ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ସିରିଏଲ ଅଭିନେତ୍ରୀ ତାରିଣୀ ନିଜ ଘରେ ଧୁମ ଧାମ ରେ ପାଳନ କଲେ ସରସ୍ୱତୀ ପୂଜା, ତା’ପରେ ହେଲା ଡ୍ୟାନ୍ସ ଧମାକା ଦେଖିବା ପାଇଁ ଭିଡ…
ବନ୍ଧୁଗଣ ଆପଣ ତ ଜାଣିଛନ୍ତି ଅଭିନୟ ଜଗତର ଅନ୍ଦାଜ ଟିକେ ଭିନ୍ନ। କାରଣ ସବୁବେଳେ କିଛି ନା କିଛି ରହସ୍ୟ ଭରି ରହିଥାଏ ଏହି ଇଣ୍ଡଷ୍ଟ୍ରି ରେ। ଅଭିନୟ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଏମାନଙ୍କ ନିକଟରେ ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ । ଆପଣ ଜାଣିଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ ଅନେକ ରୋଚକ ମୋଡ଼ ରହିଥାଏ।
ସେମାନଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ କୁ ଅନୁସରଣ କରନ୍ତି ସାଧାରଣ ଲୋକେ ଓ ତାଙ୍କର ପ୍ରଶଂସକ ମାନେ। ତେଣୁ ତାଙ୍କର ପ୍ରତିଟି କାର୍ଯ୍ୟ କଲାପ ଉପରେ ପ୍ରାୟତଃ ସମସ୍ତଙ୍କ ନଜର ରହିଥାଏ।
ଯେମିତି ଏବେ ସାମ୍ନା କୁ ଆସିଛି ଛୋଟ ପରଦାରେ ଅଭିନୟ ର ଯାଦୁ ଦେଖାଇ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଲିପି ଙ୍କ ଏକ ଭିଡିଓ। ଅଭିନେତ୍ରୀ ଲିପି ଜଣେ ବାସ୍ତବ କଳାକାର ଅଟନ୍ତି।ଆପଣମାନେ ଯଦି ଧାରାବାହିକ ଦେଖିବାକୁ ଭଲ ପାଉଥିବେ ତେବେ ଟିଭି ରେ ପ୍ରସାରିତ ହେଉଥିବା ଅନେକ ମନୋରଞ୍ଜନ ଧର୍ମୀ ଧାରାବାହିକ ବା ଶୀରିଏଲ କୁ ନିୟମିତ ଦେଖିଥିବେ ଏବଂ ଏଥିରେ ଅଭିନୟ କରୁଥିବା ଚରିତ୍ର ମାନଙ୍କ ସହିତ ବହୁତ ମାତ୍ରାରେ ଜଡ଼ିତ ମଧ୍ୟ ଥିବେ। ସେହି ଭଳି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଶାର ଲୋକପ୍ରିୟ ଧାରାବାହିକ ‘ତାରା ତାରିଣୀ’ ବିଷୟରେ।
ଏହା ଆପଣଙ୍କୁ ନିଶ୍ଚିତ ଭଲ ଲାଗୁଥିବ। କାରଣ ଏହି ଧାରାବାହିକ ଦର୍ଶକ ମାନଙ୍କୁ ଏକ ଭିନ୍ନ ସ୍ୱାଦର ମନୋରଞ୍ଜନ ଯୋଗାଇ ଆସୁଛି।ଏହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନଙ୍କ ସହିତ ମଧ୍ୟ ଆପଣ ପରିଚିତ ଥିବେ। ସେଥିରେ ଏକ ଲିଡ୍ ରୋଲ୍ ରେ ଅଭିନୟ କରୁଥିବା ଲିପି ଙ୍କ ସରସ୍ଵତୀ ପୂଜା ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ସେ ନିଜ ପରିବାର ସହିତ ପୂଜାରେ ଯୋଗ ଦେଇଛନ୍ତି। ଧ୍ୟାନ ଏବଂ ଭକ୍ତିର ସହିତ ସେ ଏହାକୁ କରୁଥିବାର ଦେଖିବାକୁ ମିଳିଛି। ସରସ୍ଵତୀ ପୂଜା ସମୟର ଏକ ସୁନ୍ଦର୍ ଭିଡିଓ କୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଲୋକେ ଏହାକୁ ବହୁତ୍ ପସନ୍ଦ କରୁଛନ୍ତି।
ତେବେ ଆପଣ ତ ଜାଣିଛନ୍ତି ଅଭିନେତ୍ରୀ ଲିପିଙ୍କ ଅଭିନୟ ବେଶ ଦମଦାର ଅଟେ।ସେ କେବଳ ଏହି ଧାରାବାହିକ ମାଧ୍ୟମରେ ପରିଚୟ ପାଇ ନାହାନ୍ତି ବରଂ ଅନେକ ସିରିଏଲ୍, ଆଲବମ୍ ଏବଂ ସିନେମାରେ ମଧ୍ୟ ସେ ତାଙ୍କର ଅଭିନୟର ଯାଦୁ ଦେଖାଇ ଅଛନ୍ତି।ସେ ଓଡ଼ିଶାର ଟେଲି ଜଗତର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ।
ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଏବଂ ଆକର୍ଷଣୀୟ ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।