ଦେଖନ୍ତୁ ଭିଡ଼ିଓ ! ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା କୁନି ” ତାରିଣୀ ” ଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ…
ଓଡ଼ିଶାର ଲୋକପ୍ରିୟ ଟିଭି ଚ୍ୟାନେଲ ଭାବରେ ତରଙ୍ଗ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏଥିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ମଧ୍ୟ ମନୋରଞ୍ଜନ ଧର୍ମୀ ଏବଂ ବହୁତ ଲୋକପ୍ରିୟ ଅଟେ।ତେବେ ଏହି ଚ୍ୟାନେଲ ତରଙ୍ଗରେ ପ୍ରସାରିତ ହେଉଥିବା ସୀରିଏଲ ମାନଙ୍କ ମଧ୍ୟରୁ ‘ତାରା ତାରିଣୀ’ ଧାରାବାହିକ ବହୁତ ଆଦୃତି ହାସଲ କରିଛି।
ଏହି ଧାରାବାହିକ ର ତାରିଣୀ ଙ୍କ ଭୂମିକାରେ ଅଭିନୟ କରୁଥିବା କୁନି ଝିଅଟି ଏବେ ସମସ୍ତଙ୍କର ଆଦରର ଏବଂ ପ୍ରିୟ ହେବାରେ ଲାଗିଛି। ତେବେ ଏହି କୁନି ଝିଅର ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ତାଙ୍କୁ ଏବେ ଏକ ସ୍ବତନ୍ତ୍ର ପରିଚୟ ମିଳିଛି।
ତେବେ ଏବେ ଏହି କୁନି ଝିଅର ଅନେକ ସୁନ୍ଦର୍ ଡାନ୍ସ ଭିଡିଓ ସବୁ ଦେଖିବାକୁ ମିଳୁଛି।ଏଥିରେ ତାଙ୍କର ପ୍ରଦର୍ଶନ ବହୁତ୍ ଚମତ୍କାର ରହିଛି।ସେ ବିଭିନ୍ନ ବେଶଭୂଷାରେ ବିଭିନ୍ନ ରଙ୍ଗ ବେରଙ୍ଗର ପୋଷାକରେ ନଜର ଆସିଛନ୍ତି। ତାଙ୍କର ମୁହଁର ଭାବ ଏବଂ ଢଙ୍ଗ ବହୁତ୍ ନିଆରା ଏବଂ ଯେଉଁଭଳି ଭାବରେ ସେ ନିଜର ନୃତ୍ୟ ପରିବେଷଣ କରୁଛନ୍ତି ତାହା ବହୁତ ମନୋରଞ୍ଜନ ପୂର୍ଣ୍ଣ ଏବଂ ସୁନ୍ଦର୍ ଅଟେ।
କେବଳ ଏତିକି ନୁହେଁ ଆପଣ ତାଙ୍କର ଏହି ଡାନ୍ସ ଭିଡିଓ ସାଙ୍ଗକୁ ଅନେକ ବାଗ ଭଙ୍ଗୀ ରେ ଫଟୋ ସୁଟ ର କଲା ମଧ୍ୟ ଦେଖିବାକୁ ପାଇବେ।ସେ ବିଭିନ୍ନ ପ୍ରକାର ପୋଜ ରେ ଫଟୋ ଉଠାଇଛନ୍ତି। ତାଙ୍କର ଏହିସବୁ ପ୍ରଦର୍ଶନ କୌଣସି ନାୟିକା ଠାରୁ କମ୍ ନୁହଁ।
ତେବେ କେଉଁଝର ଜିଲ୍ଲାରେ ବାସ କରୁଥିବା ତାରିଣୀ ତାଙ୍କ ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିଣିବା ସହିତ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ତାରା ତାରିଣୀ ଧାରାବାହିକ ରେ ତାଙ୍କର ଅଭିନୟ ବେଶ୍ ଚମତ୍କାର। ତାରିଣୀ ଭୂମିକାରେ ଅଭିନୟ କରୁଥିବା କଳାକାର ଜଣଙ୍କ ବିଷୟରେ ସମସ୍ତେ ଜାଣିବାକୁ ଇଚ୍ଛା କରିଥାନ୍ତି।
ତେବେ ଜାଣି ରଖନ୍ତୁ ଏହି କୁନି ଝିଅଙ୍କର ନାମ ହେଉଛି ଆୟେଶା ସାମଲ ଏବଂ ତାଙ୍କ ବାପା ମା ତାଙ୍କୁ ମାମଲୁ ବୋଲି ଡାକି ଥାଆନ୍ତି ଏବଂ ସେମାନେ ତାଙ୍କୁ ବହୁତ୍ ଭଲ ପାଆନ୍ତି।ତେବେ ଆପଣ ତ ଜାଣିଛନ୍ତି ତାରା ତାରିଣୀ ଧାରାବାହିକରେ ଡବଲ୍ ରୋଲ୍ ରେ ଅଭିନୟ କରୁଛନ୍ତି ଅାୟେଶା।
ତେବେ ତାଙ୍କର ଏହି ଡବଲ୍ ରୋଲ୍ ଚରିତ୍ରକୁ ଲୋକେ ବେଶ୍ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରୁଛନ୍ତି। କୁନି କଳାକାର ଙ୍କ ଏହିଭଳି ଅଭିନୟ ରେ ପାରଙ୍ଗମତା ବାସ୍ତବରେ ବହୁତ୍ ପ୍ରଶଂସା ଯୋଗ୍ୟ ଅଟେ।ତେବେ ଏହି ନିକଟରେ ତାରିଣୀ ଙ୍କ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି।ସେ ଏହି ଭିଡିଓ ରେ ବହୁତ୍ ସୁନ୍ଦର୍ ପ୍ରଦର୍ଶନ କରିଥିବାର ନଜର ଆସିଛନ୍ତି। ଲୋକେ ମଧ୍ୟ ଏହାକୁ ବହୁତ୍ ପସନ୍ଦ କରିଛନ୍ତି ଏବଂ ଭଲପାଇବା ଦେଇଛନ୍ତି।ଆଉ ଏବେ ତାଙ୍କର ଏହିଭଳି ସୁନ୍ଦର ଡାନ୍ସ ଭିଡିଓ ମଧ୍ୟ ଆପଣଙ୍କୁ ବହୁତ୍ ପସନ୍ଦ ଆସିଥିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।