତେବେ ଆସନ୍ତୁ ଘଟଣା ଟି ଉପରେ ନଜର ପକାଇବା |


ତେବେ ଟ୍ରେନ ଲାଇନ ରେ ହିଁ ଏହି ଦୁର୍ଘଟଣା ଦେଖିବା ପାଇଁ ମିଳିଛି ଯାହା ବହୁତ ଭୟଙ୍କର ଥିଲା | ସୂଚନା ଅନୁଯାଇ ବେଙ୍ଗାଲୁର ରୁ ଆସୁ ଥିବା ଏକ୍ସପ୍ରେସ ଏକ ଟ୍ରାକ ରେ ଆସୁ ଥିବା ବେଳେ ନିକଟରେ ଥିବା ପାହାଡ଼ ରୁ ବଡ଼ ବଡ଼ ପଥର ଖଣ୍ଡ ଆସି ଟ୍ରାକ ରେ ପଡି ଥିଲା |

ଶୁକ୍ରବାର ରାତି ପ୍ରାୟ 3 ଟା 50 ରେ ଏହି ଦୁର୍ଘଟଣା ହୋଇଛି ବୋଲି ଜଣା ପଡିଛି | ଟ୍ରେନ ଟି ଯାଉ ଥିବା ବେଳେ ହଠାତ ପାହାଡ଼ ରୁ ପଥର ଖସିବା ଆରମ୍ଭ କରି ଥିଲା, ଏହା ପରେ ସେହି ପଥର ଗୁଡିକ ରେଲୁ୍ୱେ ଟ୍ରାକ ଉପରେ ପଡି ଥିଲା |

ତେବେ ଟ୍ରାକ ରେ ପଥର ପଡିବା ଯୋଗୁଁ ପ୍ରାୟ 5 ଟି ବଗି ଏହା ଦ୍ୱାରା ଲାଇନ ଚ୍ୟୁତ ହୋଇ ଥିଲା ଏବଂ ସେହି ବଗିରେ 2 ହଜାର ଅଧିକ ଯାତ୍ରୀ ଥିଲେ, ହେଲେ ସୂଚନା ଯୋଗ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଜଣା ପଡିଛି | ତେବେ ଡ୍ରାଇଭର ଙ୍କର ଉପସ୍ଥିତ ବୁଦ୍ଧି ଲଗାଇ ଟ୍ରେନ ଟିକୁ ଅଟକାଇ ଦେଇ ଥିଲେ ଫଳରେ ଏକ ବଡ଼ ଧରଣ ର ଅଘଟଣ ରୁ ବଞ୍ଚି ଯାଇ ଥିଲେ ଏବଂ ଡ୍ରାଇଭର ଙ୍କର ଏଭଳି କାର୍ଯ୍ୟ ଯୋଗୁଁ ହଜାର ହାଜର ଲୋକ ଙ୍କର ଜୀବନ ବଞ୍ଚି ଯାଇ ଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।