ସର୍ବୋଚ୍ଚ ଅଦାଲତ ଙ୍କ ଐତିହାସିକ ନିଷ୍ପତି ! ପୁଅ ଭଳି ବୋହୁ ଙ୍କୁ ମଧ୍ୟ ମିଳିବ ସମାନ ଅଧିକାର, ଯଦି ନମିଳେ ତେବେ ଦୃଢକାର୍ଯ୍ୟାନୁଷ୍ଠାନ …..ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…..

ମହିଳା ଏବଂ ପୁରୁଷ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ପୁରୁଷଙ୍କ ଭଳି ନାରୀ ମାନେ ସମାଜରେ ସମାନ ସୁବିଧା ସୁଯୋଗ ପାଇବା ଆବଶ୍ୟକ। କାରଣ ନାରୀ ଆଜି ଶୁ ଦୁର୍ବଳ ହୋଇ ରହି ନାହିଁ। ବରଂ ଅନେକ ସ୍ଥାନରେ ନାରୀ ଆଜି ତାର ପାରଦର୍ଶିତା ଦେଖାଇବାରେ ସଫଳ ହୋଇଚି।ତେବେ ଆଜିର ଆମ ସମାଜ ବହୁତ ଆଗକୁ ଗଲାଣି ।

କିନ୍ତୁ ଆଜିବି ମଣିଷ ମାନଙ୍କ ମନ ରେ ନାରୀ ମାନଙ୍କ ପ୍ରତି ସେହି ପୂର୍ବ ଭଳି ସମାନ ଚିନ୍ତାଧାରା ରହିଛି। ଆଉ ଅନେକ ସ୍ଥାନ ରେ ଆଜିବି ନାରୀ ମାନଂକୁ ଆଗକୁ ବଢ଼ିବା ଦିଆ ଯାଉ ନାହିଁ। ତେବେ ଏହା ଆଦୌ ସମାଜରେ ଗ୍ରହଣୀୟ ନୁହେଁ।

କାରଣ ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ପୁରୁଷ ଓ ନାରୀ ର ସମାନ ଅଧିକାର ନିଶ୍ଚିତ ରହିଛି। ଆଗରୁ ନାରୀକୁ ଯେତିକି ନିର୍ଯାତନା ଦିଆ ଯାଉଥିଲା ଏବେ ତାର ହାର କମିଥିଲେ ମଧ୍ୟ ନିର୍ଯାତନା ଏବେବି ଦିଆ ଯାଉଛି। ଝିଅ ମାନଙ୍କ ଇଚ୍ଛା ବିରୋଧରେ ବିବାହ କରିଦେବା ଆଦି ଘଟଣା ଝିଅ ମାନଂକୁ ନିଜର ହକ୍ ଛଡାଇ ନେବା ସଦୃଶ ହୋଇଥାଏ। ତେବେ ଅନେକ ସ୍ଥାନ ରେ ଏହା ମଧ୍ୟ ଦେଖା ଯାଏ କି ବିବାହ ପରେ ଶାଶୁ ଘର ଲୋକ ବହୁ କୁ ପର ଘର ଝିଅ କହି ତାକୁ ସମସ୍ତ କାର୍ଯ୍ୟ କରାଇଥାନ୍ତି।

ତାକୁ କଷ୍ଟ ମାନସିକ ଶାରିରୀକ ନିର୍ଯ୍ୟାତନା ଦେଇଥାନ୍ତି ଏବଂ ସର୍ବୋପରି ବୋହୂକୁ ସମ୍ପତି ରୁ ବଂଚିତ ମଧ୍ୟ କରି ଥାନ୍ତି।ଆଉ ଯାହା ପାଇଁ ସ୍ତ୍ରୀ ଟି ଶାଶୁ ଘରେ ଅସହାୟ ହୋଇ ଯାଏ। ସେଥିପାଇଁ ନିକଟରେ ନ୍ୟାୟାଳୟ ନାରୀ ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।ଜଷ୍ଟିସ ଚନ୍ଦ୍ର ସେଡୁ ଙ୍କ ଅଧକ୍ଷତା ରେ ଏକ ମାମଲା ର ଶୁଣାଣି କରିବାକୁ ଯାଇ ପୂର୍ବରୁ ନିଷ୍ପତି କୁ ବଦଳାଇ ଦେଇ ଏଭଳି ନୁସ୍ପତି ନେଇଛନ୍ତି ମାନ୍ୟବର ଅଦାଲତ।

ତେବେ ଏବେ ଜଷ୍ଟିସ ଚନ୍ଦ୍ର ସେଡୁ ଙ୍କ ଅଧକ୍ଷତା ରେ ଏକ ମାମଲା ର ଶୁଣାଣି କରିବାକୁ ଯାଇ ପୂର୍ବରୁ ନିଷ୍ପତି କୁ ବଦଳାଇ ଦେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ଅଦାଲତ।ସୁପ୍ରିମକୋର୍ଟ ଙ୍କ କହିବା ଅନୁଯାୟୀ ମଧ୍ୟ ବିବାହିତ ମହିଳା ଙ୍କୁ ସମ୍ପୁର୍ଣ୍ଣ ଅଧିକାର ମିଳିବାରୁ କେହି ବଞ୍ଚିତ କରି ପାରିବେ ନାହିଁ।

ସେହିପରି ଏକ ମାମଲାର ଶୁଣାଣି କରି ଦିଲ୍ଲୀର ସର୍ବୋଚ୍ଚ କୋର୍ଟ ଏଜ ନୂତନ ରାୟ ଶୁଣାଇଛନ୍ତି ଯେ ସ୍ୱାମୀ ଘରେ ସ୍ତ୍ରୀ ର ସମ୍ପୁର୍ଣ୍ଣ ଅଧିକାର ରହିବ। ଏହାକୁ କେହି ବଳ ପୂର୍ବକ କିମ୍ବା ନିର୍ଯାତନା ଦେଇ ଛିନ୍ନ କରି ପାରିବେ ନାହିଁ। ଶାଶୁ ଘରର ସମ୍ପତ୍ତି ଉପରେ ପୁଅ ଭଳି ବୋହୁ ର ସଂପୂର୍ଣ୍ଣ ଅଧିକାର ରହିବ।ସେ ସମସ୍ତ ସମ୍ପତ୍ତି ପାଇବାର ସମାନ ହକଦାର ଅଟେ। ଏହାକୁ କେହି ଛଡାଇ ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।