breaking news- ସାଉଥ ଇଣ୍ଡଷ୍ଟ୍ରି ର ଅଭିନେତା ସୂର୍ଯ୍ୟାଙ୍କୁ ଆକ୍ରମଣ କଲେ ମିଳିବ ୧ ଲକ୍ଷର ପୁରସ୍କାର।….ପ୍ରକୃତ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଅନେକ ସେଲିବ୍ରେଟି ରହିଛନ୍ତି ଯାହା ପାଇଁ ତାଙ୍କର ଫ୍ୟାନ୍ସ ମାନେ ତାଙ୍କୁ ଅତ୍ୟନ୍ତ ପାଗଳ ଭଳି ଭଲ ପାଇ ଥାଆନ୍ତି | ଏହି ସେଲିବ୍ରେଟି ମାନେ ତାଙ୍କ ଜୀବନ ଶୈଳୀ ରେ ଅନେକ କିଛି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି ଏବଂ ତାଙ୍କ ଫିଲ୍ମ କୁ ନେଇ ସେ ଖୁବ ଚର୍ଚ୍ଚା ରେ ଥାଆନ୍ତି | ତେବେ ସାଉଥ ଇଣ୍ଡଷ୍ଟ୍ରି ର ଅଭିନେତା ସୂର୍ଯ୍ୟା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ତାଙ୍କ ଅଭିନୟ ଓ ଷ୍ଟାଇଲ ଜରିଆରେ ସମସ୍ତ ଙ୍କ ମନ କୁ କିଣି ପାରିଛନ୍ତି |

କିନ୍ତୁ ସୂର୍ଯ୍ୟା ଙ୍କର ଫିଲ୍ମ କୁ ନେଇ ବର୍ତ୍ତମାନ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ | ଅଭିନେତା ସୂର୍ଯ୍ୟା ଙ୍କ ପାଇଁ ବଢିଲା ଅଡୁଆ, ଜୟ ଭୀମ ଫିଲ୍ମ କୁ ନେଇ ବର୍ତ୍ତମାନ ଟାର୍ଗେଟ |

ସୂର୍ଯ୍ୟା ଙ୍କୁ ଆକ୍ରମଣ କଲେ ମିଳିବ ଏକ ଲକ୍ଷ ଟଙ୍କା ର ପୁରସ୍କାର | ରିସେଣ୍ଟ ହିଟ ହୋଇ ଥିବା ଜୟ ଭୀମ ଫିଲ୍ମ କୁ ନେଇ ବିବାଦ ବଢିଲା, ସାଉଥ ଅଭିନେତା ସୂର୍ଯ୍ୟା ଙ୍କୁ ଖୋଲାଖୋଲି ଭାବେ ଧମକ ମିଳିଛି | ଯିଏ ଏହି ଅଭିନେତା ଙ୍କୁ ଆକ୍ରମଣ କରିବ ତାକୁ ନଗଦ ଏକ ଲକ୍ଷ ଟଙ୍କା ର ପୁରସ୍କାର ମିଳିବ |

ତେବେ ଏହିଭଳି କିଛି ଧମକ ଚମକ ପରେ ଏବେ ଅଭିନେତା ସୂର୍ଯ୍ୟା ଙ୍କର ସୁରକ୍ଷା ଚିନ୍ତା ବଢ଼ିବାରେ ଲାଗିଛି | ଏଥି ପାଇଁ ଚେନ୍ନାଇ ସ୍ଥିତ ଟି ନଗର ରେ ଥିବା ଅଭିନେତା ଙ୍କ ବାସ ଭବନ ଆଗରେ ପୋଲିସ କଡା ନଜର ରଖିଛି |

ଜୟ ଭୀମ ଫିଲ୍ମ କୁ ନେଇ ସେହି ସ୍ଥାନୀୟ ଲୋକ ମାନେ ବିରୋଧ କରିଛନ୍ତି ଏହା ସହିତ ଫିଲ୍ମ ନାଁ ରେ ଥାନା ରେ ମଧ୍ୟ ଅଭିଯୋଗ କରିଛନ୍ତି | ସମ୍ପ୍ରଦାୟ ର ପ୍ରତୀକ ବଳସ ନିଆଁ ଚି଼ହ୍ନ କୁ ଫିଲ୍ମ ରେ ବ୍ୟବହାର ଏବଂ ତାଙ୍କ ପ୍ରତି ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛି ବୋଲି କହିଛନ୍ତି |

ଏହାକୁ ନେଇ ପଟୁଲି ମକଲ କାଞ୍ଚି ବାଟିର ମଇଲା ତୁଠୁରେଇ ଜିଲ୍ଲା ସମ୍ପାଦକ ପନିର ସେଲଫମ୍ପ ଅଭିନେତା ସୂର୍ଯ୍ୟା ଙ୍କୁ ଆକ୍ରମଣ କଲେ ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ଦେବେ ବୋଲି ଗଣ ମାଧ୍ୟମ ଆଗରେ ଘୋଷଣା କରିଛନ୍ତି |

କେବଳ ସେତିକି ନୁହଁ ନଭେମ୍ବର 14 ତାରିଖ ଦିନ ଏହି ଦଳ ର କର୍ମ କର୍ତ୍ତା ମାନେ ସ୍ଥାନୀୟ ସିନେମା ହଲ ଉପରେ ଆକ୍ରମଣ କରି ଜବରଦସ୍ତ ସିନେମା ବନ୍ଦ କରିବାର ଧମକ ଦେଇଛନ୍ତି | ଜୟ ଭୀମ ଫିଲ୍ମ ର ପ୍ରଯୋଜକ ଓ ଅଭିନେତା ସୂର୍ଯ୍ୟା ଙ୍କ ବିରୋଧ ରେ ଆଇନ ଗତ ନୋଟିସ ମଧ୍ୟ ପଠାଇଛନ୍ତି | ତେବେ ଏହି ଘଟଣା କୁ ନେଇ ଏବେ ଅଭିନେତା ସୂର୍ଯ୍ୟା ଖୁବ ଚର୍ଚ୍ଚିତ ଅଛନ୍ତି ଏବଂ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ସୂର୍ଯ୍ୟା ଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।