ଟଙ୍କା ବର୍ଷା କରୁଥିବା ଗଛ – ଆଜି ହିଁ ଘରେ କରନ୍ତୁ ଏହି ଛୋଟିଆ ଉପାୟ

ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ର ନାମ କହିବୁ ଯାହାକୁ ଆପଣ ନିଜ ଘରେ ଆଣି ଲଗାଇଲେ ବା ରଖିଲେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବ ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ l ଓ ଘର ର ସମସ୍ତ ସମସ୍ୟା ଓ ଅଶୁଭ ଶକ୍ତି ର ଛାୟା ନଷ୍ଟ ହେବ l ଏହି ଗଛ ଟି ଆପଣ ଙ୍କର ଘରେ ର ଆଖ ପାଖରେ ରହି ଥାଏ l l ଏହି ଗଛ ଟି ଅନେକ କାର୍ଯ୍ୟ ରେ ମଧ୍ୟ ଲାଗି ଥାଏ l ଏହି ବୃକ୍ଷ ଟି ହେଉଛି ମଲାଙ୍ଗ ବୃକ୍ଷ l

ଏହି ଗଛ ସମସ୍ତ ବଡ଼ ବଡ଼ ବୃକ୍ଷ ପାଖରେ ର ଦେଖାଯାଏ l ଯଥା ବଟ ଆଶ୍ୱସ୍ତ ଭଳି ଓ ଶାଳ ପିଆଶାଳ ଭଳି ମଧ୍ୟ ହୋଇ ଥାଏ l

ଏହା ର ପତ୍ର ସାହାଡ଼ା ଗଛ ର ପତ୍ର ପରି ହୋଇ ଥାଏ l ଏହି ଗଛ କୁ ହୋଲି, ଦୀପାବଳି ଭଳି ପର୍ବ ଦିନ ରେ ଆଣି ପର୍ସ, ଆଲମାରୀ ଆଦି ରେ ଆଣି ରଖନ୍ତୁ l ଏହା କୁ ଆଣି ପ୍ରଥମେ ଫୁଲ ଓ ଧୂପ ଦୀପ ଆଦି ଲଗାଇ ପୂଜା କରି ଠାକୁର ଘରେ ରଖିବେ l ପରେ ଆଣି ପାଖରେ ରଖିବେ l
ଯାହା ଫଳରେ ଯଦି ଘରେ କୌଣସି ପ୍ରକାର କଳାଛାଇ ଥାଏ ତାହାଲେ ଏହି ଗଛକୁ ଘରର ଦ୍ୱାରରେ ଲଗେଇ ପୂଜା କରନ୍ତୁ ତାହାର ପ୍ରଭାବ ପଡିବ ନାହିଁ l

ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ କାଟି ଯିବା l ସମସ୍ତ କରଜ ଦୂର ହେବ l ଘରେ ସମସ୍ତ ଙ୍କର ମନସ୍କାମନା ଦୂର ହୋଇ ଯିବ l l ଘରେ ଅଶାନ୍ତି ଦୂର ହେବ l ଘର ର ସମସ୍ତ ସମସ୍ୟା ଦୂର ହେବ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l

ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ l ଏହି ମାସରେ ତାଙ୍କର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l ଯଦି ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ l

ଏମିତି ଅନେକ ପରିବର୍ତ୍ତନ ହେବ ଏହି କାର୍ଯ୍ୟ କରି ଥିବା ଘର ର ଲୋକ ମାନଙ୍କର ଅନେକ ସମସ୍ୟା ର ଦୂର ହେବ ଆପଣ ବିଶ୍ୱାସ କରି ପାରିବେ ନାହଁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।