ଓଡ଼ିଆ ସିରିଏଲ ହିରୋଇନ SUMAN PATTNAIK ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…
ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଯାହାକି ସେଥି ମଧ୍ୟରୁ ଆମର ପ୍ରିୟ କଳାକାର ମଧ୍ୟ ରହିଛନ୍ତି ଯାହାଙ୍କର ଫିଲ୍ମ ହେଉ କିମ୍ବା ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଆମେ ଚାତକ ଭଳି ଚାହିଁ ରହି ଥାଉ | ସେହିଭଳି ଭାବରେ ସିରିଏଲ ମଧ୍ୟ ଏପରି ଏକ ଜଗତ ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ସନ୍ଧ୍ୟା ସମୟ କୁ ଅନାଇ ବସି ଥାଆନ୍ତି ଆଉ ସମୟ ହୋଇ ଗଲେ ନିଜ ପ୍ରିୟ ର ଧାରାବାହିକ କୁ ଲଗାଇ ଦେଇ ଥାଆନ୍ତି | ତେବେ ଏହା ମଧ୍ୟ ସତ ଯେ ସେଲିବ୍ରେଟି ଙ୍କ ଜୀଵନ ଶୈଳୀ ସାଧାରଣ ଭାବରେ ଭିନ୍ନ ହୋଇ ଥାଏ ଯାହାକି ଷ୍ଟାଇଲିସ ହୋଇ ଥାଏ |
ଏମାନେ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି ଯାହାକି ତାଙ୍କର ଯେ କୌଣସି ଭିଡ଼ିଓ ହେଉ ସେ ତାହାକୁ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ଅଭିନେତ୍ରୀ ଙ୍କ ସମ୍ପର୍କ ରେ ଜାଣିବା ଯିଏ କି ନିଜ ଚୁଲବୁଲି ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି | ତେବେ ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସୁମନ ପଟ୍ଟନାୟକ ଯିଏ କି ଅନେକ ସିରିଏଲ ରେ କାମ କରି ଦର୍ଶକ ମାନଙ୍କର ଭଲ ପାଇବାକୁ ଜିତି ପାରିଛନ୍ତି |
ସୁମନ ପଟ୍ଟନାୟକ ଙ୍କର ଏକ୍ଟିଂ ଓ ପୋରସନାଲ ଲାଇଫ :-
ତେବେ ସୁମନ ପଟ୍ଟନାୟକ ଯିଏ କି 18 ସେପ୍ଟେମ୍ବର ରେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ | ଆଉ ଯାହା କୁହାଯାଉଛି କି ସୁମନ ଙ୍କର ସ୍କୁଲ ଓ କଲେଜ ଲାଇଫ ମଧ୍ୟ ଭୁବନେଶ୍ୱର ରେ ବିତାଇଛନ୍ତି | ଆଉ ଯେଉଁଠି କୁହାଯାଉଛି କି ସୁମନ ଙ୍କର ହାଇଟ 5 ଫୁଟ 5 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 49 | ଆଉ ଯେଉଁଠି କୁହାଯାଉଛି କି ସୁମନ ପଟ୍ଟନାୟକ ଅଡିସନ ମାଧ୍ୟମରେ ପ୍ରଥମେ ଫ୍ଲିମ ଜଗତକୁ ଏଣ୍ଟ୍ରି କରିଥିଲେ |
ତାହା ସହିତ ସୁମନ ସେଥିରେ ଉଇନ କରିବା ପରେ ଜୟ ମା ଲକ୍ଷ୍ମୀ ରେ ଅଭିନୟ କରିଥିଲେ ଆଉ ତାହା ପରେ ସୁମନ ପଟ୍ଟନାୟକ ” ତାରିଣୀ ଆଖିରେ ତାରା ” ସିରିଏଲ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି |
କେବଳ ସିରିଏଲ ରେ ସେ ଅଭିନୟ କରିଛନ୍ତି ତାହା ନୁହେଁ ବର ଅନେକ ଆଲବମ ମ୍ୟୁଜିକ ରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଛି ଯେଉଁ ଗୀତ ଗୁଡ଼ିକ ହିଟ ମଧ୍ୟ ହୋଇଛି | ତେବେ ସେ ଏହା ସହିତ ଜି ସାର୍ଥକ ରେ ନିଜ ଅଭିନୟ ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ମଧ୍ୟ ପାଇଛନ୍ତି | ତେବେ ସୁମନ ନିଜ ଇନଷ୍ଟା ଆକାଉଣ୍ଟ ରେ ନିଜର ସୁନ୍ଦର ସୁନ୍ଦର ଫଟୋ ସବୁ ଉପଲୋଡ କରି ଥାଆନ୍ତି ଯାହାକି ବେସ ସୁନ୍ଦର ରହିଛି |