ଚା ଖାଉଥିବା ପ୍ରତ୍ୟେକ ପୁଅ ପିଲା ମାନେ ଏହି ଭିଡିଓ ନିହାତି ଦେଖନ୍ତୁ

ପ୍ରତିଦିନ ସକାଳେ ଉଠି ଆମେ ଯାହା ବି କରି ଥାଉ ତାର ସିଧା ପ୍ରଭାବ ଆମ ଶରୀର ଓ ମାନସିକ ଉପରେ ପଡିଥାଏ | ଯଦି ଆପଣ ସକାଳେ ଉଠି ଜିମ ଯାଉଛନ୍ତି ତେବେ ଆପଣ ଶରୀର ପୁରା ଦିନ ଟି ସୁସ୍ଥ ରହିଥାଏ | କିନ୍ତୁ ଏହା ବ୍ୟତୀତ ପ୍ରାୟତଃ ଲୋକ ମାନଙ୍କର ଗୋଟିଏ ଖରାପ ଅଭ୍ୟାସ ରହିଥାଏ ଯାହାକି ସକାଳେ ଖାଲି ପେଟରେ ଚାହା ପିଇବା | ପ୍ରାୟତଃ ଦେଖା ଯାଏ କି ଲୋକ ମାନେ ସକାଳେ ଉଠିଲା ପରେ ଚାହା ସେବନ କରିଥାନ୍ତି |

ଏଭଳି ଲୋକ ମାନଙ୍କୁ ବୁଝିବା ଦରକାର ଯେ ଆଗକୁ ସେମାନଙ୍କର ଶରୀର ବହୁତ ଖରାପ ହେବାର ଅଛି | ଅର୍ଥାତ ଏମିତି ଅନେକ ରୋଗ ରହିଛି ଯାହା ସକାଳେ ଖାଲି ପେଟରେ ଚାହା ପିଇଲେ ହିଁ ରୋଗ ହୋଇ ଥାଏ | ତେବେ ସକାଳେ ଚାହା ପିଇଲେ କେଉଁ ସବୁ ହାନିକାରକ ହୋଇ ଥାଏ ଆଜି ସେହି ସମ୍ପର୍କ ରେ ଆଲୋଚନା କରିବା |

ଆମେ ଯଦି ସକାଳେ ଉଠି ଗ୍ରୀନ ଟି ପିଉଛେ ତେବେ ତାହା ଆମ ଶରୀର ପାଇଁ ଭଲ ଅଟେ କିନ୍ତୁ ଚାହା ପିଇବା ଦେହ ପ୍ରତି ହାନିକାରକ ଅଟେ | କାରଣ ଚାହାରେ ଏସିଡ ରହିଥାଏ ଏବଂ ଏହା ଆମ ଶରୀର ରେ ରହିଥିବା ଲାଳ ଅଂଶ ସହିତ ଯେତେବେଳେ ମିଶିଯାଏ ତେବେ ସେତେ ବେଳେ ଏହା ଆମ ଶରୀର ରେ ଏସିଡିଟି କରାଇ ଥାଏ | ପେଟରେ ଗ୍ୟାସ ହେବା ଇତ୍ୟାଦି ଅନେକ ପ୍ରକାର ରୋଗ ଜନ୍ମ ନେଇ ଥାଏ |

ତେଣୁ ଏପରି ପରିସ୍ଥିତି ରେ ଖାଲି ପେଟରେ ଚାହା ପିଇବା ଉଚିତ ନୁହେଁ | ଆଉ ଯଦି ଆପଣ କ୍ଷୀର ଚା ଖାଲି ପେଟରେ ପିଉଛନ୍ତି ତେବେ ତାହା ସବୁଠାରୁ ଅଧିକ ହାନିକାରକ ଅଟେ ତେଣୁ ଆପଣ ଖାଲି ଚାହା ପିଅନ୍ତୁ ନାହିଁ |

ପ୍ରଥମ କ୍ଷତି ହେଉଛି ଆପଣଙ୍କ ପେଟରେ ବା ଆପଣଙ୍କ ଶରୀର ରେ ଏସିଡିଟି ହେବ କାରଣ ଯେତେ ବେଳେ ଆମେ ଚାହା ପିଉ ଖାଲି ପେଟରେ ଚାହା ପିଇଲେ ଏସିଡିଟି ହୋଇ ଥାଏ ଯାହା ଦ୍ୱାରା ଗ୍ୟାସ ଉତ୍ପନ ହୋଇଥାଏ |

ଏହା ସହିତ ଏହା ଆମ ରକ୍ତ କଣିକା ରେ ମିଶି କଲେଷ୍ଟ୍ରୋଲ ର ସମସ୍ୟା, ହାର୍ଟଆଟାକ ର ସମସ୍ୟା କିମ୍ବା ବ୍ଲଡ଼ ପ୍ରେସର ଅଧିକା ହେବା କିମ୍ବା କମ ହେବାର ସମସ୍ୟା ଆଣି ଦେଇଥାଏ | ତେଣୁ ଏଭଳି ପରିସ୍ଥିତି ରେ ଆପଣ ଚାହା ଆଦୌ ପିଅନ୍ତୁ ନାହିଁ |

କିଛି ଲୋକ ଙ୍କୁ ଲାଗିଥାଏ କି ମେଦ ବହୁଳ ବା ଚର୍ବି ବଢ଼ିବା ଫ୍ୟାଟ ଯୁକ୍ତ ଜିନିଷ କୁ ଖାଇବା ଦ୍ୱାରା ହୋଇ ଥାଏ କିନ୍ତୁ ଏହା ଭୁଲ ଅଟେ | ହଜମ କ୍ରିୟା ଠିକ ନହେଲେ ମଧ୍ୟ ଚର୍ବି ବଢ଼ି ଥାଏ ଆଉ ଯଦି ଆପଣ ଖାଲି ପେଟରେ ଚାହା ପିଉଛନ୍ତି ତେବେ ଏହାର ସିଧା ପ୍ରଭାବ ଆପଣଙ୍କ ହଜମ ଶକ୍ତି ଉପରେ ପଡିଥାଏ ଯାହାଦ୍ୱାରା ଆପଣ ଙ୍କର ଓଜନ ବଢ଼ିବା ପାଇଁ ଲାଗେ |