ସ୍ୱାମୀ ଥାଇ ପ୍ରେମିକ ସହିତ ବିବାହିତା ମହିଳା କରୁଥିଲେ ରାସଲୀଳା, କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବୀଙ୍କ ଯୁବତୀ ଏମିତି କିଛି କରିଛନ୍ତି ଯାହାକୁ ଶୁଣିବାପରେ ଆପଣ ମାନେ ମଧ୍ୟ ଚମକି ପଡିବେ। ଆଉ ଯୁବତୀ ଜଣଙ୍କ ବିବାହ କରିବା ପରେ ଅନ୍ୟ ଏକ ପୁରୁଷ ସହିତ ରାତି ଅଧରେ କଥା ହୋଇଥିବା ସମୟରେ ଜାଣିବା ପରେ ସ୍ୱାମୀ ଯାହା କଲେ ଜାଣିଲେ ମୁଣ୍ଡରେ ହାତ ଦେବେ।

ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ଯୁବତୀ ପ୍ରେମ କରି ନିଜ ସ୍ୱାମୀ ଠାରୁ ମାଡ଼ ଖାଇଥିବା ନେଇ ଶୁଣିବାକୁ ମିଳୁଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି। ଆଉ ସେହି ଯୁବତୀ ଜଣଙ୍କ ପ୍ରେମ ଏବେ ବାହାରକୁ ଆସିଛି ଯାହା ଆପଣ ଏବେ ଏଠାରେ ଶୁଣିବାକୁ ପାଇଥିବେ।

ବିଭିନ୍ନ ସମୟରେ ଏମିତି ସବୁ ଘଟଣା ଭାଇରଲ ହୋଇଥାଏ ଯାହା ଆପଣ ମାନେ ଦେଖିବାକୁ ପାଇଥିବେ। ବର୍ତ୍ତମାନ ସମୟ ରେ ଅନେକ ଘଟଣା ନଜରକୁ ଆସିଥାଏ ଯେଉଁଠି ଯୁବକ ଓ ଯୁବତୀ ନୂଆ ବିବାହ କରିଥିଲେ ମଧ୍ୟ ଅନ୍ୟ ପୁରୁଷ ଓ ମହିଳା ଙ୍କ ସହିତ ପ୍ରେମ ସମ୍ପର୍କ ରଖି ଥାଆନ୍ତି।

ଆଉ ଏହି ସମ୍ପର୍କ ରଖିବା ପରେ ଧୀରେ ଧୀରେ ତାହା ସମସ୍ତେ ଜାଣି ଥାନ୍ତି।।ଆଉ ପରବର୍ତ୍ତୀ ସମୟରେ ଏମିତି ସବୁ ଘଟଣା ସାମ୍ନା କୁ ଆସିଥାଏ ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଛନ୍ତି।

ଆଉ ପ୍ରେମ ଏମିତି ଯାହାକୁ ଜଣେ ବିବାହ କରିବା ପରେ ମଧ୍ୟ ଆଉ ଜଣଙ୍କ ସହିତ ସମ୍ପର୍କ ରଖି ଥାଏ। ଆଉ ଏହି ପ୍ରେମ କୁ ନେଇ ଅନେକ ଘଟଣା ମଧ୍ୟ ଘଟି ଯାଇ ଥାଏ। ଆଗରୁ ଅନେକ ଘଟଣା ଦୃଶ୍ୟମାନ ହୋଇଛି ଯେଉଁଠି ପ୍ରେମ ପାଇଁ କେହି କେହି ନିର୍ଯ୍ୟାତନା ସହ୍ୟ କରି ନ ପାରି ନିଜର ଜୀବନ କୁ ହାରି ଦେଇ ଥାଆନ୍ତି। ଆଉ ଏହି ପ୍ରେମ କୁ ନେଇ ଅନେକ ପାରିବାରିକ କଳହ ମଧ୍ୟ ସୃଷ୍ଟି ହୋଇଥାଏ ଯାହାର ଭିଡ଼ିଓ ଅନେକ ସମୟରେ ନଜରକୁ ଆସିଥାଏ। ଆଉ ଏବେ ଏହିଠାରେ ଜଣେ ଯୁବତୀ ଏମିତି କିଛି କରିଛନ୍ତି ଯାହା ପାଇଁ ସାରା ରାଜ୍ୟରେ ଏବେ ଚର୍ଚ୍ଚା କୁ ଆସିଛନ୍ତି।

ଆଉ ଏହି ଯୁବତୀ ଜଣଙ୍କ କିଛି ଦିନ ତଳେ ବିବାହ କରିଥିଲେ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଏକ ପୁରୁଷ ସହିତ ପ୍ରେମ କାରିଥିଲେ ଯାହାକୁ ନେଇ ସ୍ୱାମୀ ମଧ୍ୟ ଜାଣି ପାରିଥିଲେ। ଆଉ ଜାଣିବା ପରେ ଫୋନ ଛଡେଇ ନେଇଛନ୍ତି ବୋଲି ସେହି ଯୁବତୀ ଏଠାରେ କହିଛନ୍ତି। ଆଉ ନିଜର ସ୍ୱାମୀ ରହିଥିବା ସମୟ ରେ ଅନ୍ୟ ଏକ ପୁରୁଷ ସହିତ ସମ୍ପର୍କ କୁ ନେଇ ସ୍ୱାମୀ ରାଗି ଯାଇ ଛାଡି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ଏଠାରେ ଶୁଣିବାକୁ ମିଳୁଛି। ବର୍ତ୍ତମାନ ସମୟ ରେ ସେ ନ୍ୟାୟ ଦାବିରେ ରହିଛନ୍ତି ଯାହା ସୂଚନା ମିଳିଛି।