ଠିଆ ହୋଇ ( ପାଣି ) ପିଇଲେ ଶରୀରରେ ହୋଇଥାଏ ଏହି ଭୟଙ୍କର କ୍ଷତି ଶୀଘ୍ର ଦେଖନ୍ତୁ…

ଜଳ ହିଁ ଜୀବନ l ଜଳ ବହୁଳେ ସୃଷ୍ଟି ନାଶ l ଜଳ ବିହୁନେ ସୃଷ୍ଟି ନାଶ l ଆମ ଜୀବନରେ ଜଳର ବହୁତ ଉପକାରିତା ଅଛି l ଜୀବନ ବଞ୍ଚାଇବା ପାଇଁ ଜଳ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ l ଏହି ଜଳକୁ କିପରି ଭାବେ ପିଇଲେ, କଣ ସବୁ ହୁଏ, ଆସନ୍ତୁ ଜାଣିବା ଓ ଠିଆ ହୋଇ ପାଣି ପିଇଲେ କଣ ହୁଏ ଜାଣିବା l

1. ଜଳ ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ l ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ l ସଠିକ ପରିମାଣରେ ପାଣି ପିଇଲେ, ଆମେ ଅନେକ ରୋଗ ଦାଉରୁ ରକ୍ଷା ପାଇପାରିବା l ପାଣି ଆମ ଶରୀରକୁ ଠିକ ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ, କିନ୍ତୁ ଆପଣମାନେ କଣ ଜାଣିଛନ୍ତି, ଆମ ମାନଙ୍କୁ କେମିତି ପାଣି ପିଇବା ଦରକାର l ବୋଧ ହୁଏ ବହୁତ କମ ଲୋକ ଜାଣିଛନ୍ତି l ଯେ କେଉଁ ଭଳି ଭାବରେ ପାଣି ପିଇଲେ କଣ ହୁଏ ଓ ପାଣି କେମିତି ପିଇବା ଦରକାର l

2. ଅନେକ ଲୋକଙ୍କୁ ଠିଆ ହୋଇ ପାଣି ପିଇବାର ଦେଖିଛନ୍ତି, କିନ୍ତୁ ଠିଆ ହୋଇ ପାଣି ପିଇବା ଦ୍ୱାରା ଆମ ଶରୀର ଉପରେ ବହୁତ କୁପ୍ରଭାବ ପକାଇଥାଏ l ଆସନ୍ତୁ ଜଣିବା କଣ ସବୁ ଅସୁବିଧା ହୋଇଥାଏ l ଠିଆ ହୋଇ ପାଣି ପିଇଲେ, ଆମ ପାଚନ ତନ୍ତ୍ର ପାଇଁ କ୍ଷତି କାରକ ହୋଇଥାଏ ।

ଯେତେବେଳେ ଆମେ ଠିଆ ହୋଇ ପାଣି ପିଇଥାନ୍ତି, ସେତେବେଳେ ଏହା ବହୁତ ସହଜରେ ଇଣ୍ଟେନଷ୍ଟାଇନକୁ ଯାଇ ପେଟର କାନ୍ଥରେ ପଡିଥାଏ l ଏଥି ଦ୍ୱାରା ପେଟର ସାଇଡ଼କୁ ଓ ତାହାର ପାଖ ପାଖି ଅଙ୍ଗକୁ ପାଖକୁ ପଠାଇଥାଏ l ଅଧିକ ସମୟ ଏମିତି ହେଲେ ପାଚନ ତନ୍ତ୍ର ନଷ୍ଟ ହୋଇଯାଏ l

3. ଏହା ଦ୍ୱାରା ମଧ୍ୟ କିଡ଼ନୀ ରୋଗ ମଧ୍ୟ ହୋଇଥାଏ l କିଡ଼ନୀର କାମ ହେଉଛି,ପାଣିକୁ ଛାଣିବା, ଯେତେବେଳେ ଆପଣ ଠିଆ ହୋଇ ପାଣି ପିଅନ୍ତି l ତାହା ଠିକ ଭାବରେ ଛାଣି ନାହୋଇ ରହି ଯାଇଥାଏ l ଏମିତି ହେବା ଦ୍ୱାରା ଆପଣଙ୍କ ମୂତ୍ରଶୟରେ ଏବଂ ରକ୍ତରେ ଜମା ହୋଇ ଯାଇଥାଏ l ଏହା ହେବା ଦ୍ୱାରା ଇଉରିନ ଇନଫେକ୍ସନ ହୋଇଥାଏ, ଏବଂ ରକ୍ତ ମଧ୍ୟ ଦୂଷିତ ହୋଇଥାଏ l

4.ଏହା ବ୍ୟତୀତ ଠିଆ ହୋଇ ପାଣି ପିଇବା ଦ୍ୱାରା ଆମକୁ ଅପଚାର ଭଳି ସମସ୍ୟା ହୋଇଥାଏ l ତାହା ସହିତ ଛାତି ଓ ହୃଦୟରେ ମଧ୍ୟ ଜ୍ୱଳନ ଅନୁଭବ ହୋଇଥାଏ l ଠିଆ ହୋଇ ପାଣି ପିଇବା ଦ୍ୱାରା ମଧ୍ୟ ହାଇଦ୍ରୋସିନ ମଧ୍ୟ ସାମ୍ନା କରିବାକୁ ପଡିଥାଏ l ଏହା ଛାଡ ଆହୁରି ଅନେକ ରୋଗକୁ ମଧ୍ୟ ଆମକୁ ସମ୍ମୁଖୀନ ହେବାକୁ ପଡିଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।