ଦେଖନ୍ତୁ ଭିଡ଼ିଓ – ତାରା ତାରିଣୀ ସିରିଏଲର ସୁଟିଂ ସେଟ ରେ କି ବୋବାଲ ଡ୍ୟାନ୍ସ ଦେଖିଲେ ହୋଇଯିବେ ଦିୱାନା….

ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ଟି ଆପଣ ମାନେ ନିଶ୍ଚିତ ଭାବେ ଦେଖିଥିବେ।ଆଜି କାଲି ଅଧିକାଂଶ ଲୋକ ମାନେ ସିରିଏଲ ଦେଖିବା ପାଇଁ ଖୁବ୍ ପସନ୍ଦ କରି ଥାନ୍ତି ।ଆଉ ଲକ ଡାଉନ ପରେ ଓଡ଼ିଶାର ସମସ୍ତ ଦର୍ଶକ ସିରିଏଲ ଦେଖିବାରେ ଅଭ୍ୟସ୍ତ ହୋଇ ସାରିଲେଣି। ବିଶେଷ କରି ମହିଳା ମାନେ ସନ୍ଧ୍ୟା ସମୟରେ ସମସ୍ତ କାମ ସାରି ସିରିଏଲ ଦେଖିବା ପାଇଁ ଟିଭି ଆଗରେ ବସି ଯାଆନ୍ତି।ତେଣୁ ଦିନକୁ ଦିନ ଏହି ସବୁ ଧାରାବାହିକ ର ଚାହିଦା ବଢ଼ିବାରେ ଲାଗିଛି ।

ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ଏକ ଲୋକ ପ୍ରିୟ ଧାରାବାହିକ ହୋଇ ପାରିଛି । ଆଉ ସମସ୍ତେ ଏହି ସିରିଏଲ କୁ ଖୁବ୍ ପସନ୍ଦ କରୁଛନ୍ତି । କେବଳ ଧାରାବାହିକ କୁ ନୁହଁ ଏହା ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଚରିତ୍ର ମାନଙ୍କୁ ମଧ୍ୟ ଲୋକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ ନିଜର ମଜାଳିଆ କାମ ପାଇଁ ଚର୍ଚ୍ଚା ରେ ରୁହନ୍ତି।

ଆପଣ ମାନେ ତ ଜାଣିଥିବେ ଏଇ କିଛି ଦିନ ପୂର୍ବରୁ ସରସ୍ଵତୀ ପୂଜା ରେ ତାରା ତାରିଣୀ ରେ କୁନି ତାରିଣୀ ଚରିତ୍ର ରେ ଅଭିନୟ କରୁଥିବା ଶିଶୁ କଳାକାର ତାରିଣୀ କିପରି ସରସ୍ଵତୀ ପୂଜା ରେ ମଜା ମସ୍ତି କରିଥିବା ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରଲ ହେବାରେ ଲାଗି ଥିଲା । ଲୋକ ମାନେ ତାଙ୍କ ଭିଡିଓ ଓ ଫଟୋ କୁ ଖୁବ୍ ପସନ୍ଦ କରୁଥିଲେ ।ତେବେ ଏହି ତାରା ତାରିଣୀ ଧାରାବାହିକ ରେ ତାରା ଓ ତାରିଣୀ ଙ୍କ ଜବରଦସ୍ତ ଅଭିନୟ ପାଇଁ ତାରା ତାରିଣୀ ଧାରାବାହିକ ଆଜି ତରଙ୍ଗ ଟିଭି ର ନମ୍ୱର୍ ୱାନ ଧାରାବାହିକ ଭାବରେ ପରିଚିତ ହୋଇ ପାରିଛି।

ନିଜର ପରିଶ୍ରମ ବଳରେ ତାରା ତାରିଣୀ ଧାରାବାହିକ ର ସମସ୍ତ ଅଭିନେତା ଅଭିନେତ୍ରୀ ମାନେ ବର୍ତ୍ତମାନ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀ ମାନେ ସୁଟିଂ ସେଟ୍ ରେ ଖୁବ୍ ମଜା ମସ୍ତି କରିଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ଏହି ଅଭିନେତା ଅଭିନେତ୍ରୀ ମାନେ ପରଦା ରେ ନିଜ ନିଜର ଶତ୍ରୁ ହୋଇ ଥାଆନ୍ତି କିନ୍ତୁ ରିଅଲ ଲାଇଫ ରେ ଏମାନେ ଖୁବ୍ ମିଶନ୍ତି ଓ ସମସ୍ତେ ସମସ୍ତଙ୍କୁ ଖୁବ୍ ପସନ୍ଦ କରନ୍ତି। ରୂପେଲି ପରଦା ଠାରୁ ଏମାନଙ୍କ ସମ୍ପର୍କ ଖୁବ୍ ଭିନ୍ନ। ତେବେ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା ତାରା , ବିର୍ , ତନୁଜା , କନିକା ଖୁଡି ଙ୍କ ଟିକ ଟକ ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକ ମାନେ ଏହି ଭିଡିଓ ସବୁ କୁ ଖୁବ୍ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।