ଦେଖନ୍ତୁ ଭିଡ଼ିଓ ! ସ୍ୱାମୀ ଘରେ ନଥିଲା ବେଳେ ସ୍ତ୍ରୀ କରୁଥିଲା ରାସଲୀଳା, ସ୍ୱାମୀ ଆସି ଦେଖିଦେଲା ତା’ ପରେ…..
ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ । ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ।
ତେବେ ପ୍ରତିଦିନ ଦିନ ଏମିତି କିଛି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଯେମିତି ଲାଗିବ ସଭ୍ୟ ସମାଜ ଆଜି ଅସଭ୍ୟ ପାଲଟି ଯାଇଛି । ଯାହାର ଯାହା ଇଚ୍ଛା ହେଉଛି ସେ କରୁଛି ।
ଆଜି କାଲି ଦୁନିଆ ରେ ସମ୍ପର୍କ ର ମାନେ ଯେପରି କିଛି ନାହିଁ। ତେବେ ସବୁଠୁ ପବିତ୍ର ସମ୍ପର୍କ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ କୁ କୁହାଯାଏ ଓ ଏହି ସମ୍ପର୍କ ଦୁଇ ଜଣଙ୍କ ବିଶ୍ୱାସ ରେ ଗଢି ଉଠିଥାଏ । ଆଜି ଆମେ ଆପଣ ଙ୍କୁ ଏକ ଏମିତି ଭିଡିଓ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।
ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ପତ୍ନୀ ବିବାହ ପରେ ମଧ୍ୟ ଅନ୍ୟ ଏକ ପୁରୁଷ ସହିତ ସମ୍ପର୍କ ରଖି ଥିଲା ଆଉ ସେହି ପୁରୁଷ ସହିତ ଲୁଚି ଛପି ଦେଖା ସାକ୍ଷାତ କରୁଥିଲା। ଏହି ଘଟଣା ବିଷୟ ରେ ତାର ସ୍ବାମୀ ଅବଗତ ନଥିଲେ । କିନ୍ତୁ କଥା ରେ ଅଛି ସତ କେବେ ଲୁଚି ରୁହେନି ।ତେବେ ଗୋଟିଏ ଦିନ ନିଜ ପ୍ରେମିକ କୁ ଘରକୁ ଡାକି ତା ସହିତ ମିଳାମିଶା କରୁଥିବା ସମୟ ରେ ହଠାତ୍ ତାଙ୍କ ସ୍ବାମୀ ଆସି ପହଞ୍ଚି ଯାଇ ଥିଲା । ଆଉ ସ୍ବାମୀ କୁ ଦେଖି ମହିଳା ଜଣଙ୍କ ଖୁବ୍ ଡରି ଯାଇଥିଲେ ।
ଆଉ ନିଜ ପ୍ରେମିକ ଥିବା ରୁମ୍ କୁ ନିଜ ସ୍ବାମୀ କୁ ଯିବା ପାଇଁ ଦେଉ ନଥିଲେ । କିନ୍ତୁ ସେ ଜୋର୍ ଜବରଦସ୍ତ ଘର ଭିତରକୁ ଯାଇ ଥିଲେ । ଠିକ୍ ଏତିକି ବେଳେ ପ୍ରେମିକ ଜଣଙ୍କ ବାଲକୋନୀ ସହାୟତା ରେ ତଳକୁ ଡେଇଁ ପଡ଼ିଥିଲେ ଓ ଦଉଡ଼ି ପଳାଇ ଯାଇଥିଲେ। ମହିଳା ଜଣଙ୍କ ସ୍ଵାମୀ ମଧ୍ୟ ତାକୁ ବହୁତ୍ ସମୟ ଜାଏ ଗୋଡ଼ାଇ ଥିଲେ କିନ୍ତୁ ତାକୁ ଧରିବାରେ ବିଫଳ ହୋଇଥିଲେ।
ଏହା ପରେ ମହିଳା ଜଣଙ୍କ ନିଜ ସ୍ବାମୀ ଙ୍କୁ ଭୁଲ୍ ମାଗିଥିଲେ । କାନ୍ଦି କାନ୍ଦି ତାଙ୍କ ଗୋଡ଼ ତଳେ ପଡି ଭୁଲ ମାଗିବାର ଭିଡିଓ ଟି ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ କେଉଁ ସ୍ଥାନ ର ଅଟେ ଏହି ସମ୍ପର୍କ ରେ କାହାକୁ କିଛି ଜଣା ନାହିଁ । ତେବେ ମହିଳା ଜଣଙ୍କ କାକୁତି ବିନତୀ ହୋଇ ଭୁଲ୍ ମାଗିବା ପରେ ମଧ୍ୟ ତାଙ୍କ ସ୍ଵାମୀ ତାଙ୍କୁ କ୍ଷମା କରି ନାହାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।