ଦେଖନ୍ତୁ ଭିଡ଼ିଓ – ସ୍ୱାମୀ ନଥିବା ବେଳେ ନୂଆ ବାହା ହୋଇଥିବା ବୋହୂ ସହିତ ପ୍ରେମିକର ଚାଲିଥିଲା ରାସଲୀଳା, ସମ୍ପର୍କୀୟ ଲୋକ ଭିଡ଼ିଓ କରି ସୋସିଆଲ ମିଡିଆରେ କରିଦେଲା ଭାଇରାଲ…
ସବୁ କଥା ଲୋକେ ଜାଣିଶୁଣି ମଧ୍ୟ ବେଳେବେଳେ ଏମିତି କିଛି ଭୁଲ୍ କାମ କରି ବସନ୍ତି ଯାହା ସମାଜରେ ଆଦୌ ଗ୍ରହଣୀୟ ନୁହଁ। ବାସ୍ତବିକ ଭାବରେ ଏହା ସମସ୍ତଙ୍କୁ ଜଣା ଯେ ପରକୀୟା ପ୍ରୀତି ର ଶେଷ ପରିଣାମ କେତେ ଭୟଙ୍କର ହୋଇଥାଏ। ତଥାପି ଆଜିର ଦୁନିଆରେ ଲୋକେ କାମନା ବାସନା ରେ ଏତେ ମାତ୍ରାରେ ଲିପ୍ତ ହୋଇ ପଡିଛନ୍ତି ଯେ ସେମାନଙ୍କ ଆଗରେ ସମ୍ପର୍କର ମୂଲ୍ୟବୋଧ କିଛି ରହୁନାହିଁ। ଜୀବନକୁ ଏକ ଉତ୍ତମ ଏବଂ ବ୍ୟବସ୍ଥିତ ଭାବରେ ଚଳାଇବା ନିହାତି ଦରକାର ହୋଇଥାଏ। ଅନେକ ଉତ୍ତମ ବନ୍ଧନ ବା ସମ୍ପର୍କରେ ମର୍ଯ୍ୟାଦା ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ। ସନ୍ଦେହ, ଅବିଶ୍ବାସ ଏବଂ ସ୍ୱାର୍ଥପରତା ରେ ପରିପୂର୍ଣ୍ଣ ଆଜିକାଲି ର ସମ୍ପର୍କ।
କୌଣସି ସମ୍ପର୍କର ଭିତ୍ତିଭୂମି ସେତିକି ସୁଦୃଢ ହୋଇ ପାରୁ ନାହିଁ ଯେତିକି ମାତ୍ରାରେ ହେବା କଥା। ବାସ୍ତବରେ ତାହା ଏକ ବିଡମ୍ବନା ର ବିଷୟ ପାଲଟିଛି।ସେହିପରି ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣାରେ ମଧ୍ୟ ପରକୀୟା ପ୍ରୀତି ମହଙ୍ଗା ପଡିଛି।ଆଉ ନିଜକୁ ସମାଜ ଆଗରେ ଲଜ୍ଜିତ ଓ ଅପମାନିତ ହେବାକୁ ପଡିଲା ଏଥିରେ ସଂପୃକ୍ତ ବିବାହିତା ମହିଳା ଆଉ ଯୁବକ ଜଣଙ୍କୁ। ପରକୀୟା ପ୍ରୀତି ଏବଂ ଅନୈତିକ ସମ୍ପର୍କ ସ୍ଥାପନ ପରେ ଶେଷ ପରିଣତି ଯେଉଁଭଳି ହୋଇଥାଏ ସବୁ ଘଟଣା ରେ, ସେହିପରି ଏଠାରେ ମଧ୍ୟ ଏକ ଘଟଣାରେ ସମାନ ସ୍ଥିତି ଦେଖିବାକୁ ମିଳିଛି।
ଚୋର ଘର ସବୁବେଳେ ଅନ୍ଧାର ନ ରହିବା ଭଳି ଅନୁରୂପ ଘଟଣା ଏଠାରେ ଘଟିଛି। ଭୁଲ୍ କାର୍ଯ୍ୟ ସବୁବେଳେ ଭୁଲ୍ ହୋଇଥାଏ।ଏଥିପାଇଁ ଦଣ୍ଡ ପାଇବା ସୁନିଶ୍ଚିତ ଅଟେ। ସେହିଭଳି ଏହି ଘଟଣାରେ ବିବାହିତା ମହିଳାଙ୍କୁ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା। ଆଉ ଫଳ ସ୍ୱରୂପ ଗ୍ରାମବାସୀ ଓ ମହିଳାଙ୍କ ପରିବାରଠୁ ନିସ୍ତୁକ ମାଡ ଖାଇଲେ ଯୁବକ ଓ ବିବାହିତ ମହିଳା ଜଣଙ୍କ। ଶେଷରେ ବିବାହିତ ମହିଳାଙ୍କୁ ଦାଣ୍ଡରେ ବୁଲାଇଲେ ଲୋକେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏଭଳି ଏକ ଅପ୍ରୀତିକର ଘଟଣା କେଉଁ ସ୍ଥାନରେ ଘଟିଛି ତାହା ଆମେ ସ୍ପଷ୍ଟ କରି ପାରୁ ନାହିଁ। କିନ୍ତୁ ସୋସିଆଲ ମିଡିଆରେ ଏହା ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ରେ ଦେଖିବାକୁ ଯାହା ଦେଖିବାକୁ ମିଳିଛି ଯେ ଗ୍ରାମର ଲୋକେ ଏହି ବିବାହିତ ମହିଳାଙ୍କ ର ଅନ୍ୟ ପୁରୁଷ ସହିତ ଅନୈତିକ ସମ୍ପର୍କ କୁ ଜାଣିବା ପରେ ସେମାନେ ଯୁବକ ଜଣଙ୍କୁ ମାଡ଼ ମାରି ସେଠାରେ ଥିବା ଏକ ଖୁଣ୍ଟ ରେ ବାନ୍ଧି ଦେଇଥିଲେ। ମହିଳାଙ୍କୁ ମଧ୍ୟ ସେମାନେ ଟଣା ଓଟରା କରୁଥିଲେ ଏବଂ ଅନେକ କଥା ପଚାରିବା ସହିତ ଗାଳି ଗୁଲଜ କରୁଥିଲେ। ମହିଳା ଜଣଙ୍କ ମୁହଁରେ ହାତ ଦେଇ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।
ଏଭଳି ସ୍ଥିତିକୁ କେହିଜଣେ ସେଠାରେ କେମେରା ରେ ରେକର୍ଡ କରିବା ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।