Tarang TV ହିରୋଇନ୍ ମାନଙ୍କର Real Life ସୁନ୍ଦରୀ ଭଉଣୀ, ଦେଖିଲେ ଆପଣ ବି ହୋଇଯିବେ….

ଆପଣ ମାନେ ତ ସମସ୍ତେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକ ଦେଖୁଥିବେ । ତେଣୁ ସେଥିରେ ଅଭିନୟ କରୁଥିବା ହିରୋ, ହିରୋଇନ୍ ତଥା ଅନ୍ୟ କଳାକାର ମାନଙ୍କୁ ବି ତ ବହୁତ ଭଲ ଭାବରେ ଜାଣି ଥିବେ । ବାସ୍ତବିକ ଭାବରେ ଯେତେବେଳେ ଓଡିଆ ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାଇଥାନ୍ତି , ସେମାନଙ୍କର ପ୍ରିୟ ନାୟକ ନାୟିକା ମାନଙ୍କ ବିଷୟ ରେ ଜାଣିବା ପାଇଁ । ଏହାଛଡା ସେମାନଙ୍କର ପ୍ରସନାଲ୍ ଲାଇଭ୍ କଥା ଜାଣିବା ପାଇଁ ସେମାନଙ୍କର ଫ୍ୟାନ୍ ମାନେ ସବୁବେଳେ ତତ୍ପର ରହିଥାନ୍ତି ।

ଆଉ ଖାସ୍ ସେହି କାରଣରୁ ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିର ପ୍ରସାରିତ ହେଉଥିବା ସିରିଏଲ ଗୁଡିର ହିରୋଇନ୍ ମାନଙ୍କର ପ୍ରକୃତ ଭଉଣୀ ମାନଙ୍କ ବିଷୟରେ ଜଣେଇବୁ,

1. ମିତାଲୀ ସରଘରିଆ –

ତେବେ ମିତାଲୀ ସରଘରିଆ ଯାହାଙ୍କୁ ଆପଣ ମାନେ ଆପଣଙ୍କର ପ୍ରିୟ ଧାରାବିହକ ନୂଆବୋହୂ ସିରିଏଲ୍ ରେ ରାଧିକା ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ଦେଖିଥିବେ । ଏ ହେଉଛନ୍ତି ମିତାଲୀ ଙ୍କ ଭଉଣୀ , ଯାହାଙ୍କ ନାଁ ହେଉଛି ଅମିଶା ସରଘରିଆ । ଯିଏକି ମିତାଲିଙ୍କ ପରି ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ।

2. ପ୍ରିୟଙ୍କା ରଥ –

 

ଆପଣଙ୍କର ଅତିପ୍ରିୟ ପ୍ରିୟଙ୍କା ରଥ ଯିଏକି ତରଙ୍ଗଟିଭିରେ ପ୍ରସାରିତ ହେଉଥିବା କୂଆଁରିବୋହୂ ସିରିଏଲ୍ ରେ ଶ୍ରଦ୍ଧା ଭୂମିକାରେ ଅଭିନୟ କରୁଥିଲେ । ଆଉ ଏ ହେଉଛନ୍ତି ପ୍ରୟଙ୍କାଙ୍କ ସୁନ୍ଦରୀ ଭଉଣୀ ଯାହାଙ୍କ ନାଁ ହେଉଛି ଆଲିଆ କୁମାରୀ ରଥ ।

3. ସୁମନ ପଟ୍ଟନାୟକ –

ସୁମନ ଯିଏକି ତାରୀଣି ଆଖିର ତାରା ସିରିଏଲରେ ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି । ଏ ହେଉଛନ୍ତି ସୁମନଙ୍କ ସାନ ଭଉଣୀ ସେଜଲ୍ ।

4. ନିଳାକ୍ଷି ପାତ୍ର –

ନିଳାକ୍ଷୀ ପାତ୍ର ଯିଏକି ଆପଣ ମାନଙ୍କର ଅତି ପ୍ରିୟ ଧାରାବିହକ ସିନ୍ଦୁରର ଅଧିକାର ସିରିଏଲ୍ ରେ ଲିଡ୍ ନାୟିକା ଇତି ଭୂମିକାରେ ଜବରଦସ୍ତ ଅଭିନୟ କରୁଛନ୍ତି । ତେବେ ନିଳାକ୍ଷିଙ୍କର ଜଣେ ବଡ ଭଉଣୀ ଅଛନ୍ତି ଯାହାଙ୍କ ନାଁ ହେଉଛି ସିପ୍ରା ଏବଂ ସେ ଜଣେ ମେଡିକାଲ୍ ଷ୍ଟୁଡେଣ୍ଟ ଅଟନ୍ତି ।

5. ସୁଚରିତା ସ୍ବାଇଁ –

ସୁଚରିତା ସ୍ବାଇଁ ଯିଏକି ସିନ୍ଦୁରର ଅଧିକାର ସିରିଏଲରେ ସେକେଣ୍ଡ ଲିଡ୍ ନାୟିକା ଉର୍ବି ଭୂମିକାରେ ଅଭିନୟ କରୁଛନ୍ତି । ସୁଚରିତାଙ୍କର ଜଣେ ବଡ ଭଉଣୀ ଅଛନ୍ତି , ଯାହାଙ୍କୁ ଆପଣମାନେ ଏହି ଭିଡିଓରେ ଦେଖି ପାରୁଥିବେ ।

6. ସିତଲ ପଟ୍ଟନାୟକ –

ସିତଲ ପଟ୍ଟନାୟକ ଯିଏକି ଝିଅ ଆମର ନୂଆବୋହୂ ସିରିଏଲରେ ଐଶ୍ବରିଆ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଏ ହେଉଛନ୍ତି ସିତଲଙ୍କର ସାନ ଭଉଣୀ ସିମରନ ପଟ୍ଟନାୟକ ।

7. ଜାଗୃତି ରଥ –

ଜାଗୃତି ରଥ ଯିଏକି ଶ୍ରୀମନ୍ଦିର ସିରିଏଲ୍ ରେ ପଦ୍ମାବତୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରି ଲୋକଙ୍କର ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ତାଙ୍କର ଜଣେ ବଡ ଭଉଣୀ ଅଛନ୍ତି ଯାହାଙ୍କର ବିବାହ ସରିଯାଇଛନ୍ତି , ଆପଣମାନେ ଏଥିରେ ତାଙ୍କୁ ଦେଖିପାରୁଥିବେ ।

8. ଶୁଶ୍ରୀ ଶୁଭାସିନି –

 

ଶୁଶ୍ରୀ ଶୁଭାସିନି ଯିଏକି ମଙ୍ଗଳାଚରଣ ସିରିଏଲ୍ ରେ ମଙ୍ଗଳା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି । ତେବେ ଏ ହେଉଛନ୍ତି ମଙ୍ଗଳାଙ୍କର ଭଉଣୀ ଯାହାଙ୍କୁ ଆପଣମାନେ ଏଥିରେ ଦେଖି ପାରୁଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।