ଠେଲା ଗାଡିରେ ପନି ପରିବା ବିକ୍ରି କରୁଥିବା ଏହି ବ୍ୟକ୍ତି ଅଳିଆ ଗଦାରୁ ଉଠାଇ ପାଳିଥିଲେ ଝିଅକୁ, ୨୫ ବର୍ଷ ପରେ ସେହି ଝିଅ ଏମିତି ଋଣ ସୁଝିଲା ଜାଣିଲେ ପାଦତଳୁ ମାଟି ଖସିଯିବ…..
ଭାଗ୍ୟ ର ବିଡମ୍ବନା କେବେ ବୁଝି ହୁଏ ନାହିଁ ।ଆଜି ଯିଏ କୋଟି ପତି , କ୍ଷୀର ମହୁ ରେ ହାତ ଧୁଏ କ୍ଷଣକ ମାତ୍ରକେ ଦାଣ୍ଡ କୁ ଚାଲି ଆସେ ଭିକ ମାଗିବା ପାଇଁ। ଏଥିପାଇଁ କୁହା ଜାଏ କୌଣସି ଜିନିଷ ର ସ୍ଥାୟୀତ୍ବ ନାହିଁ ।ତେବେ ଆଜି କାଲି ଦୁନିଆ ବହୁତ୍ ଆଗକୁ ବଢି ସାରିଲାଣି। ଆଗ କାଳ ଅପେକ୍ଷା ଲୋକ ମାନେ ଅଧିକ ଶିକ୍ଷିତ ହେଲେଣି ବହୁତ୍ ଆଗକୁ ମଧ୍ୟ ବଢ଼ିଲାନି।
ଲୋକ ମାନେ ବର୍ତ୍ତମାନ ଆଧୁନିକ ଯୁଗ ସହିତ ପାଦ ମିଳାଇ ଚାଲୁଅଛନ୍ତି । ତେବେ ଏତେ ଆଧୁନିକ ସମାଜ ରେ ମଧ୍ୟ ଆଜି ବି ଏମିତି ଅନେକ ଲୋକ ରହିଛନ୍ତି ଯାହାଙ୍କୁ ଦିନକୁ ଦୁଇ ବେଳା ଖାଇବା ମିଳିବା କଷ୍ଟକର ହୋଇ ପଡ଼ୁଛି ।
ତେବେ ସରକାର ଦେଶରୁ ଗରିବୀ ହଟାଇବା ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରିଥିଲେ ଏହି ବ୍ୟବସ୍ଥା ଗୁଡିକ ଅନେକ ଲୋକ ମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ ଯାହା ଫଳରେ ଆଜି ବି ଦେଶରେ ଗରିବୀ ଲାଗି ରହିଛି ଓ ଲୋକ ମାନେ ଅନେକ ଅସୁବିଧା ରେ ଜୀବନ ଯାପନ କରୁଛନ୍ତି । ତେବେ ଆଜି କାଲି ସମାଜ ରେ ଏକ ସଚା ନିଷ୍ଠାପର ଲୋକ ପାଇବା କଷ୍ଟକର ହୋଇ ଯାଇଛି । ତେବେ ଆଜି ଆମେ ଏମିତି ଏକ ଘଟଣା ବିଷୟ ରେ ଜାଣିବା ଯାହା ଶୁଣିଲେ ଆପଣ ନିଜ କୋହ ସମ୍ଭାଳି ପାରିବେ ନାହିଁ ଆଉ ଜାଣି ପାରିବେ ଯେ ଆଜି ମଧ୍ୟ ମାନବିକତା ସମାଜ ରେ ରହିଛି।
ଅନେକ ସମୟ ରେ ଲୋକ ମାନେ ଝିଅ ମାନଙ୍କୁ ପସନ୍ଦ କରନ୍ତି ନାହିଁ । ଏମିତି ମଧ୍ୟ ଅନେକ ବାପା ମା ରହି ଥାଆନ୍ତି ଯେଉଁ ମାନେ ନିଜ ଝିଅ ଜନ୍ମ ହେବା ପରେ ଅଳିଆ ଆବର୍ଜ୍ଜନା ଗଦା ରେ ଫୋପାଡି ଦେଇ ଥାଆନ୍ତି । କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟ ରେ ଜାଣିବା ସେହି ଘଟଣା ରେ ଜଣେ ବ୍ୟକ୍ତି ଅଳିଆ ଗଦା ରୁ ଏକ ଉଠାଇ ଆଣି ଥିଲେ ଆଉ ସେହି ଝିଅ ଆଜି ପାଠ ପଢି ତାଙ୍କ ନାଁ ରଖିଛି ।
ଆସାମ ରେ ରହୁଥିବା ସୋନବାର ନାମକ ଜଣେ ବ୍ୟକ୍ତି ଯିଏକି ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇ ସବୁଦିନ ପାରିବା ବିକ୍ରି କରିବା ପାଇଁ ଯାଇ ଥାଆନ୍ତି। ଦିନେ ପରିବା ବିକ୍ରି କରିବାକୁ ଯାଇଥିଲେ ଓ ସେଠାରେ ଗୋଟିଏ ସ୍ଥାନ ରୁ ହଠାତ୍ ଏକ ଛୁଆ ର କାନ୍ଦିବା ଶବ୍ଦ ଶୁଣି ଛୁଆ ଟିକୁ ସେଠାରୁ ଉଠାଇ ଆଣିଥିଲେ ଆଉ ନିଜ ଝିଅ ଭଳି ଲାଳନ ପାଳନ କରିଥିଲେ ।
ଝିଅ ର ନାମ ସେ ଜ୍ୟୋତି ରଖିଥିଲେ ଆଉ ବହୁତ୍ ପରିଶ୍ରମ କରି ଝିଅ ଟିକୁ ପାଠ ପଢ଼ାଇଲେ ।ତେବେ ପଙ୍କ ରେ ପଦ୍ମ ଫୁଟିବା ପରି ଜ୍ୟୋତି ମଧ୍ୟ ପାଠ ପଢି ୨୦୧୩ ମସିହା ରେ କମ୍ପୁଟର ସାଇନ୍ସ୍ ରେ ଡିଗ୍ରୀ ହାସଲ କରିଲା।ଆଉ ଲୋକ ସଭା ଆୟୋଗ ରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ ଓ ବର୍ତ୍ତମାନ ସେ ସହାୟକ ପଦ ରେ ଚାକିରି ପାଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।