ସ୍ୱାମୀ ଙ୍କ ନଥିଲା ବେଳେ ସ୍ତ୍ରୀ ନିଜର ପ୍ରେମିକ ସହ କରୁଥିଲେ ରସଲୀଳ ହଠାତ ସ୍ୱାମୀ ପହଞ୍ଚିଗଲେ ଓ ତା’ପରେ

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।

ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।

ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।କିନ୍ତୁ ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ ର ଅର୍ଥ କୁ ବଦଳାଇ ଦେଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଏକ ଘର ମଧ୍ୟରେ ସେତେବେଳେ ଭୂକମ୍ପ ଆସିଲା ଯେତେବେଳେ ସ୍ୱାମୀ ତାର ସ୍ତ୍ରୀ କୁ ଆଉ ଗୋଟିଏ ପୁରୁଷ ସହ ଆପତ୍ତି ଜନକ ଅବସ୍ଥାରେ ସେହି ଘରର ଏକ ରୁମରେ ଦେଖି ଥିଲା।ସ୍ୱାମୀ ଜଣଙ୍କ ତା ସ୍ତ୍ରୀ କୁ ଅନ୍ୟ ପୁରୁଷ ସହ ସେକ୍ସ୍ କରୁଥିବା ର ଖବର ପାଇ ସେଠାରେ ପହଞ୍ଚି ଥିଲା।

ଏହା ପରେ ପତ୍ନୀ ଓ ତାଙ୍କ ପ୍ରେମିକ କୁ ଗାଳି ଗୁଲଜ ମଧ୍ୟ ଆରମ୍ଭ କରି ଥିଲା।ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉ ଥିବା ଏହି ଭିଡ଼ିଓ ଟି ପ୍ରକୃତରେ କେଉଁ ଅଞ୍ଚଳର ଜଣା ପଡ଼ି ନାହିଁ।ମହିଳା ଜଣଙ୍କ ନିଜର ପ୍ରେମିକ ସହ ତାଙ୍କ ନିଜ ଘରେ ସେକ୍ସ୍ କରୁଥିବା ସମୟରେ ସ୍ୱାମୀ ଜଣଙ୍କ ଅଚାନକ ସେହି ରୁମରେ ପହଞ୍ଚି ଥିଲା। ସ୍ତ୍ରୀ କୁ ଅନ୍ୟ ପୁରୁଷ ସହ ଦେଖି ସେ ପ୍ରଥମେ ସ୍ତ୍ରୀ କୁ ଚାପୁଡ଼ା ମାରିଲା ଓ ଲମ୍ପଟ ପ୍ରେମିକ କୁ ଧରିବା ପାଇଁ ଚେଷ୍ଟା କଲା,କିନ୍ତୁ ସ୍ତ୍ରୀ ତା ସ୍ୱାମୀକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା।

ଏହି ସମୟରେ ଲମ୍ପଟ ପ୍ରେମିକ ବାଲକୋନି ଉପରୁ ତଳକୁ ଡିଆଁ ମାରି ଖସି ଗଲା।ପ୍ରେମିକ ଜଣଙ୍କ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ିବାକୁ ଆରମ୍ଭ କଲା।ସ୍ୱାମୀ ମଧ୍ୟ ତା ପଛରେ ଗୋଡ଼ାଇଲା।କିନ୍ତୁ ସ୍ୱାମୀ ସେହି ପ୍ରେମିକ କୁ ଧରି ପାରିଲା ନାହିଁ।

ଶେଷରେ ସ୍ୱାମୀ ର ଗୋଡ଼ ଧରି ସ୍ତ୍ରୀ କାନ୍ଦିବା କୁ ଲାଗିଲା।ଏବଂ ସ୍ୱାମୀ ମଧ୍ୟ ନିଜ ଉପରେ ଘୃଣା କରିବା କୁ ଲାଗିଲା।କାରଣ ପୋଡ଼ା ତରକାରୀ ର ସ୍ୱାଦ ନଥାଏ।ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।