ଥଣ୍ଡା, କାଶ, ଜ୍ୱର ର ଘରୋଇ ଚିକିତ୍ସା ଆଜି ହିଁ କରନ୍ତୁ ୧୦୦% ଗ୍ୟାରେଣ୍ଟି – Ramdev Health Tips
ବର୍ତମାନ ସମୟରେ ଅଧିକ ଲୋକ ମାନେ ସାଧାରଣତଃ ଏହି କାଶ ଜ୍ୱର ଥଣ୍ଡା ରୋଗରେ ଆକ୍ରାନ୍ତ ହେଉଛନ୍ତି l ଏହି ରୋଗ କୁ ଭଲ ନ କରିଲେ ଆସ୍ତେ ଏହା ବଡ଼ ରୋଗ ରେ ପରିଣତ ହୋଇ ଥାଏ l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ରୋଗ ସୃଷ୍ଟି କରିଦେଉ l
ଆଜି ଚାଲନ୍ତୁ ଜାଣିବା କଣ କଲେ ଆମେ ଏହି କାଶ ଜ୍ୱର ଥଣ୍ଡା କୁ ଆମେ ପରିଷ୍କାର କରିବା l ଅଧିକ ମାତ୍ର ରେ ଗାଧୋଇ ଲେ ହେବ ର ସମ୍ଭାବନା ଥାଏ l
ଏହା ରୋଗ କୁ ଆମେ ଭଲ କରିବା ପାଇଁ ଅଧିକ ମାତ୍ର ରେ ଏନଆଲଜେସୀସ ମେଡ଼ିସିନ ଖାଇଲେ ଆମ ଶରୀରେ ନର୍ଭ ଗୁଡ଼ିକ ଦୁର୍ବଳ ହୋଇ ଯାଏ, ଯାହାକୁ ଯୋଗୁଁ ରକ୍ତ ଭଲ ଭାବରେ ପ୍ରଭାବିତ ହୋଇ ନଥାଏ l ଏହା ଯୋଗୁଁ ଆମ ଶରୀର ର ସମସ୍ତ ଅର୍ଗାନ କୁ ପ୍ରଭାବ ପଡେ l
ଏହା ଅଧିକ ହେଲେ ଦ୍ୱାରl ଆମ ଶରୀରରେ ରକ୍ତ ଚାପ ବଢିଯାଏ l ଯାହା ଯୋଗୁଁ ଫୁସଫୁସ ଓ ହାର୍ଟ ଫେଲ ହେବାର ଅଧିକ ସମ୍ଭାବନା ହୋଇ ଥl ଏ l ଚାଲନ୍ତୁ କଣ କଲେ ଏହି ସବୁ ରୋଗ ରୁ ଆମେ ଭଲ ହୋଇ ଯିବା l ଏହି ସରଳ ଉପାୟ ରେ ଆମେ କାଶ ଜ୍ୱର ଥଣ୍ଡା କୁ ଭଲ କରି ପାରିବା l
1, 1 ଲିଟର ପାଣି କୁ ଗ୍ୟାସ ରେ ଗରମ କରନ୍ତୁ ଏହି ଗରମ ପାଣିରେ କିଛି ଅଦା ବଟା, କିଛି ତୁଳସୀ ପତ୍ର ର ପେଷ୍ଟ ଗୋଟେ କୁ ପକାନ୍ତୁ l ଏଥିରେ 2 ଚାମଚ ମହୁ ଦେଇ ଫୁଟାନ୍ତୁ 1 ଗ୍ଲାସ ହୋଇ ଗଲେ ଏହାକୁ ପିଅନ୍ତୁ l ଏହି ପରି ସାତ ଦିନ କରନ୍ତୁ l କୌଣସି ଫୁସଫୁସ ଜନିତ ରୋଗ ହେବ ନାହିଁ କି ସବୁବେଳେ ଫୁସଫୁସ ପରିଷ୍କାର ରହିବ l କାଶ ଜ୍ୱର ଭଲ ହୋଇ ଯିବ l
2, ଆମେ ପ୍ରତି ଦିନ ଗରମ କ୍ଷୀର ରେ ହଳଦୀ ଗୁଣ୍ଡ କୁ ଦୁଇ ଟୋପା ପକେଇ 7 ଦିନ ଖାନ୍ତୁ ନିୟନ୍ତୁ l ଏଥି ରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇମ୍ୟୁନିଟି ଆଦି ରହି ଥାଏ l ତେଣୁ ଏହି ରୋଗ ଭଲ ହୋଇ ଥାଏ l
3, 5 ମିନିଟ କଲେ ଆମ ଶରୀର ରେ ଅନେକ ପ୍ରକାର ଉପକାର କରି ଥାଏ l ବ୍ୟାୟାମ ଆମେ ସବୁ ସ୍ଥାନ ରେ କରି ପାରିବ l ଏହା ଦିନ ରେ ନିଶ୍ଚୟ କରନ୍ତୁ l ଏହା ଦ୍ୱାରା ସମସ୍ତ ରୋଗ ଭଲ ହୋଇ ଯିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।