Tollywood news – ବିବାହ ବନ୍ଧନରେ ବାନ୍ଧିହେବେ ବହୁବଳୀ ଅନ୍ ସ୍କ୍ରିନ୍ Actor prabhas ,ଏହି ଝିଅକୁ କରିବାକୁ ଯାଉଛନ୍ତି ବିବାହ
ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।
ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। ତେବେ ଯଦି ଆମେ ଦେଖିବା ହିରୋ ହିରୋଇନ୍ ମାନେ ଅଧିକତର ନିଜ ପ୍ରେମ ସମ୍ପର୍କ ଓ ବିବାହ କୁ ନେଇ ଅଧିକ ଚର୍ଚ୍ଚା ରେ ଥାଆନ୍ତି କାରଣ ଏମାନେ କିଏ କେତେବେଳେ କାହାକୁ ଭଲ ପାଆନ୍ତି ।
ଏହି ବିଷୟ ରେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ବଡ଼ କଥା ଭାଇରାଲ ହେବାରେ ଲାଗିଛି ଯାହା ଜଣେ ପ୍ରସିଦ୍ଧ ଅଭିନେତା ଙ୍କ ବିବାହ କୁ ନେଇ । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଉଥ୍ ଫିଲ୍ମ ର ବିଖ୍ୟାତ ଅଭିନେତା ପ୍ରଭାସ ଯାହାକୁ ଆମେ ମାନେ ବାହୁବଳୀ ହିସାବରେ ଜାଣିଛନ୍ତି ।
ତେବେ ଏହି ସୁପର୍ ଷ୍ଟାର୍ ଙ୍କ ବିବାହ ବର୍ତ୍ତମାନ ଏକ ଚର୍ଚ୍ଚା ବିଷୟ ପାଲଟି ଯାଇଛି କାରଣ ଏହି ଅଭିନେତା ଜଣଙ୍କ ଏତେ ପ୍ରସିଦ୍ଧ ହୋଇ ମଧ୍ୟ ନିଜ ପସନ୍ଦ ରେ ନୁହଁ ବରଂ ବାପା ମା ପରିବାର ଲୋକ ମାନଙ୍କ ପସନ୍ଦ ରେ ଆରେଞ୍ଜ ମ୍ୟାରେଜ କରିବାକୁ ଯାଉଛନ୍ତି । ତେବେ ଆଜି କାଲି ସମସ୍ତେ ପ୍ରାୟତଃ ପ୍ରେମ ବିବାହ କରିବାକୁ ପସନ୍ଦ କରନ୍ତି ଆଉ ଯଦି ଆମେ ଫିଲ୍ମ୍ ଷ୍ଟାର୍ ମାନଙ୍କ ବିଷୟରେ କହିବା ତେବେ ସେମାନେ ଏହି ମାମଲା ରେ ଆଗ ଧାଡ଼ି ରେ ଥାଆନ୍ତି । କିନ୍ତୁ ପ୍ରଭାସ ଏତେ ହ୍ୟଣ୍ଡସମ୍ ଓ ଏତେ ପ୍ରସିଦ୍ଧ ହୋଇ ମଧ୍ୟ ସେ ନିଜ ପରିବାର ଲୋକ ମାନଙ୍କ ପସନ୍ଦ ରେ ବିବାହ କରିବାକୁ ଯାଉଛନ୍ତି ।
ତେବେ ଅନ୍ ସ୍କ୍ରିନ୍ ବାହୁବଳୀ ଅର୍ଥାତ୍ ପ୍ରଭାସ ଆମେରିକା ସ୍ତିତ ଏକ ସଫ୍ଟୱେୟାର କମ୍ପାନୀ ଫାଉଣ୍ଡରଙ୍କ ଝିଅ ଏନଆରଆଇ କୁ ବିବାହ କରିବାକୁ ଯାଉଛନ୍ତି ।ଆଉ ପ୍ରଭାସ ନିଜ ଆଗାମୀ ଫିଲ୍ମ୍ “ରାଧେ ଶ୍ୟାମ ” ର ରିଲିଜ୍ ପରେ ବିବାହ କରିବାକୁ ଯାଉଛନ୍ତି। ଆଉ ଏହି ବିବାହ ପାଇଁ ଦୁଇ ପରିବାର ଙ୍କ ମନ ମିଶି ସାରିଛି।ତେବେ ପ୍ରଭାସ ଙ୍କ ଠାରୁ ଏହି ବିଷୟ ରେ କିଛି ସୂଚନା ମିଳି ନାହିଁ ।
ସୁଚନା ଅନୁସାରେ ପ୍ରଭାସ ଙ୍କ ର ଆଗକୁ ତିନୋଟି ଫିଲ୍ମ୍ ‘ଆଦିପୁରୁଷ’, ‘ରାଧେ ଶ୍ୟାମ’ ଏବଂ ‘ସଲାର’ ଆସିବାକୁ ଯାଉଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।