ଦେଖନ୍ତୁ ଭିଡ଼ିଓ । ସ୍ୱାମୀ ନଥିଲା ବେଳେ ସ୍ତ୍ରୀ ନିଜ ପ୍ରେମିକ ସହ କରୁଥିଲା ରସଲୀଳା, ହଠାତ ସ୍ୱାମୀ ପହଞ୍ଚିଗଲେ ଓ ତା’ ପରେ….

କୁହାଯାଏ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଯେଉଁଥିରେ ସନ୍ଦେହ, ଅବିଶ୍ବାସ ଏବଂ ସ୍ୱାର୍ଥପରତା ର କୌଣସି ଚିହ୍ନ ନଥାଏ। ଯେ କୌଣସି ଦମ୍ପତ୍ତି ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆକ୍ଷା ଦିଆ ଯାଇଥାଏ। ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ପବିତ୍ର ସମ୍ପର୍କ ବୋଲି କୁହା ଯାଏ। ସବୁ ଝିଅ ନିଜ ବିବାହ କୁ ନେଇ ଅନେକ ସ୍ବପ୍ନ ଦେଖି ଥାଆନ୍ତି ଓ ପୁରୁଷ ମାନେ ମଧ୍ୟ।

କାରଣ ବିବାହ ପରେ ସେମାନେ ସେମାନଙ୍କ ଅତୀତ କୁ ଭୁଲି ପରବର୍ତ୍ତୀ ବୈବାହିକ ଜୀବନକୁ କିପରି ସୁରୁଖୁରୁରେ ପରିଚାଳିତ କରିବେ ତାକୁ ନେଇ ଯୋଜନା କରିଥାନ୍ତି।

ସମସ୍ତ ପ୍ରକାର ଦୁଃଖ କଷ୍ଟ ଭିତରେ ସେମାନେ ସେମାନଙ୍କ ବୈବାହିକ ଜୀବନ କୁ ହସ ଖୁସି ରେ ଆଗେଇ ନେବା ପାଇଁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି।ଯେମିତି କୌଣସି ପରିସ୍ଥିତି ରେ ସେମାନେ ପରସ୍ପରର ହାତ ଛାଡ଼ି ଦେବନି। କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। ସାଂସାରିକ ଜୀବନରେ କିଛି ନା କିଛି କାରଣକୁ ନେଇ ଅଶାନ୍ତି ଏବଂ ବିଶୃଙ୍ଖଳା ଦେଖା ଦେଇଥାଏ ଏବଂ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥାଏ।

କାରଣ ସେମାନେ ଏମିତି କିଛି ଭୁଲ୍ କରି ବସନ୍ତି ଯାହା ସେମାନଙ୍କ ସମ୍ପର୍କ ରେ ତିକ୍ତତା ଭରି ଦେଇଥାଏ। ତେବେ ଆଜି ଆମେ ସେହି ଭଳି ଏକ ଘଟଣା ବିଷୟ ରେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ। ଯାହା ଜାଣିଲା ପରେ ଆପଣ ନିଶ୍ଚୟ ଅପମାନିତ ଏବଂ ଲଜ୍ଜିତ ହେବେ।ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶର ଏକ ଗ୍ରାମର।ଏ

ଠାରେ ଜଣେ ନବ ବିବାହିତା ଦମ୍ପତ୍ତି ଙ୍କ ବୈବାହିକ ଜୀବନରେ ଆସିଛି ଝଡ଼।କାରଣ ସ୍ତ୍ରୀ ଜଣଙ୍କ ସ୍ଵାମୀଙ୍କ ସହିତ ବିଶ୍ୱାସ ଘାତକତା କରିଛନ୍ତି। ବିବାହ ପରେ ମଧ୍ୟ ସେ ତାଙ୍କ ପ୍ରେମିକ ସହିତ ମିଳାମିଶା କରୁ ଥିଲେ। କେବଳ ମିଳାମିଶା ନୁହେଁ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲେ ଏହି ମହିଳା ଜଣଙ୍କ ତାଙ୍କ ପୂର୍ବତନ ପ୍ରେମିକ ସହିତ। ସ୍ବାମୀ କାମ ରେ ବାହାରକୁ ବାହାରି ଯିବା ପରେ ସ୍ତ୍ରୀ ଏହିଭଳି କାମ କରୁଥିଲେ ସ୍ଵାମୀଙ୍କ ପଛରେ।

ଚୋର ଘର ସବୁଦିନ ଅନ୍ଧାର ରହି ନଥିବା ଭଳି ଦିନେ ହଠାତ୍ ସ୍ଵାମୀଙ୍କ ପଛରେ ସ୍ତ୍ରୀ ଏହିଭଳି କାମ କରୁଥିବା ବେଳେ ହଠାତ୍ ସ୍ବାମୀ ଘରକୁ ଫେରି ଆସିଥିଲେ ଏବଂ ସ୍ତ୍ରୀ ଏ ବିଷୟରେ ଜାଣିବା ପରେ ନିଜ ପ୍ରେମିକ କୁ ଘରେ ଲୁଚାଇ ଦେଲେ ଏବଂ ସେ ତାଙ୍କୁ କହିଲେ କି ଝରକା ଦେଇ ଡେଇଁ ପଳାଇବାକୁ।ଏହି ସମୟରେ ସ୍ବାମୀ ଘରକୁ ପଶି ସ୍ତ୍ରୀ ର କାରନାମା ଜାଣି ପାରିଥିଲେ ଏବଂ ପ୍ରେମିକ କୁ ଧରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ।ଏହି ଘଟଣା ପରେ ସ୍ତ୍ରୀ ଲଜ୍ଜିତ ହୋଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।