ollywood news- ସୁଟିଂ ସେଟରେ ଅଘଟଣ, ପାଣିରେ ବୁଡି ଗଲେ ଲିପ୍ସା ମିଶ୍ର …ପୁରା ଭି଼ଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ….

ଆମେ ଟିଭି ଏବଂ ମୋବାଇଲ ରେ ଅନେକ ସିରିଏଲ ଏବଂ ଫିଲ୍ମ ଦେଖି ଥାଉ ଯାହା ଦ୍ୱାରା ସେଥିରେ ଅଭିନୟ କରୁ ଥିବା ସେଲିବ୍ରେଟି ଙ୍କୁ ଭଲ ମଧ୍ୟ ପାଇ ଥାଉ | ଏହି ସେଲିବ୍ରେଟି ଙ୍କର ଏମିତି କିଛି ଦୁଃଖ ଆଉ ସୁଖ ସେମାନେ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି ଯାହାକୁ ଅନେକ ଲୋକ ମଧ୍ୟ ଦେଖି ଥାଆନ୍ତି | ତେବେ ଆପଣ ତ ଓଲିଓଡ଼ ଲୋକ ପ୍ରିୟତା ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ଅନେକ ଫିଲ୍ମ ଏବଂ ସିରିଏଲ ରେ କାମ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି |

ତେବେ ଅଭିନେତ୍ରୀ ଲିପ୍ସା ମିଶ୍ର ପ୍ରଥମେ ତରଙ୍ଗ ଟିଭି ରେ ଏକ ସିରିଏଲ ମାଧ୍ୟମ ରେ ଏଣ୍ଟ୍ରି ମାରି ଥିଲେ | ଏହା ପରେ ପରେ ଲିପ୍ସା ମିଶ୍ର ଅନେକ ଚଳଚ୍ଚିତ୍ର ଓ ସିରିଏଲ ରେ ସେ ହାତ ଦେଇ ସାରିଛନ୍ତି |

ତେବେ ଲିପ୍ସା ମିଶ୍ର ଙ୍କର ସୁଟିଂ ସେଟ ରେ କିଛି ଏଭଳି ଅଘଟଣ ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ | ତେବେ ଦେଖିବାକୁ ମିଳି ଥିଲା ଯେ ଲିପ୍ସା ସୁଟିଂ ସେଟ ରେ ଏକ ପାଣି ଭିତରେ ବୁଡି ଯାଉଛନ୍ତି, ଆସନ୍ତୁ ଏହି ଘଟଣା ସମ୍ପର୍କ ରେ ଜାଣିବା |

ତେବେ ଲିପ୍ସା ମିଶ୍ର ଯାହାଙ୍କର ନାଁ ଟି ଓଡ଼ିଆ ଜଗତ ରେ ବେସ ପରିଚିତ, ସେ ଅନେକ ଧାରାବାହିକ ରେ କାମ କରିଛନ୍ତି କିନ୍ତୁ ସାର୍ଥକ ଚ୍ୟାନେଲ ର ତୁଳସୀ କ୍ୟାରେଟର ରେ ଲିପ୍ସା ଙ୍କୁ ଅଧିକ ଭଲ ପାଇବା ମିଳି ଥିଲା |

ଆପଣ ମାନେ ତ ଜାଣି ଥିବେ ଯେ ଲିପ୍ସା ମିଶ୍ର ବର୍ତ୍ତମାନ ସମୟ ରେ ଜି ସାର୍ଥକ ରେ ହେ ପ୍ରଭୁ ସିରିଏଲ ରେ ନଜର ଆସୁଛନ୍ତି, ଯେଉଁଥିରେ କି ସେ ସୁନ୍ଦର ଅଭିନୟ କରିବା ସହ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି | ତେବେ ଏହି ଧାରାବାହିକ ରେ ସୁଟିଂ ସେଟ ରେ ଏକ ଅଘଟଣ ଦେଖିବାକୁ ମିଳି ଥିଲା |

ସୂଚନା ଅନୁଯାଇ ଲିପ୍ସା ମିଶ୍ର ଙ୍କୁ ଏହି ସୁଟିଂ ରେ ପାଣି ଭିତରେ ଏକ ସର୍ଟ ଦେବାର ଥିଲା କିନ୍ତୁ ସେହି ସମୟ ରେ ଲିପ୍ସା ପାଣି ରେ ହିଁ ବୁଡି ଯାଇ ଥିଲେ | ଏହା ପରେ ସେଠାରୁ ତାଙ୍କୁ ଏକ ସ୍ପର୍ଟ ବ୍ୟକ୍ତି ବଞ୍ଚାଇ ଥିଲେ ବୋଲି ଯାହା ସୂଚନା ଅନୁଯାଇ ଜଣା ପଡିଛି |

ତେବେ ଲିପ୍ସା ମିଶ୍ର ଠିକ ଅଛନ୍ତି ଆଉ ସେହି ସିନ ଟିକୁ ମଧ୍ୟ ସେ ଭଲ ଭାବରେ ଦେଇଛନ୍ତି, ଆଉ ଆମେ ମଧ୍ୟ କାମନା କରିବୁ ଯେ ସେ ତାଙ୍କର ଏହି କ୍ୟାରିୟର ରେ ଆହୁରି ଆଗକୁ ବଢନ୍ତୁ ଏବଂ ଖୁସିରେ ମଧ୍ୟ ରୁହନ୍ତୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।