ଟଙ୍କା ଖାଇ ଦେଲ ଘର ଦେଲନି ! ସରକାରୀ ଘର ନଦେବାରୁ ରାସ୍ତା ମଝିରେ ଭିଏଲଡବ୍ଲୁ ଙ୍କୁ ଛେଚିଲେ ମହିଳା।ଏହି ମହିଳାଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ନିଷ୍ଠୁର ଓ କୃର ହୋଇଥାଏ।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।

ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ସେହିପରି ପୁଣି ଏବେ ସାମ୍ନା କୁ ଆସିଛି ନିଆଳି ରୁ ଏକ ଘଟଣା।

ଆଉ ଏହି ଘଟଣାରେ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ରୁଚି ଦ୍ଵାରା ଏବଂ ଏହିଭଳି ଲାଜ୍ୟଜନକ କାର୍ଯ୍ୟ କଲାପ ଦ୍ବାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ କିପରି ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ଏଥିପ୍ରତି ଆଦୌ ସଚେତନ ମଧ୍ୟ ନାହାନ୍ତି ସେମାନେ।ଆଉ ଏବେ ପୁଣି ଏହା ପ୍ରମାଣିତ ହୋଇଛି ଏକ ଘଟଣାରୁ।

ତେବେ ଘଟଣା ଅନୁସାରେ ଏହି ଭିଏଲଡବ୍ଲୁ ଜଣଙ୍କ ସରକାରୀ ଯୋଜନା କୁ ହଡ଼ପ କରି ହରଡ଼ଘଣାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ହେଉଥିବା ଅନେକ ଲୋକାଭିମୁଖୀ ଯୋଜନା କୁ ବାଟ ମାରଣ କରି ଆଜିକାଲି ଯୋଜନାର ଉପଯୁକ୍ତ ହିତାଧିକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି।

ଧନୀ ଶ୍ରେଣୀର ଲୋକେ କିନ୍ତୁ ସେସବୁ କୁ ପାଉ ଥିବାର ଦେଖିବାକୁ ମିଳୁଛି।ଆଉ ଅଧିକାଂଶ ସମୟରେ ସରକାରୀ ଯୋଜନାର ଫାଇଦା ପାଇବା ପାଇଁ ଉପଯୁକ୍ତ ହିତାଧିକାରୀ ଙ୍କୁ ଲାଞ୍ଚ ମଧ୍ୟ ଦେବାକୁ ପଡୁଛି। ସେହିପରି ଏହି ଘଟଣାରେ ମଧ୍ୟ ସରକାରୀ ଆବାସ ଦେବା ପାଇଁ ମହିଳା ୱାର୍ଡ ମେମ୍ବର ହାଜୁ ବିବିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଜଣେ ଭିଏଲଡବ୍ଲୁ।ଆଉ ପରବର୍ତ୍ତି ସମୟରେ ମହିଳାଙ୍କୁ ସରକାରୀ ଘର ନଦେଇ ତାଙ୍କ କଥାକୁ କର୍ଣ୍ଣପାତ ମଧ୍ୟ କରି ନଥିଲେ।

ଆଉ ଫଳ ସ୍ୱରୂପ ଆଜି ସକାଳ ସେହି ପୂର୍ବତନ ମହିଳା ୱାର୍ଡ ମେମ୍ବର ଜଣକ ଭିଏଲଡବ୍ଲୁଙ୍କ କଲର ଧରି ବିଚ ରାସ୍ତାରେ ମାଡ଼ ମାରି ନିଆଳୀ ଥାନା ସମ୍ମୁଖରେ ଘୋଷାଡି ଥାନାକୁ ନେଇଛନ୍ତି।ଆଉଏପରି ଏକ ଘଟଣା ଉପସ୍ଥିତ ସେଠାକାର ଲୋକଙ୍କୁ ଚକିତ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।