ସ୍ୱାମୀ ଘରେ ନ ରହିଲେ ସ୍ତ୍ରୀ ମାନେ କରନ୍ତି ଏହି କାମ ଯାହାକି ସ୍ୱାମୀ ମାନଙ୍କୁ ଜଣା ନ ଥାଏ l କଣ କରନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ…..
ଆମ ସମାଜରେ ପୁରୁଷ ଏବଂ ନାରୀ ହେଉଛନ୍ତି ଦୁଇଟି ଅଙ୍ଗ କିନ୍ତୁ ଏମାନଙ୍କୁ ମଦ୍ରା ର ଦୁଇଟି ପାର୍ଶ୍ୱ ବୋଲି କୁହାଯାଏ l କାରଣ ପୁରୁଷ କିମ୍ବା ନାରୀ ବିନା ଏ ସଂସାର ର କଳ୍ପନା କରିବା ଅସମ୍ଭବ l ଏହି ପୁରୁଷ ନାରୀ ମାନେ ନିଜର ପବିତ୍ର ମିଳନ ଦ୍ୱାରା ହିଁ ଏ ସଂସାର କୁ ଆଗେଇ ନେଇ ଥାନ୍ତି l ଆମ ସଂସ୍କୃତି ଏବଂ ଆମର ସମାଜ ସମ୍ପୂର୍ଣ ରୂପେ ଶାସ୍ତ୍ର ପୁରାଣ ଆଧାରିତ ଅଟେ l ତେଣୁ ସମ୍ପୂର୍ଣ ମାନବ ଜାତି ଏହାର ଅନୁସରଣ କରିବା ଉଚିତ l
ଆମ ସମାଜରେ ସମସ୍ତ ବ୍ୟକ୍ତି ଶାସ୍ତ୍ର ଅନୁସାରେ ନିଜର ଜୀବନ ଜାପନ ମଧ୍ୟ କରିଥାନ୍ତି l କିନ୍ତୁ ସମସ୍ତ ବ୍ୟକ୍ତି ନିଜର ପରିବାର ର ସୁଖ ପ୍ରତି ଧ୍ୟାନ ଦେବା ଉଚିତ l
କଣ କଲେ ଆମର ଘରେ ବାସ୍ତୁ ଦୋଷ ରହିବ ନାହିଁ l ଆଉ କଣ ସବୁ କାମ କଲେ ଆମ ଘରର ଅମଙ୍ଗଳ ହେବ ଏସବୁ ବିଷୟରେ ବର୍ଣ୍ଣନା ହୋଇଛି ଏହା ସହିତ ଏହାର ପ୍ରତିକାର ମଧ୍ୟ ଆମର ପୁରାଣ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି l ଆମର ପୂର୍ବଜ ମୁନି ଋଷି ମାନେ ନିଜର ତପସ୍ୟା ଶକ୍ତି ବଳରେ ସମସ୍ତ ଜ୍ଞାନ ଆହରଣ କରିଥିଲେ l
ଆଉ ସେମାନେ ସାମଗ୍ର ଜଗତର କଲ୍ୟାଣ ପାଇଁ ଏସବୁକୁ ଆମର ପୁରାଣରେ ଲେଖି ଯାଇଛନ୍ତି l ଯାହାକୁ ସମସ୍ତ ମାନବ ଜଗତ ଏହାକୁ ଅନୁସରଣ କରିବା ନିହାତି ଆବଶ୍ୟକ l ଯଦି ଜଣେ ବ୍ୟକ୍ତି ନିଜର କଲ୍ୟାଣ ସହିତ ନିଜର ପରିବାରର ସୁଖ ଏହା ସହିତ ନିଜର ସମାଜର କଲ୍ୟାଣ ଚାହୁଁଛନ୍ତି ତେବେ ଏସବୁ ନିୟମକୁ ନିଜ ଜୀବନରେ ପାଳନ କରି ନିଜର ବ୍ୟବହାର ନିୟନ୍ତ୍ରଣ କରିବା ଆବଶ୍ୟକ l
ଆଜି ଆମେ ଚାଲନ୍ତୁ ଜାଣିବା ସ୍ୱାମୀ ଘରେ ନ ରହିବା ସମୟ ରେ ସ୍ତ୍ରୀ ମାନେ କଣ କରନ୍ତି l ମହିଳା ମାନେ ଘରେ ଏକୁଟିଆ ରହିଲେ ସେମାନେ ସେମାନ ଙ୍କର ମନ ମୁତାବକ ପୁସ୍ତକ ପଢି ଥାନ୍ତି l ସେମାନ ସବୁବେଳେ ଜ୍ଞାନ ଜନକ ଓ ୠସେଇ ବହି ପଢା ପଢି କରି ଥାନ୍ତି l ପୁଣି କେତେବେଳେ ନିଜ ମନ କୁ ଆସୁଥିବା କାର୍ଯ୍ୟ କୁ କରନ୍ତି l
ଘରେ ଏକୁଟିଆ ରହିଲେ ଅଧିକ ସଜ ବାଜ ହୁଅନ୍ତି ଓ ଫୋଟ ଉଠେଇ ସମ୍ପର୍କୀୟ ପାଖା କୁ ପଠେଇ ଥାନ୍ତି l ସେମାନେ ମୋବାଇଲ ରୁ ଦେଖି ଅନେକ କାର୍ଯ୍ୟ ମଧ୍ୟ କରି ଥାନ୍ତି l ମନ କୁ ଯାହା ଆସେ ସେ ତାହା କରନ୍ତି l ସେମାନେ ଟିଭି ରୁ ୠସେଇ ଦେଖି ଭଲ ରାନ୍ଧି କରି ରଖି ଥାନ୍ତି ସେମାନଙ୍କ ସ୍ୱାମୀ ଙ୍କ ପାଇଁ l ଏହି ପରି ଅନେକ କାର୍ଯ୍ୟ କରି ଥାନ୍ତି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।