ଏହି 3 ଟି ନାମର ମହିଳା ମାନଙ୍କୁ ସେମାନଙ୍କ ସ୍ୱାମୀ କେବେ ମଧ୍ୟ ସନ୍ତୁଷ୍ଟ କରିପାରନ୍ତି ନାହିଁ

ତେବେ ଆପଣ ତ ଜାଣିଛନ୍ତି ବିବାହ ସାତ ଜନ୍ମର ବନ୍ଧନ ହୋଇ ଥାଏ ଯାହାକି ଏକ ପବିତ୍ର ସମ୍ପର୍କ ବୋଲି ମାନା ଯାଇଥାଏ | ତେବେ ପ୍ରତେକ ବ୍ୟକ୍ତି ଙ୍କର ଇଚ୍ଛା ଥାଏ କି ତାଙ୍କୁ ଏକ ସୁନ୍ଦର ଓ ଗୁଣଵାନ ସ୍ତ୍ରୀ ଟିଏ ମିଳୁ ଯିଏ କି ତାଙ୍କୁ ଖୁସି ବାସ ଦେଇ ପାରୁ ଥିବ | ସେଭଳି ମହିଳା ମାନଙ୍କର ଇଚ୍ଛା ଥାଏ କି ତାଙ୍କୁ ମଧ୍ୟ ସୁନ୍ଦର ଓ ଗୁଣଵାନ ସ୍ୱାମୀ ଟିଏ ମିଳୁ | ତେବେ ଆଜି ଆମେ 3 ଟି ପ୍ରଥମ ଅକ୍ଷର ନାମର ମହିଳା ଙ୍କ କଥା କହିବୁ ଯାହାକୁ ବିବାହ କଲେ ସ୍ୱାମୀ ମାନେ ସବୁବେଳେ ଅସନ୍ତୁଷ୍ଟ ରହୁଥାନ୍ତି |

1. K ନାମର ମହିଳା :-

ଯେଉଁ ମହିଳା ମାନଙ୍କର ନାମ K ଅକ୍ଷର ରେ ଆରମ୍ଭ ହୋଇ ଥାଏ ସେମାନେ ଘର ଚଳାଇବା କ୍ଷେତ୍ରରେ ବହୁତ ବୁଦ୍ଧିମତା ହୋଇ ଥାଆନ୍ତି କାରଣ ଏମାନେ ଖୁବ ସହନଶୀଳତା ହୋଇ ଥାଆନ୍ତି | ଏହି ମହିଳା ମାନେ ନିଜ ସ୍ୱାମୀ ଙ୍କର ଦାୟିତ୍ୱ ବାରମ୍ବାର ମନେ ପକାଇ ଦେଇ ଥାଆନ୍ତି |

ଏମାନେ ତାଙ୍କ ସ୍ୱାମୀ ଙ୍କ ଛଡ଼ା ଗୋଟିଏ ମୁହୂର୍ତ୍ତ ବି ରହି ପାରନ୍ତି ନାହିଁ ଯାହାକି ଏମାନେ ଚାହାଁନ୍ତି କି ଏମାନଙ୍କ ସ୍ୱାମୀ ଯାହାବି କାମ କରୁଛି ତାଙ୍କୁ ପଚାରିକି କରୁ ଆଉ ଯେତେ ବେଳେ ଏହା ନୁହେଁ ସେମାନେ ଖୁବ ରାଗି ଯାଆନ୍ତି | ଏହା ସହିତ ଏହି ମହିଳା ମାନେ କଥା ଲୁଚେବାରେ ମଧ୍ୟ ଖୁବ ମାହିର ହୋଇ ଥାଆନ୍ତି |

2. P ନାମର ମହିଳା :-

ଯେଉଁ ମହିଳା ମାନଙ୍କର ନାମ P ଅକ୍ଷର ରେ ଆରମ୍ଭ ହୋଇ ଥାଏ ସେମାନେ ବହୁତ ପରିଶ୍ରମି ହୋଇ ଥାଆନ୍ତି | ଏମାନେ ଚାହିଁ ଥାଆନ୍ତି କି ଏମାନଙ୍କ ସ୍ୱାମୀ ଯାହା କାମ କରୁଛି ତାହା ପଚାରିକି କରୁ ଆଉ ତାହା ନକଲେ ସେମାନେ ଏଭଳି କାମ କୁ ସହି ପାରନ୍ତି ନାହିଁ | ଏହି ମହିଳା ମାନେ ନିଜ ଘରକୁ ସବୁବେଳେ ସଜେଇ ରଖିବା ପାଇଁ ପସନ୍ଦ କରି ଥାଆନ୍ତି ଏବଂ ଏମାନେ ସପିଙ୍ଗ କରିବା ପାଇଁ ବେସ ପସନ୍ଦ କରିଥାନ୍ତି |

କିନ୍ତୁ ଏମାନେ ନିଜ ସ୍ୱାମୀ ଙ୍କ ସହିତ ସପିଙ୍ଗ କରିବାକୁ ଟିକେ ଅଧିକ ଭଲ ପାଇ ଥାଆନ୍ତି | ଏହା ସହିତ ଏହି ମହିଳା ମାନେ ନିଜ ଛୁଆ ର ବହୁତ କେୟାର ନେଇ ଥାଆନ୍ତି ଏବଂ ନିଜ ଛୁଆ କୁ ସବୁବେଳେ ଭଲ ଭଲ ସଂସ୍କାର ମଧ୍ୟ ଦେଇ ଥାଆନ୍ତି |

3. S ନାମର ମହିଳା :-

 

ଯେଉଁ ମହିଳା ଙ୍କର ନାମ S ରେ ଆରମ୍ଭ ହୋଇ ଥାଏ ସେମାନଙ୍କ ପାଖରେ ବହୁତ ଧୋର୍ଯ୍ୟ ଶକ୍ତି ରହିଥାଏ | ଏମାନେ ନିଜ ପ୍ରଶଂସା ଶୁଣିବା ପାଇଁ ଚାହିଁଥାନ୍ତି , ସବୁ କାମକୁ ମନ ଲଗାଇ କରିବା ପରେ ମଧ୍ୟ ଯଦି ଏମାନଙ୍କୁ କେହି ପ୍ରଶଂସା କରେ ନାହିଁ ସେତେବେଳେ ଏମାନେ ବହୁତ ରାଗି ଯାଇଥାନ୍ତି | ଏମାନେ ଚାହାଁନ୍ତି ତାଙ୍କ ସ୍ୱାମୀ ସବୁବେଳେ ତାଙ୍କ ବିଷୟରେ ହିଁ ଭାବୁ , ସବୁବେଳେ ତାଙ୍କୁ ପ୍ରଶଂସା କରୁ | ଯଦି ଏମାନଙ୍କୁ କେହି ବି ଅଣ ଦେଖା କରେ ତେବେ ତାହାକୁ ଏମାନେ ବିଲକୁଲ ସହି ପାରନ୍ତି ନାହିଁ | ଏମାନେ ଚାହାଁନ୍ତି କି ତାଙ୍କ ପରିବାର ଲୋକ ସବୁବେଳେ ତାଙ୍କ ଉପରେ ସନ୍ତୁଷ୍ଟ ରୁହନ୍ତୁ କିନ୍ତୁ ଏମାନେ ତାଙ୍କ ଉପରେ କେବେ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ |