Teeth Tips – ମାତ୍ର 2 ମିନିଟରେ 2ଟି ଅଦା କଲା ଦାନ୍ତ ( Teeth ) କୁ ପୁରା ଧଳା କରିଦେବ, ଦେଖି ଆଶ୍ଚର୍ଯ୍ୟ ହେବେ
ଆଜିକାଲି ଦୁନିଆଁ ରେ ପ୍ରାୟ ସମସ୍ତେ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ କୁ ନେଇ ଖୁବ ଯତ୍ନବାନ ରହୁଛନ୍ତି ଯେମିତି କି ସେ ସମସ୍ତ ଙ୍କୁ ଠୁ କିପରି ଅଧିକ ସୁନ୍ଦର ଓ ଫିଟ ରହିବେ | କିନ୍ତୁ ଆମର ଅବହେଳା ଯୋଗୁଁ ବେଳେ ବେଳେ ଆମେ ସୁନ୍ଦର ଓ ସୁସ୍ଥ ରହି ନଥାଉ ଯାହା ପାଇଁ ଆମକୁ କାହା ଆଗରେ ରହିବା ପାଇଁ ମଧ୍ୟ ବହୁତ ଖରାପ ଅନୁଭବ ହୋଇ ଥାଏ |ତେବେ ଦାନ୍ତ ହେଉଛି ସେହି ମଧ୍ୟରୁ ଅନ୍ୟତମ ଯାହାକି ପ୍ରାୟ ଲୋକ ଙ୍କର ଦାନ୍ତ ହଳଦିଆ ଦେଖା ଯାଇଥାଏ ଆଉ ଏହାପରେ କାହା ଆଗରେ କଥା ହେବା ପାଇଁ କି ହସିବା ପାଇଁ ଆମକୁ ବହୁତ ଖରାପ ଲାଗି ଥାଏ ଏବଂ ବେଳେ ବେଳେ ଅପମାନ ମଧ୍ୟ ହେବାକୁ ପଡ଼େ
| ନିଜ ଦାନ୍ତ ଧଳା ଚକ ଚକ କରିବା ପାଇଁ ଅନେକ ଲୋକ ଅନେକ ଉପଚାର କୁ ଆପଣେଇ ଥାଆନ୍ତି କିନ୍ତୁ ତାହାର କୌଣସି ରେଜଲ୍ଟ ଦେଖା ଯାଏ ନାହିଁ | କିନ୍ତୁ ଆଜି ଏଭଳି ଏକ ଘରୋଇ ଓ ସହଜ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣଙ୍କ ଦାନ୍ତ ଚକ ଚକ ଦେଖା ଯିବ | ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଏହାକୁ କିପରି ବ୍ୟବହାର କରିବା |
ଆବଶ୍ୟକ ସାମଗ୍ରୀ :-
1. ଅଦା, 2. ଲେମ୍ବୁ ଏବଂ 3. ଲୁଣ |
ପ୍ରସ୍ତୁତି ପ୍ରଣାଳୀ :-
ତେବେ ପ୍ରଥମେ ଏକ ଇଞ୍ଚ ର ଏକ ଅଦା ନିଅନ୍ତୁ ଆଉ ଏଥିରୁ ଭଲ କରି ଚୋପା କୁ ଛଡାଇ ଦିଅନ୍ତୁ, ଚୋପା ଛଡାଇ ସାରିବା ପରେ ଏହାକୁ ଭଲ ଭାବରେ ଛେଚି ଦିଅନ୍ତୁ ନଚେତ ଛେଲି ଦିଅନ୍ତୁ | ଏହାପରେ ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ, ଏହାପରେ ସେଥିରେ ଏକ ଚାମଚ ଲୁଣ ପକାନ୍ତୁ | ଏହାପରେ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କ ର ଏହି ଉପଚାର ଟି ପ୍ରସ୍ତୁତ ହୋଇ ଯିବ |
ବ୍ୟବହାର ପ୍ରଣାଳୀ :-
ତେବେ ଏହି ଉପଚାର ଟିକୁ ସକାଳେ ଉଠି ଆପଣ ୟୁଜ କରୁ ଥିବା ବ୍ରସ ରେ ନିଅନ୍ତୁ ଆଉ ଭଲ କରି ଆପଣଙ୍କ ଦାନ୍ତକୁ ଘଷନ୍ତୁ | ଏଭଳି ଭାବରେ ସପ୍ତାହ ରେ 3 ଥର ନିହାତି ଭାବରେ କରନ୍ତୁ ଦେଖିବେଳେ ଆପଣଙ୍କ ଦାନ୍ତ ଧଳା ହୋଇ ଚକ ଚକ କରିବ | ହଳଦିଆ ଦାନ୍ତ ସମସ୍ୟା ରୁ ଆପଣ ଦୂର ହୋଇ ପାରିବ | କିଛି ଦିନ ଏଭଳି କରି ଦେଖନ୍ତୁ ଏହାର ରେଜଲ୍ଟ ଆପଣ ନିଜେ ହିଁ ଜାଣି ପାରିବେ |