ସ୍ୱାମୀଙ୍କ ଅନୁପସ୍ଥିତି ରେ ରାତି 2ଟାରେ ପ୍ରେମିକ ସହ ସ୍ତ୍ରୀ କରୁଥିଲେ ରାସଲୀଳା, ଧରିନେଲେ ସ୍ବାମୀ, ଆଉ ତାପରେ….ଦେଖନ୍ତୁ ଭିଡ଼ିଓ
ଆପଣ ମାନେ ତ ଜାଣିଛନ୍ତି ସ୍ୱାମୀ ସ୍ତ୍ରୀ କେତେ ଯେ ପବିତ୍ର ବନ୍ଧନ ବା ସମ୍ପର୍କ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥାଏ ଯାହାକି ସ୍ୱାମୀ ର ସବୁ ଦୁଃଖସୁଖ ରେ ସ୍ତ୍ରୀ ହିଁ ଭାଗିଦାର ହୋଇଥାଏ ଆଉ ଖରାପ ସମୟରେ ତାର ସାହସ ମଧ୍ୟ ପାଲଟି ଥାଏ | କିନ୍ତୁ ଆଜିକାଲି ସମାଜ ରେ ସ୍ୱାମୀ ସ୍ତ୍ରୀ ଭିତରେ ଥିବା ମଧୁର ସମ୍ପର୍କ ବହୁତ କମ ଦେଖିବା ପାଇଁ ମିଳୁଛି ଏହି ଯୁଗରେ ପରକୀୟା ପ୍ରୀତି ଅନେକ ସମୟରେ ଦେଖିବା ପାଇଁ ମିଳୁଛି | କେତେ ବେଳେ ସ୍ୱାମୀ ଅନ୍ୟ କେଉଁଠି ଖରାପ ସମ୍ପର୍କ ରଖୁଛି ତ ପୁଣି କେଉଁଠି ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖୁଛି |
ଶାରୀରିକ ସମ୍ପର୍କ ରଖିବା ପାଇଁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିବେକ ବୁଦ୍ଧି ମଧ୍ୟ ହରାଇ ବସନ୍ତି, ଆଉ ଏବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି | ତେବେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଏଭଳି ନାରୀ ପ୍ରତି ଆପଣ ମଧ୍ୟ ଖୁବ ନିନ୍ଦା ଅନୁଭବ କରିବେ, ଆସନ୍ତୁ ଏହି ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |
ତେବେ ସେଭଳି ଏକ ନିନ୍ଦନୀୟ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଖୁବ ଲଜ୍ୟା ଅନୁଭବ କରିବେ | ଦେଖିବାକୁ ମିଳିଛି କି ଏକ ବିବାହିତା ମହିଳା ରାତି ଅଧରେ ଘରେ କେହି ନଥିବା ସମୟରେ ଅନ୍ୟ ଏକ ଯୁବକ ଙ୍କୁ ନିଜ ରୁମ ରେ ପୁରାଇଛି |
ଆଉ ତା ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଛି, କିନ୍ତୁ ତାଙ୍କର ସମ୍ପର୍କ କୁ ନେଇ ସ୍ୱାମୀ ଅନେକ ଦିନରୁ ସନ୍ଦେହ କରି ଆସୁ ଥିଲେ | ଆଉ ସେ ଘରେ ଅନ୍ୟ ପୁରୁଷ ଙ୍କୁ ପୁରାଇ ଥିବା ସମୟରେ ସ୍ୱାମୀ ଆସି ଘରେ ପହଞ୍ଚି ଯାଇ ଥିଲେ ଆଉ ଦୁହିଁଙ୍କୁ ପୁରା ରେଡ଼ ହ୍ୟାଣ୍ଡ ରେ ଧରି ଥିଲେ |
ତେବେ ସ୍ୱାମୀ ଏହି ଦୃଶ୍ୟ ଦେଖି ଏଭଳି କାଣ୍ଡ କୁ ମୋବାଇଲ ରେ ରେକର୍ଡ କରିବା ଆରମ୍ଭ କରି ଦେଇ ଥିଲେ, କିନ୍ତୁ ଅନ୍ୟ ଜଣ ନେହୁରା ହୋଇ କହୁଥାନ୍ତି କି ଭାଇ ମୁଁ ସେମିତି କିଛି ଉଦେଶ୍ୟ ରେ ଆସି ନାହିଁ ଦୟା କରି ପ୍ଲିଜ ଭିଡ଼ିଓ କରିବା ବନ୍ଦ କର ଏହା କହି ତାଙ୍କ ଗୋଡ଼ ତଳେ ପଡ଼ି ଯାଉ ଥିଲେ | କିନ୍ତୁ ରାତି 2 ଟା ବେଳେ କେଉଁ କାମ କହି ସ୍ୱାମୀ ଭିଡ଼ିଓ କରିବାକୁ ଲାଗୁ ଥାଆନ୍ତି | ତେବେ ସେ ନିଜେ ଏହି ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଏଭଳି କିଛି ବ୍ୟକ୍ତି ଓ ମହିଳା ଙ୍କ ପାଇଁ ଆଜିର ସମାଜ କଳୁଷିତ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।