ସ୍ୱପ୍ନରେ ମୃତ ବ୍ୟକ୍ତି ଙ୍କୁ ଦେଖୁଛନ୍ତି କି ? ସ୍ୱପ୍ନରେ ମୃତ ବ୍ୟକ୍ତି ଙ୍କୁ ଦେଖିବାର ଅର୍ଥ କଣ ଜାଣନ୍ତୁ..

ଆମେ ଯେତେବେଳେ ରାତି ରେ ସୋଇ ଥାଉ ଆମେ ବିଭିନ୍ନ ପ୍ରକାର ର ସ୍ବପ୍ନ ଦେଖି ଥାଉ । କିଛି ସ୍ବପ୍ନ ଏପରି ଥାଏ ଯାହା କୁ ଦେଖି ଆମେ ଡରି ଯାଇ ଥାଉ ଓ ଆମ ଆଖି ଆପେ ଆପେ ଖୋଲି ଯାଇଥାଏ । ତେବେ ଆମେ ସମସ୍ତେ କେବେ ନା କେବେ ସ୍ବପ୍ନ ରେ ମୃତ୍ୟୁ ବ୍ୟକ୍ତି ଙ୍କୁ ଦେଖି ଥାଉ । ତେବେ ଆଜି ଆମେ ଜାଣିବା ସ୍ବପ୍ନ ରେ ମୃତ୍ୟୁ ବ୍ୟକ୍ତି ଙ୍କୁ ଦେଖିବା ର ଅର୍ଥ କଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ।

ସ୍ବପ୍ନ ଶାସ୍ତ୍ର ଅନୁସାରେ ଆମ ସ୍ବପ୍ନ ରେ ଯାହା ବି କିଛି ଆସିଥାଏ ଏହା ଆମକୁ କିଛି ନା କିଛି ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସ୍ବପ୍ନ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ଦେଖିଲେ କଣ ସାତ ଟି ସଂକେତ ଦେଇ ଥାଏ ।

ଯଦି ଆପଣ ଙ୍କ ପରିବାର ରେ କୌଣସି ବ୍ୟକ୍ତି କୌଣସି ରୋଗ ରୁ ମୃତ୍ୟୁ ବରଣ କରିଛନ୍ତି ଓ ତାଙ୍କୁ ଯଦି ଆପଣ ସ୍ବପ୍ନ ରେ ଜୀବିତ ଭାବରେ ଦେଖୁଛନ୍ତି ତେବେ ଏହାର ଅର୍ଥ ତାଙ୍କ ଆଉ ଥରେ ଜନ୍ମ ହୋଇ ସରିଛି । ସେ ଆଉ କେଉଁ ଠାରେ ଜନ୍ମ ଗ୍ରହଣ କରିଛନ୍ତି ଆପଣ ତାଙ୍କ ବିଷୟ ରେ ଆଉ ଭବନ୍ତୁ ନାହିଁ । ଏହାକୁ ସ୍ବପ୍ନ ଶାସ୍ତ୍ର ରେ ଆଶ୍ୱାସନା ସ୍ବପ୍ନ ବୋଲି କୁହାଯାଏ ।

ଯଦି କୌଣସି ବ୍ୟକ୍ତି ଆୟୁଷ ହେବା ପୂର୍ବରୁ ମୃତୁ ବରଣ କରିଛନ୍ତି ଓ ତାଙ୍କୁ କିଛି ରୋଗ ନାହିଁ ତେବେ ଯଦି ସେ ଆପଣ ଙ୍କୁ ସ୍ବପ୍ନ ରେ ଦେଖା ଦେଇଛନ୍ତି ତେବେ ଏହାର ଅର୍ଥ ସେ ଆପନ ଙ୍କ ଠାରୁ କିଛି ଚାହୁଁଛନ୍ତି। ତାଙ୍କର ମୃତ ପୂର୍ବରୁ ଯଦି କିଛି ଇଛା ଥାଏ ଓ ଆପଣ ଏହା ଜାଣିଛନ୍ତି ତେବେ ଏହାକୁ ନିଶ୍ଚୟ ପୁରଣ କରି ଦିଅନ୍ତୁ ।

ତେବେ ଯଦି ଆପଣ ସ୍ବପ୍ନ ରେ ମୃତୁ ବ୍ୟକ୍ତି କୁ ଦେଖିଛନ୍ତି ଓ ସେ କିଛି କହୁ ନାହାନ୍ତି ତେବେ ଏହାର ଅର୍ଥ ଆପଣ କିଛି ଭୁଲ୍ କରୁଛନ୍ତି ସେ ଏହା ଆପଣ ଙ୍କୁ ଜଣାଇ ଦେବା ପାଇଁ ଚାହୁଁଛନ୍ତି ।

ଯଦି ଆପଣ ସ୍ବପ୍ନ ରେ ଯେଉଁ ମୃତୁ ବ୍ୟକ୍ତି କୁ ଦେଖୁଛନ୍ତି ଓ ସେ ଆପଣ ଙ୍କୁ ଆଶୀର୍ବାଦ ଦେଉଛନ୍ତି ତେବେ ଏହାର ଅର୍ଥ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳ ହେବେ।

ଯଦି ମୃତୁ ବ୍ୟକ୍ତି ଆପଣ ଙ୍କୁ ସ୍ବପ୍ନ ରେ କିଛି ମାଗିଛନ୍ତି ତେବେ ଏହାର ଅର୍ଥ ତାଙ୍କର ଆପଣ ଙ୍କ ପ୍ରତି ଏବେ ମଧ୍ୟ ସ୍ନେହ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।