TOP 15 ଓଡ଼ିଆ ଫିଲ୍ମ ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି ଜାଣନ୍ତୁ
ଆପଣ ମାନେ ତ ସମସ୍ତେ ଓଡ଼ିଆ ଫିଲ୍ମ୍ ନିଶ୍ଚୟ ଦେଖୁ ଥିବେ । ତେବେ କଣ ଆପଣ ଜାଣିଛନ୍ତି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରୁଥିବା ହିରୋଇନ୍ ମାନଙ୍କ ରେ ଘର କେଉଁ ଠାରେ ଅଟେ । ଆଜି ଆମେ ଓଡ଼ିଆ ହିରୋଇନ୍ ମାନଙ୍କ ପ୍ରକୃତ ଘର କେଉଁଠି ସେହି ବିଷୟ ରେ ଜାଣିବା । ତେବେ ଆସନ୍ତୁ ଜାଣିବା।
ଭୂମିକା , ଭୂମିକା ଏକ ଚାଇଲଡ୍ ଅକ୍ଟ୍ରିଶ୍ ଭାବେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ଥିଲେ । ଏବେ ସେ ମୁଖ୍ୟ ନାୟିକା ଭାବେ ମଧ୍ୟ ଅନେକ ଫିଲ୍ମ୍ ରେ କାମ କରିଛନ୍ତି । ତେବେ ତାଙ୍କର ପ୍ରକୃତ ଘର ରାଉରକେଲା ରେ ଅଟେ ଓ ସେ ଏବେ ଭୁବନେଶ୍ୱର ରେ ରହି ପାଠ ପଢୁ ଅଛନ୍ତି ।
ପୁନମ୍ , ଅଭିନେତ୍ରୀ ପୁନମ୍ କୁ ଆପଣ ବହୁତ୍ ସାରା ଫିଲ୍ମ୍ ରେ ଅଭିନୟ କରୁଥିବା ର ଦେଖି ଥିବେ। ତେବେ ତାଙ୍କ ର ଘର ହେଉଛି ଭୁବନେଶ୍ୱର ରେ ।
ବର୍ଷା ପ୍ରିୟଦର୍ଶିନୀ , ବର୍ଷା ଙ୍କୁ ଆପଣ ବହୁତ୍ ଫିଲ୍ମ୍ ରେ ଜବରଦସ୍ତ ଆକ୍ତିଂ କରିବାର ଦେଖି ଥିବେ । ବର୍ଷା ବର୍ତ୍ତମାନ ଅନୁଭବ କୁ ବାହା ହୋଇ କଟକ ରେ ରହିଛନ୍ତି କିନ୍ତୁ ତାଙ୍କର ପ୍ରକୃତ ଘର ଭୁବନେଶ୍ୱର ଅଟେ ।
ଶିବାନୀ , ଶିବାନୀ ଙ୍କୁ ଆପଣ ଅନେକ ମୁଭି ରେ ଜବରଦସ୍ତ ଅଭିନୟ କରି ଥିବାର ଦେଖି ଥିବେ । ତେବେ ତାଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଧା ଅଟେ ।
ଅର୍ଚ୍ଚିତା , ଅର୍ଚ୍ଚିତା ଓଡ଼ିଆ ଫିଲ୍ମ୍ ର ବହୁତ୍ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଆପଣ ତାଙ୍କ ର ଅନେକ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖି ଥିବେ । ତେବେ ତାଙ୍କ ଘର ଭୁବନେଶ୍ୱର ଅଟେ ।
ଶୀତଲ , ଆପଣ ମାନେ ଶୀତଲ ଙ୍କୁ ବହୁତ୍ ଫିଲ୍ମ୍ ରେ ଅଭିନୟ କରିଥିବା ର ଦେଖି ଥିବେ । ତେବେ ତାଙ୍କ ର ପ୍ରକୃତ ଘର ହେଉଛି କଟକ ରେ ।
ରିୟା , ରୀୟ ଙ୍କୁ ଆପଣ ଅନେକ ଓଡ଼ିଆ ହିଟ୍ ଫିଲ୍ମ୍ ରେ ଅଭିନୟ କରିଥିବା ର ଦେଖି ଥିବେ । ତେବେ ତାଙ୍କ ର ପ୍ରକୃତ ଘର ହେଉଛି ବାଲେଶ୍ଵର ।
ଝିଲିକ୍ , ଝିକିକ୍ ଟାର୍ଗେଟ ଫିଲ୍ମ୍ ଜରିଆ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପ୍ରବେଶ କରି ଥିଲେ । ସେ ଜଣେ ବଙ୍ଗାଳୀ ଅଭିନେତ୍ରୀ ଓ ତାଙ୍କ ର ପ୍ରକୃତ ଘର କୋଲକାତା ଅଟେ ।
ଏଲିନା , ଏଲିନାଏକ ସୋ ମାଧ୍ୟମ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପ୍ରବେଶ କରି ଥିଲେ। ତେବେ ତାଙ୍କ ର ପ୍ରକୃତ ଘର ହେଉଛି ଭଦ୍ରକ ଜିଲ୍ଲା ରେ ।
ତମନା , ତମନା ଅନ୍ୟ ଅଭିନେତ୍ରୀ ଙ୍କ ପରି ଅନେକ ଫିଲ୍ମ୍ ରେ ଅଭିନୟ କରି ସାରିଲେଣି । ତାଙ୍କ ର ପ୍ରକୃତ ଘର ବରହ୍ମପୂର୍ ।
ପ୍ରକୃତି , ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜବରଦସ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ ନିଜ ର ଅାକ୍ତିଂ ର ଜଲ୍ଵା ବଲିଉଡ୍ ରେ ଦେଖାଇ ସାରିଲେଣି । ତାଙ୍କ ପ୍ରକୃତ ଘର ଖୋର୍ଦ୍ଧା ଜିଲ୍ଲା ରେ ।
ସୁପ୍ରିୟା , ସୁପ୍ରିୟା ଙ୍କୁ ବାବୁସାନ୍ ଙ୍କ ସହିତ ଅଭିନୟ କରିଥିବା ର ଆପଣ ମାନେ ଦେଖି ଥିବେ । ତେବେ ତାଙ୍କ ର ପ୍ରକୃତ ଘର ଗୁଜରାଟ ରେ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।