ତୋ ଅଗଣାର ତୁଳସୀ ମୁଁ ରେ ଅଭିନୟ କରୁଥିବା ” କେଟି ” ଙ୍କ ପରିବାର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିହାତି ଭାବେ ମନିସା କୁ ଜାଣି ଥିବେ। ସେ ସାର୍ଥକ ରେ ପ୍ରସାରିତ ହେଉ ଥିବା ତୋ ଅଗଣା ରେ ତୁଳସୀ ମୁଁ ସିରିଏଲ ରେ କେଟି ଭାବେ ଅଭିନୟ କରୁ ଥିଲେ । ସେ ସେହି ସିରିଏଲ ବହୁତ୍ ଲୋକପ୍ରିୟ ମଧ୍ୟ ହୋଇ ଥିଲେ ଏହି ଧାରାବାହିକ ମାଧ୍ୟମ ରେ । ସେହି ଧାରାବାହିକ ଟି ସେହି ସମୟ ରେ ବହୁତ୍ ପପୁଲାର ହୋଇ ଥିଲା ।

ଏହା ସହିତ ତୋ ଅଗଣା ରେ ତୁଳସୀ ମୁଁ ସିରିଏଲ ସେହି ସମୟ ରେ ସାର୍ଥକ ର ବେଷ୍ଟ ସିରିଏଲ ଭାବେ ବିବେଚିତ ହୋଇ ଥିଲା । ସେହି ଧାରାବାହିକ ରେ କେଟୀ ଭାବେ ଅଭିନୟ କରି ଖୁବ୍ ଲୋକ ପ୍ରିୟ ହୋଇ ଥିଲେ ମନିସା ।

ଏହା ସହିତ ତାଙ୍କ ଅଭିନୟ ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରି ଥିଲେ । କିନ୍ତୁ ଏବେ ମନିସା ଆଉ କୌଣସି ସିରିଏଲ ରେ ନଜର ଆସୁ ନାହାନ୍ତି । ହଁ ଅବଶ୍ୟ ମଝିରେ କିଛି ମିୟୁଜିକ ଭିଡିଓ ରେ ସେ ନଜର ଆସିଥିଲେ ଯେଉଁ ଥିରେ ସେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଥିଲେ । କିନ୍ତୁ ବର୍ତ୍ତମାନ ସେ ନିଜର ପାଠ ପଢ଼ା ଚାଲୁ ରଖିଛନ୍ତି ।

ସେ ବର୍ତ୍ତମାନ ଭୁବନେଶ୍ୱର ରେ ରହୁଛନ୍ତି ଆଉ ସେଇଠି ପଢୁଛନ୍ତି । ତେବେ ସେ ଭବିଷ୍ୟତ ରେ ଅଭିନୟ କ୍ଷେତ୍ର ରେ ଆହୁରି କିଛି କରି ଦେଖାଇବେ ବୋଲି ଓ ପୁଣି ଥରେ ଅଭିନୟ ଲାଇନ୍ କୁ ଆସିବେ ବୋଲି ସେ ଏକ ଇନ୍ତର୍ଭିୟୁ ମାଧ୍ୟମ ରେ ନିଜର ଫ୍ୟାନ ମାନଙ୍କୁ ଜଣାଇ ଥିଲେ ।

ତେବେ ଆପଣ ମାନେ ଜାଣିଲେ ଖୁସି ହେବେ ଯେ ମନିଷା ଙ୍କ ର ଜିଷାର୍ଥକ ଟିଭି ରେ ଆଉ ଗୋଟିଏ ସିରିଏଲ ଭବିଷ୍ୟତ ରେ ଆସିବାକୁ ଯାଉଛି । ଏହି ଧାରାବାହିକ ରେ କେଟିି ବା ମନିଷା ଙ୍କୁ ଆପଣ ମୁଖ୍ୟ ନାୟିକା ଭାବେ ଦେଖିବାକୁ ପାଇବେ । ତେବେ ଏହି ଧାରାବାହିକ ରେ ସେ ବହୁତ୍ ଭଲ ଅଭିନୟ କରି ଲୋକ ମାନଙ୍କ ମନକୁ ଆହୁରି ଜୀତିବେ ଓ ଆହୁରି ମନୋରଞ୍ଜନ କରିବେ ବୋଲି ମନିଷା ଆଶା ବାନ୍ଧିଛନ୍ତି ।

କେଟି ସାର୍ଥକ ଟିଭି ରେ ପ୍ରସାରିତ ହେଉ ଥିବା ତୋ ଅଗଣା ରେ ତୁଳସୀ ମୁଁ ଧାରାବାହିକ ରେ ପ୍ରଥମ ଥର ପାଇଁ ନଜର ଆସି ଲୋକ ମାନଙ୍କ ମନକୁ ଖୁବ୍ ଜିଣି ଥିବା ବେଳେ ସେ ପୁଣି ଥରେ ଦ୍ଵିତୀୟ ଥର ପାଇଁ ଯିସାର୍ଥକ ରେ ନଜର ଆସି ଲୋକ ମାନଙ୍କ ହୃଦୟ କୁ ବେଶ୍ ଛୁଇଁବେ ଓ ତାଙ୍କୁ ଆହୁରି ଭଲ ପାଇବା ଲୋକ ଦେବେ ବୋଲି ସେ ଭାବିଛନ୍ତି ।

ତେବେ ବର୍ତ୍ତମାନ ସମସ୍ତେ କେଟିି ଙ୍କ ଧାରାବାହିକ କେବେ ଆସିବ ବୋଲି ଅପେକ୍ଷା କରିଛନ୍ତି ଆଉ ସେ ସେଥିରେ କେଉଁ ଭଳି ଭାବେ ଅଭିନୟ କରିବେ ବୋଲି ତାଙ୍କ ଫ୍ୟାନ ମାନେ ତାଙ୍କ ଧାରାବାହିକ କୁ ଅପେକ୍ଷା କରିଛନ୍ତି । ତେବେ ଆପଣ ମାନଙ୍କୁ କେଟି ଙ୍କ ଅଭିନୟ କିପରି ଲାଗେ ଆମକୁ ନିଶ୍ଚୟ କମେଣ୍ଟ ମାଧ୍ୟମ ରେ ମତାମତ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।