ସ୍ୱାମୀଙ୍କ ସହିତ ବିଦେଶରେ ହନିମୁନ କରୁଛନ୍ତି ଓଡିଆ ହିରୋଇନ ରିୟା (Riya) – ଦେଖନ୍ତୁ ଭିଡିଓ

ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଥିଲା ତାହା ହେଉଛି ଅଲିଉଡ ର ଅଭିନେତ୍ରୀ ରିୟା ଓ ସୁନୀଲ ଙ୍କର ମେରେଜ କୁ ନେଇକି ଭାଇରାଲ ହେଇଥିବା କିଛି ଭିଡ଼ିଓ | ଆଉ ଯେଉଁଥିରେ ଦେଖିବାକୁ ମିଳିଥିଲା ଅଲିଉଡ ର ବେଶ ଜଣା ଶୁଣା ସମସ୍ତଙ୍କର ପ୍ରିୟ ଚୁଲବୁଲି ନାୟିକା ରିୟା ଦେ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି | ଆଉ ସେ ସୁନୀଲ ଙ୍କୁ ବିବାହ କରିଛନ୍ତି ଆଉ ଯିଏ କି ଜଣେ ବହୁତ ବଡ଼ ବିଜନେସ ମେନ ଭାବରେ ଚାରିଆଡେ ବେଶ ପ୍ରସଂଶା ଅର୍ଜନ କରିଛନ୍ତି |

ତେବେ ବର୍ତ୍ତମାନ ବିବାହ ପରେ ହନିମୁନ ରେ ଯାଇଛନ୍ତି କ୍ୟୁଟ କପୁଲ | ଆଉ ଫୋରେନ ରେ ମଧ୍ୟ ବେଶ ଏନଜୟ କରୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି ସେ 2010 ମସିହା ରେ ତାଙ୍କର ଅଭିନୟ ର ଜୀବନ ଆରମ୍ଭ କରିଥିଲେ । ଆଉ ପ୍ରଥମେ ସେ ସାଇଟ ହିରୋଇନ ଭାବରେ କାମ କରୁଥିଲେ କିନ୍ତୁ ପରେ ସେ ମୁଖ୍ୟ ଅଭିନେତ୍ରୀ ଭାବ ରେ ଅଭିନୟ କରିଥିଲେ ।ତେବେ ତାଙ୍କର ଅଭିନୟ ଖୁବ ଲୋକପ୍ରିୟ ରହିଛି। ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଅଭିନେତ୍ରୀ ରିୟା ଙ୍କ ବିବାହ ପରେ ହନିମୁନ ଟ୍ରିପ ର ଭିଡ଼ିଓ ଆସନ୍ତୁ ଜାଣିବା ଏହି ଭିଡ଼ିଓ ଟି ବିଷୟ ରେ।


ତେବେ ଏହି ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି ଯେ, ରିୟା ସ୍ୱାମୀ ସୁନୀଲ ଙ୍କ ସହ ଏକ ଫରେନ ଦେଶ କୁ ବୁଲିବା ପାଇଁ ଯାଇଛନ୍ତି। ଭିଡ଼ିଓ ରେ ଏକ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ର ଭରପୁର ସମୁଦ୍ର କୁଳ ଦେଖା ଯାଇଛି ଏବଂ ଦେଖା ଯାଇଛି ଯେ ଉଭୟ ଯେଉଁ ରୁମ ରେ ରହିଛନ୍ତି ତାହା ଅତ୍ୟନ୍ତ ସୁନ୍ଦର ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ପ୍ରସ୍ତୁତି ହୋଇଛି ।

ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି ଆପଣ ମଧ୍ୟ ଏହାକୁ ଦେଖନ୍ତୁ। ଏବଂ ଉଭୟ ଏହିପରି ସର୍ବଦା ହସ ଖୁସିରେ ରୁହନ୍ତୁ ବୋଲି ଆଶା କରୁଛୁ।

ତେବେ ଦୁଇଜଣ ବେଶ ଖୁସି ରେ ସାଙ୍ଗ ହୋଇ ବାହାରେ ବୁଲାବୁଲି କରୁଥିବାର ନଜର ଆସିଛନ୍ତି | ଯାହା କୁହାଯାଉଛି କି ସାଙ୍ଗ ହୋଇ ବୁଲିବାର ମଜା କିଛି ଅଲଗା ଥାଏ ହୋନିମୁନ ରେ ବୋଲି ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତେବେ ରିୟା ଙ୍କ ସହିତ ତାଙ୍କର ସ୍ୱାମୀ ସୁନୀଲ ସେମ ରଙ୍ଗର ଡ୍ରେସ ପିନ୍ଧିଛନ୍ତି ଆଉ ତାହା ସହିତ ଫୋରେନ ରେ ମଧ୍ୟ ଦୁଇଜଣ ବିନ୍ଦାସ ହୋଇ ବୁଲୁଛନ୍ତି ଆଉ ସମସ୍ତ ଜିନିଷ କୁ ଭରପୁର ଏନଜୟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଏହି ଭିଡ଼ିଓ କୁ ସମସ୍ତେ ପସନ୍ଦ ମଧ୍ୟ କରିଛନ୍ତି |